
Browsing Category
ରାଜ୍ୟ
ବର୍ଷା-ଅନୁଭବ ବିବାଦ: ସମୟ ନେଲେ ଅନୁଭବ
କଟକ,୧୨ ।୧୧(ଓଡିଶା ଭାସ୍କର): କଟକ ଏସଡିଜେଏମ କୋର୍ଟରେ ବର୍ଷା -ଅନୁଭବ ବିବାଦ ମାମଲା । କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କିନ୍ତୁ ଅନୁଭବ ଜବାବ ଦାଖଲ ପାଇଁ ସମୟ…
ଆସିଲା କଟକର ସିରୋ ସର୍ଭେ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର?
କଟକ, ୧୨ ।୧୧(ଓଡିଶା ଭାସ୍କର): କଟକରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆସି ସାରିଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ‘କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ।…
ଭୁବନେଶ୍ୱରରୁ ଆଜି ୬୯ ପଜିଟିଭ ଚିହ୍ନଟ, ଜାଣନ୍ତୁ ସୁସ୍ଥ କେତେ ?
ଭୁବନେଶ୍ୱର,୧୨।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ବଦଳିଗଲେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି, ଜାଣନ୍ତୁ କିଏ ହେଲେ ନୂଆ ?
ଖୋର୍ଦ୍ଧା, ୧୨ ।୧୧(ଓଡିଶା ଭାସ୍କର): ବିଜେପିର ଖୋର୍ଦ୍ଧ ଜିଲ୍ଲା ସଭାପତି ଆଜି ବଦଳି ଯାଇଛନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବଦଳିଛନ୍ତି ଜିଲ୍ଲା ସଭାପତି । ଏବେ ଖୋର୍ଦ୍ଧା ଜିଲ୍ଲାରୁ ନୂତନ ଜିଲ୍ଲା ସଭାପତି…
ମିଛ ମାମଲା ପାଇଁ ପୋଲିସ ଗଣିବ ୫ ଲକ୍ଷ
ବରଗଡ,୧୨ ।୧୧(ଓଡିଶା ଭାସ୍କର): ବରଗଡ ପାଇକମାଳାର ନାବାଳକ ନିଖୋଜ ଘଟଣାରେ ପୋଲିସକୁ ମହଙ୍ଗା ପଡ଼ିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲରେ ଭର୍ତ୍ତି କରିଥିଲେ ଥାନା ଅଧିକାରୀ…
ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ
ରାଉରକେଲା ,୧୨ ।୧୧(ଓଡିଶା ଭାସ୍କର): ଶନିବାର ସନ୍ଧ୍ୟାରେ ଅପହୃତ ହୋଇଥିବା ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଜତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି । ୫ଦିନ ପରେ ଘରକୁ ଫେରିଛନ୍ତି କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ।…
ରାଜଧାନୀରେ ଭିଜିଲାନ୍ସ ହାତରେ ଧରାପଡିଲେ କୋଟିପତି କିରାଣି
ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ସବକଲେକ୍ଟର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଉଦୟନାଥ ଜେନାଙ୍କ ଘରେ ଚଢାଉ କରାଯାଇଛି ।…
ସନ୍ଧ୍ୟାରେ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲରେ ବାଜିମାତ୍ କରିଛି ବିଜେଡି । ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ…
ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ପୁଣି ଜବତ
ମାଲକାନଗିରି,୧୨ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବିଏସଏଫ୍ ଓ…
ପାଟଣାଗଡ: ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା!
ପାଟଣାଗଡ,୧୨ ।୧୧(ଓଡିଶା ଭାସ୍କର): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୁରାକ୍ ପାଇନି ପୋଲିସ । ପରିବାରର ଅନ୍ୟ ୫ ପୁଅ ପହଞ୍ଚିବା ପରେ ଏହା ପଛର…