Browsing Category
ରାଜ୍ୟ
ଓଡ଼ିଶାରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର, ବେଖାତିର କଲେ ଦିନକୁ ୫୦୦ ଟଙ୍କା ଫାଇନ୍
ଭୁବନେଶ୍ୱର: ଓଡ଼ିଆରେ ବାଧ୍ୟତାମୂଳକ ହେଲା ନାମ ଫଳକ। ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର।
ଓଡିଆରେ ନାମଫଳକ ନଲେଖିଲେ ଦେବାକୁ…
ପୁଣି ଜଳିଗଲେ ଆଉ ଜଣେ ଯୁବତୀ; ବାପା ଆଣିଲେ ସାଂଘାତିକ ଅଭିଯୋଗ, ପୁରୁଷ ବନ୍ଧୁ କରୁଥିଲା ବ୍ଲାକମେଲିଂ
କେନ୍ଦ୍ରାପଡ଼ା: ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ଯୁବତୀ ଜଣକ ଜଳିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅବାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା…
ପୋଲିସ ବିଷ ରଖିଥିଲା, ଧମକାଇବାରୁ ପିଇଦେଲି…ବାଲିଚନ୍ଦ୍ରପୁର ଥାନା ହାଜତରେ ନିର୍ଯାତନା, ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ କରିଥିଲା ପୋଲିସ!
ଭୁବନେଶ୍ବର: ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ମଲ୍ଲିକ ।
ଥାନାରେ ପୋଲିସର ଥାର୍ଡ…
‘ନୂଆ ରାଜସ୍ୱ ଗାଁ ପାଇଁ ସବୁ ତହସିଲରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍’: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ୧୬୩୫ ରାଜସ୍ୱ ଗାଁର ମ୍ୟାପ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍। ନିର୍ଦ୍ଦିଷ୍ଟ ସମୟରେ ଗାଁଗୁଡ଼ିକ ମାନ୍ୟତା…
ନାଲି ଶାଢ଼ିରେ ମହୁଆ…ବିବାହର 2 ମାସ ପରେ ରିସେପ୍ସନ ପାର୍ଟି ଦେଲେ ମୋଇତ୍ରା-ପିନାକୀ, ସୋନିଆଙ୍କଠୁ ନେଇ ଏହି ନେତା ମନ୍ତ୍ରୀ ହୋଇଥିଲେ…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ଲୋକସଭା ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର ସେମାନଙ୍କ ବିବାହର କିଛି ମାସ ପରେ ରିସେପ୍ସନ ପାର୍ଟି ଦେଇଛନ୍ତି । ମଙ୍ଗଳବାର…
BREAKING: ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ, ୭ଟି ସ୍ଥାନରେ ରେଡ୍
ସମ୍ବଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ ଅଫିସ। ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢ଼ାଉ।
ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଛାନଭିନ୍।
ସମ୍ବଲପୁର, ଭୁବନେଶ୍ୱର, ବହ୍ମପୁର…
ରାୟଗଡ଼ାରେ ସାଙ୍ଗକୁ ମାରି ମଶାଣିରେ ପୋତିଦେଲା ସାଙ୍ଗ
ରାୟଗଡ଼ା: ସାଙ୍ଗ ସାଜିଲା ବଇରୀ। ସାଙ୍ଗ ହିଁ ନେଇଗଲା ସାଙ୍ଗର ଜୀବନ। ରାୟଗଡ଼ା ଜିଲ୍ଲାର ନନ୍ଦପୁର ଥାନା ମେଡିପୁଟ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।
ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି…
ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ
ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାରେ ପଡିଛି କ୍ଷତାକ୍ତ ମୃତଦେହ। ଖଣ୍ଡିଆଦଣ୍ଡା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ପିପିଲି ବାଇପାସରେ ଦେଖିବାକୁ…
ପୁରା ପରିବାର ଉପରେ ଚଢ଼ିଗଲା କଣ୍ଟେନର, ଚାଲିଗଲା 3-3 ଟା ଜୀବନ
କେନ୍ଦୁଝର: କେନ୍ଦୁଝରର ତେଲକୋଇ ଜଗମୋହନପୁରରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୁରା ପରିବାର ଉପରେ ଚଢ଼ିଗଲା କଣ୍ଟେନର। ଚାଁହୁ ଚାଁହୁ ଚାଲିଗଲା 3-3 ଟା ଜୀବନ।
ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ଦମ୍ପତ୍ତି, ସେହି…
ମହାପ୍ରସାଦ ପାଇଁ ଠକାମୀରେ ପଡ଼ିବେନି ଭକ୍ତ! ଲାଗିବ ସ୍ୱତନ୍ତ୍ର Rate Chart
ପୁରୀ: ଶ୍ରୀ ମନ୍ଦିର ଆଇନ ପରିବର୍ତ୍ତନ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।…