Browsing Category
ରାଜ୍ୟ
ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ
ସୁନ୍ଦରଗଡ଼ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସହ ଅଛନ୍ତି 5 T ସଚିବ ଭି କେ ପାଣ୍ଡିଆନ୍, ଏନଏଚଏମ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଓ…
SCBରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକମୋ ସେବା
କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ…
‘କୁଛ୍ ତୋ ଲୋଗ୍ କହେଙ୍ଗେ’
ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…
ଓଡ଼ିଶାରରେ ପୁଣି ୬୪ ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି
ସୁନ୍ଦରଗଡ଼,(ଓଡ଼ିଶା ଭାସ୍କର): କରୋନା କାଳରେ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ୨ୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦେଇଛି…
ଆଜି ରାଜ୍ୟରେ ୧୦୯୬ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଭିଜିଲାନ୍ସ ଜାଲରେ ଫସିଲେ ବରିଷ୍ଠ କିରାଣି
ବଲାଙ୍ଗିର,(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ବରିଷ୍ଠ କିରାଣି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ବରିଷ୍ଠ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ୩ଟି…
ଜଳିଗଲା ବୁର୍ଲାର ନିଶିଗନ୍ଧା ହଲ୍
ସମ୍ବଲପୁର,(ଓଡ଼ିଶା ଭାସ୍କର): ସମ୍ବଲପୁର ବୁର୍ଲା ଆନନ୍ଦବିହାରରେ ଘଟିଛି ଅଘଟଣ । ଆନନ୍ଦ ବିହାରରେ ଥିବା ଷ୍ଟାଫ୍ କ୍ୱାର୍ଟର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ମୁତାବକ, କଲୋନୀର ନିଶିଗନ୍ଧା ହଲରେ…
ସ୍ୱାମୀ ଲାଞ୍ଚୁଆକୁ ସ୍ତ୍ରୀଙ୍କ ‘ପଲିସି’ ଗୁମର, ସାହୁ ଦମ୍ପତି ବଡ଼ ଚାଲବାଜ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ଘୋଟାଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଚାକିରି ପ୍ରଲୋଭନ ଦେଖାଇ ଲାଞ୍ଚ କାରବାରରେ ଧରାପଡ଼ିଥିବା ବିରଞ୍ଚି ସାହୁଙ୍କ ଆଉ ଏକ କାରନାମା ଧରାପଡ଼ିଛି । ଆଉ ତାଙ୍କ ଲାଞ୍ଚ…
କାର୍ଯ୍ୟକ୍ଷମ ହେଲା ଶକ୍ତି ବିଭାଗର ୯ଟି ଅନଲାଇନ ସେବା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶକ୍ତି ବିଭାଗର ୯ଟି ସେବା ଅନଲାଇନରେ ଆରମ୍ଭ କରିଛନ୍ତି । ଏହି ଅନଲାଇନ୍ ସେବାଗୁଡିକ edistrict.odisha.gov.in ଏବଂ eicelectricityodisha.nic.inରେ ହିତାଧିକାରୀଙ୍କ…