Browsing Category
ରାଜ୍ୟ
ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ
ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ । ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ…
ଦୋକାନୀଙ୍କ ଉପରକୁ ବୋମା ମାଡ଼
ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ ଆଧାର କରି ଦୋକାନୀଙ୍କ ଉପରକୁ ହୋଇଛି ବୋମାମାଡ଼। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ଥାନା ଛୋଟପୁର ଗାଁରେ। ଏହି ବୋମା ମାଡ଼ରେ 2 ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ…
ଯୁବକଙ୍କୁ ମାରି ଫିଙ୍ଗିଦେଲେ
ଫୁଲବାଣୀ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବଇରିଗୁମ୍ଫା ଗାଁ ସ୍କୁଲ ନିକଟରେ।
ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ…
240 ହୋମଗାର୍ଡ ପୋଷ୍ଟ ପାଇଁ 11,500 ରୁ ଅଧିକ ପ୍ରାର୍ଥୀ, ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ସହିତ ଇଞ୍ଜିନିୟର ବି କରିଛନ୍ତି ଆବେଦନ
ବ୍ରହ୍ମପୁର: ବେକାରୀ ସମସ୍ୟାର ଗନ୍ତାଘର କହିଲେ ଆଜିକା ସମୟରେ ଓଡିଶାକୁ ବୁଝାଇଥାଏ। ସେଥିପାଇଁ ତ ବ୍ରହ୍ମପୁର ଏବଂ ଗଞ୍ଜାମରେ ମାତ୍ର 240 ହୋମଗାର୍ଡ ପଦବୀ ପାଇଁ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ, ଇଞ୍ଜିନିୟର ଏବଂ MBA…
ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ
ସୋର: କୁଚିଆକୋଇଲି ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ । ତେବେ ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ…
ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା, 11 ଟଙ୍କା ବୃଦ୍ଧି
ଭୁବନେଶ୍ବର: ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା ବୃଦ୍ଧି ହୋଇଛି । ଡ୍ୟୁଟି କଲ୍-ଅପ୍ ଭତ୍ତା ୬୧୨ରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି । 11 ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
୨୦୨୫ ଜାନୁଆରୀ…
କମ୍ ଦରରେ ମିଳିବ ଅଟା, ଚିନି, ଲୁଣ: ପଞ୍ଚାୟତରେ ଖୋଲିବ ‘ଜନ ପୋଷଣ କେନ୍ଦ୍ର’
ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର ।
ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ । କମ୍ ଦାମରେ ଏସବୁ ନିତ୍ୟ…
ବଳାତ୍କାର କରିବାକୁ ଚେଷ୍ଟା ପଡିଲା ମହଙ୍ଗା, ରକ୍ତାକ୍ତ ଅବସ୍ଥାରେ ପଡିଲେ ଡାକ୍ତରଖାନାରେ
ବିହାର: ବଳାତ୍କାର କରିବାକୁ ଚେଷ୍ଟା କରିବା ପଡିଲା ମହଙ୍ଗା। ଯାହାକୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲେ ସେ ହିଁ ପ୍ରାଇଭେଟ ପାର୍ଟ କାଟିଦେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଜିଲ୍ଲାର ପାରୁ…
ପୁଣି ଜଣେ ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ
ବାଲେଶ୍ୱର: ପୁଣି ଥରେ ଖଣି ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଜଳେଶ୍ୱରଠାରେ। ଆଗରୁ ମଧ୍ୟ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଠି ବାଲି ମାଫିଆ ମାଇନିଙ୍ଗ…
CBI ଜାଲରେ ଇପିଏଫଓ ପିଆରଓ, 10 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ
ବ୍ରହ୍ମପୁର: ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ।…