Browsing Category
ରାଜ୍ୟ
BREAKING: ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ, ରହିବ ଅନେକ ଚ୍ୟାଲେଞ୍ଜ
ଭୁବନେଶ୍ୱର: ଆଜି ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତିତ ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।
ତେବେ…
BREAKING: ୩ ଦିନ ରାଜ୍ୟରେ କାଳବୈଶାଖୀ, ୨୩ରେ ହେବ ପାଗରେ ପରିବର୍ତ୍ତନ
ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ଲାଗି ରହିବ କାଳବେଶାଖୀ ବର୍ଷା। ୨୨ ତାରିଖ ଯାଏଁ ବର୍ଷା ନେଇ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ।
ବର୍ତମାନ…
ସୁବର୍ଣ୍ଣପୁରରେ ୨ ବିଜେଡି ନେତା ଗିରଫ: ଜାଣନ୍ତୁ ମାମଲା କ’ଣ
ଭୁବନେଶ୍ୱର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଗିରଫ ହୋଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ସେ ବ୍ଲକ ଉପାଧ୍ୟକ୍ଷଙ୍କ ନାଁ ନାରାୟଣ ଲୁହା ହୋଇଥିବା ସୂଚନା ମିଳିଛି । ଏହା ସହ ଜିଲ୍ଲା ଯୁବ ବିଜେଡି…
ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା, ଅମାନିଆ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପୁରୀ: ଏଥର ଚନ୍ଦନ ଯାତ୍ରାରେ ବାଣ ମନା। ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଫୁଟିବନି ବାଣ। ଅମାନିଆ ବାଣ ଫୁଟାଇଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା।…
ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ି ଯିବାରୁ ୨ ଛାତ୍ର ମୃତ
ଚମ୍ପୁଆ : ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଛାତ୍ର। ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ…
୧୩ ବର୍ଷର ନାବାଳକ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ନାବାଳକ ପୁଅ ଦେହରେ ପଶିଗଲା ମୁନିଆ ଲୁହା ଗ୍ରୀଲ। ପିଲାଟିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ, ନାବାଳକକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ…
Breaking: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ IAS ନିକୁଞ୍ଜ ଧଳ ଯିବେ ଦିଲ୍ଲୀ
ଭୁବନେଶ୍ୱର: IAS ନିକୁଞ୍ଜ ବିହାରୀ ଧଳ ଯିବେ ଦିଲ୍ଲୀ। କେନ୍ଦ୍ରକୁ ଯିବେ ନିକୁଞ୍ଜ ଧଳ। କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ। କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି। ଜୁଲାଇ ୧ରୁ…
ସମାଧାନ ହେବ ଯାତ୍ରା କଳି, “ନରି ପଣ୍ଡାଙ୍କ ଉପରୁ ଉଠିବ ବୟକଟ୍”
ଭୁବନେଶ୍ୱର: କିଛି ଦିନର ବାଦ ବିବାଦ ପରେ ସମାଧାନ ଆଡକୁ ଢ଼ଳୁଛି ଯାତ୍ରା କଳି। ନିକଟରେ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ମାଡ ମାରିବା ଘଟଣା ସାମ୍ନାକୁ ଆସିବା ପରେ ଅନେକ ବାଦ…
ସତର୍କ କଲା ପାଣିପାଗ କେନ୍ଦ୍ର, ୩ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ, ୫୦-୬୦ କିମି ବେଗରେ ପବନ
ଭୁବନେଶ୍ୱର: ସତର୍କ କଲା ପାଣିପାଗ ବିଭାଗ। ୩ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବା ନେଇ ପାଣିପାଗ ବିଭାଗର ଆକଳନ। ଏହା ସହ କୁଆପଥର ବର୍ଷା ସହ ପବନର ବେଗ ୫୦-୬୦ କିମି ରହିବା ସମ୍ଭାବନା।
ଏବେ…
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ୨ ଯବାନ
ରାଉରକେଲା: ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨ ସିଆରପିଏଫ ଯବାନ । ଜଣେ ଯବାନଙ୍କୁ ଚିକିତ୍ସା ପାଇଁ ଆଣୁଥିୀବା ସମୟରେ ଏହି ବିସ୍ଫୋରଣର ହୋଇଥିଲା ।…