Browsing Category

ରାଜ୍ୟ

୩୦ରୁ ୪୦ ମାଓବାଦୀ ଲୁଟି ନେଲେ ବିସ୍ଫୋରକ, ପଥର ଖଣିକୁ ଆସିଲା ବେଳେ ଲୁଟ୍‌

ବଣାଇ: ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ। ସୁନ୍ଦରଗଡ଼ରୁ ବାଙ୍କୋ ପଥର ଖଣିକୁ ଆସିଲା ବେଳେ ଏହି ଲୁଟି ହୋଇଛି। ପ୍ରାୟ ୩୦ରୁ ୪୦ ମାଓବାଦୀ ଆସି ଲୁଟ କରିଥିବା ସୂଚନା ମିଳିଛି। ଟ୍ରକରେ ଆସୁଥିବା ଦେଢ ଟନ୍‌ରୁ…

ବନ୍ୟା ଆଶଙ୍କା: ବାତିଲ ହେଲା ସିଏମସି ଯନ୍ତ୍ରୀଙ୍କ ଛୁଟି

କଟକ: କଟକ ମ୍ୟୁନିସିପାଲଟି କର୍ପୋରେଶନ ଯନ୍ତ୍ରୀଙ୍କ ଛୁଟି ବାତିଲ ଘୋଷଣା କରାଯାଇଛି । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ନେଇ ପାରିବେ ନାହିଁ ଯନ୍ତ୍ରୀ । ଛୁଟି ବାତିଲ ନିଷ୍ପତ୍ତି ନେଇଛନ୍ତି ମେୟର । ବର୍ଷା ଆଶଙ୍କା…

ଲକ୍ଷ୍ମୀ ବସ୍‌-ବାଇକ୍ ମୁହାଁମୁହିଁ, ଚାଲିଗଲା ଯୁବକଙ୍କ ଜୀବନ

ଉଦଳା: ପୁଣିଥରେ ଲକ୍ଷ୍ମୀ ବସ୍ ନେଲା ଜୀବନ। ସୂଚନାନୁଯାୟୀ, ବାଇକ ଆରୋହୀଙ୍କୁ ଲକ୍ଷ୍ମୀବସର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବଉଳଖଲାଡ଼ି ଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। କପ୍ତିପଡ଼ା ଥାନା ସିମୁଳିଆ…

ସତର୍କ ହୋଇଯାଆନ୍ତୁ, ଜୁନ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା:IMD

ନୂଆଦିଲ୍ଲୀ: ଜୁନ ମାସରେ ଅଧିକ ବର୍ଷା ନେଇ ପୂର୍ବାନୁମାନ । ଜୁନରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରାକ୍ ମୌସୁମୀ ବର୍ଷା ସ୍ୱଭାବିକଠାରୁ ଅଧିକ ରହିଛି । ମେ…

ଯଜେ୍ଞଶ୍ୱର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ କୂଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ଯଜେ୍ଞଶ୍ୱର ଦଣ୍ଡପାଟ । ପ୍ରଫେସର ଧଜେ୍ଞଶ୍ୱର ଦଣ୍ଡାପାଟ ହେଲେ କୁଳପତି । ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ…

ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା, ୩୧ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାରି ପ୍ରଭାବରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ପ୍ରବଳକୁ ଅତିପ୍ରବଳ ବର୍ଷା ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ପାଇଁ ଜାରି ହେଲା ରେଡ ଓ୍ୱାର୍ଣ୍ଣିଂ। ଲଘୁଚାପ କାରଣରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆହୁରି 5ଦିନ ଧରି ଏହା ଚାଲିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।…

ପୋଲିସକୁ ମିଳିଲା ବଡ଼ ସଫଳତା, 4 ହାର୍ଡକୋର ନକ୍ସଲ ସହ 18 ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନାଗିରି: ସୁକମା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏଥର 4 ହାର୍ଡକୋର ନକ୍ସଲଙ୍କ ସମେତ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଯାହାଙ୍କ ମୁଣ୍ଡ ଉପରେ ଥିଲା ମୋଟ 39 ଲକ୍ଷ ଟଙ୍କାର ପୁରସ୍କାର ରାଶି । ସୁକମା…

ବର୍ଷା ଋତୁ ଆଗରୁ ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲୋ ପ୍ରେସର

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ବର୍ଷା ଋତୁ ନ ଆସିବା ପୂର୍ବରୁ ଆସିଲା ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ପଶ୍ଚିମ ଓ…