Browsing Category
ଦେଶ
ଚକଲେଟ୍ ବାହାନାରେ ନେଇ ୩ ବର୍ଷର ନୀରିହ ଶିଶୁ ସହ ଦୁଷ୍କର୍ମ କଲା ପଡ଼ୋଶୀ ଘର ଯୁବକ
ଫତେହପୁର: ଉତ୍ତରପ୍ରଦେଶର ଫତେହପୁରରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ତିନି ବର୍ଷର ନୀରିହ ଶିଶୁ ସହିତ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ଦୁଷ୍କର୍ମ କରିଛି । ଯାହାପରେ ଶିଶୁଟିର ମୃତ୍ୟୁ ହୋଇଯାଇଛି…
ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ୪୦ ପ୍ରତିଶତ ଖାଦ୍ୟ ହୁଏ ଖରାପ, ୨୦ କୋଟି ଶୁଅନ୍ତି ଖାଲି ପେଟରେ
ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ ଭାରତ, ୧୧୬ଟି ଦେଶ ମଧ୍ୟରେ ୯୧ତମ ସ୍ଥାନରୁ ଖସି ୧୦୧ ସ୍ଥାନକୁ ଖସିଆସିଛି । ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଜାତି ସଂଘର ଏକ ସଂସ୍ଥା ଫୁଡ୍ ଆଣ୍ଡ ଆଗ୍ରିକଲ୍ଚର୍…
ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ନାଟକରେ ପଡିଛି ଯବନିକା । ଶୁକ୍ରବାର ନଭଜୋତ ସିଂ ସିଦ୍ଧୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହା ସହିତ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ସିଦ୍ଧୁ ନିଜର…
ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା
ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ…
ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ
ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା…
ଚାଷୀ ଆନ୍ଦୋଳନ ହତ୍ୟାକାଣ୍ଡରେ ସମ୍ପୃକ୍ତ ନିହଙ୍ଗ ଶିଖ୍; ଧର୍ମଗ୍ରନ୍ଥକୁ ଅପମାନିତ କରିଥିଲା ମୃତକ
ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ଆନ୍ଦୋଳନରତ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଚାଷୀ ଜଣଙ୍କ ନାମ ଲଖବୀର ହୋଇଥିବା ବେଳେ ତାଙ୍କୁ ନିହଙ୍ଗ ଶିଖ ମାନେ ହତ୍ୟା କରିଥିବା ଜଣାପଡିଛି । ଗୁରୁବାର…
ପାନଛେପ ସଫା କରିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୧୨୦୦ କୋଟି
ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ ।…
ଏଠାରେ ରାମ ନୁହେଁ, ବିଜୟାଦଶମୀରେ ପୂଜା ପାଏ ରାବଣ, କରାଯାଏ ବିଶେଷ ଆୟୋଜନ
ଭୋପାଳ : ସମଗ୍ର ଦେଶରେ ଭଗବାନ ରାମଙ୍କ ଦ୍ୱାରା ଲଙ୍କାପତି ରାବଣଙ୍କ ବଧକୁ ବିଜୟାଦଶମୀର ପର୍ବ ଭାବେ ପାଳନ କରାଯାଏ । ମାତ୍ର କିଛି ସ୍ଥାନରେ ରାବଣ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ…
ଭୋକିଲା ତାଲିକାରେ ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୧ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ୧୧୬ଟି ଦେଶ ମଧ୍ୟରେ ଭାରତ ୧୦୧ ସ୍ଥାନରେ ରହିଛି। ଭାରତରେ ଦିନକୁ ଦିନ ବଢୁଛି ଭୋକିଲାଙ୍କ ସଂଖ୍ୟା । ଏହି ରିପୋର୍ଟରେ ଭାରତର…
ଆତଙ୍କବାଦୀ ଯାହାଙ୍କୁ ଧର୍ମ ପଚାରି ହତ୍ୟା କଲେ, ଅନାଥ ମୁସଲିମ ଝିଅଙ୍କ ଖର୍ଚ୍ଚ ଉଠାଉଥିଲେ ସେହି ଶିକ୍ଷୟତ୍ରୀ
ଶ୍ରୀନଗର : ଶ୍ରୀନଗରର ଅଲୋଚିବାଗ ଅଞ୍ଚଳରେ ଆରପି ସିଂହଙ୍କ ଘରକୁ ଭିଭିଆଇପି ଲୋକଙ୍କ ଯିବା ଆସିବା ଏବେ କମ ହୋଇ ଯାଇଛି । ସପ୍ତାହେ ପୂର୍ବେ ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ତାଙ୍କ ପତ୍ନୀ ସୁପିନ୍ଦର କୌରଙ୍କୁ ତାଙ୍କର…