Browsing Category

ରାଜ୍ୟ

୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଆଜି ପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି…

ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ: DGP

ଭୁବନେଶ୍ୱର,୨୮ା୪:  ସୋମବାର ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀର ନିଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ…

BREAKING: ପିପିଲି ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ, ଡ୍ରାଇଭର ଆହତ

ପିପିଲି: ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା। ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିଲା ବେଳେ ଡ୍ରାଇଭରକୁ ମାଡ଼। ପିପିଲି…

BREAKING: ଘର ବାହାରେ ଖେଳୁଥିବା ବେଳେ ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ

ରାଜନଗର: ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ। ଘର ବାହାରେ ଖେଳୁଥିବା ବେଳେ ଘଟିଥିଲା ଅଘଟଣ। କେନ୍ଦ୍ରାପଡ଼ା ରାଜନଗର ଶିକାରୀ ପାହି ଗାଁରେ ଘଟିଥିଲା ଏହି ଅଘଟଣ। ୧୩ ବର୍ଷର ନାବାଳକ ଘର ବାହାରେ ଖେଳୁଥିବା ସମୟରେ…

ନବଦାସ ମାମଲାରେ ଦାଖଲ ହେବ ଫାଇନାଲ ରିପୋର୍ଟ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ। ଏନେଇ କ୍ରାଇମ୍‌ବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି । ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି।…

BREAKING: ସକାଳେ ଗୁଳୁଗୁଳି ଗରମ ସାଙ୍ଗକୁ ଅପରାହ୍ଣରେ ହେବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଉଛି ତାତି। ତାତିରେ ବାହାରକୁ ବାହାରିବା ହେଉଛି କଷ୍ଟକର। ତାତି ସାଙ୍ଗକୁ ଆହୁରି ୫ ଦିନ ହେବ କାଳବୈଶାଖୀ ବର୍ଷା। ସକାଳେ ଖରା ସହ ଗରମ, ଗୁଳୁଗୁଳି ସହ ଅପରାହ୍ଣରେ ହେବ କାଳବୈଶାଖୀ।…

BREAKING: ଲଜିଷ୍ଟିକ୍ ହବ୍‌ କେନ୍ଦ୍ରାପଡ଼ାରେ ହେବ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଲଜିଷ୍ଟିକ୍ ହବ୍‌। ଲୁଣା ନଦୀ ଉପରେ ହେବ ପ୍ରସ୍ତାବିତ ବ୍ୟାରେଜ। ଏହା ସହ ଚାରିଟେବୁଲ ମଲ୍ଟି ସ୍ପେଶାଲିଟି…

ହେମଦସ୍ତାରେ ବାପାକୁ ପିଟିପିଟି ମାରିଦେଲେ ୨ ଜହ୍ଲାଦ ପୁଅ

ଖଲ୍ଲିକୋଟ: ଏକ ବଡ଼ ଅପରାଧ ଘଟଣା ଖଲ୍ଲିକୋଟରୁ ସାମ୍ନାକୁ ଆସିଛି। ଏଠାରେ ନିଜ ବାପାକୁ ଦୁଇ ଜହ୍ଲାଦ ପୁଅ ପିଟିପିଟି ମାରିଦେଇଛନ୍ତି। ହେମଦସ୍ତା ବାଡ଼ିରେ ପିଟି ବାପାର ପ୍ରାଣ ନେଲେ ୨ ପୁଅ। ସୂଚନା ଅନୁଯାୟୀ, ସେମାନଙ୍କ…

ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ, RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

ଭୁବନେଶ୍ବର: ପହଲଗାମ୍‌ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆଲର୍ଟ ରହିଛି । ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯାଉଛି । ଭୁବନେଶ୍ବର ରେଲୱେ ଷ୍ଟେସନ୍‌ରେ RPF ପକ୍ଷରୁ ଆଜି ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି…

ବଡ଼ ଖବର: ପାକିସ୍ତାନୀ ପାଇଛନ୍ତି ରାସନ କାର୍ଡ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀମାନେ ରାସନ କାର୍ଡ ପାଇଛନ୍ତି। ଏ ନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସଂପୃକ୍ତ ପାକିସ୍ତାନୀଙ୍କୁ ଯୋଜନାରୁ ବାଦ ଦେବା ଲାଗି ବର୍ତ୍ତମାନ…