Browsing Category
ରାଜ୍ୟ
ରାଜ୍ୟରେ ଶନିବାର ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ୩ ହଜାର ୬୬ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ୩…
୭ ଯାଏଁ ୟେଲୋ ୱାର୍ଣ୍ଣିଂ! ପ୍ରବଳ ଛେଚିବ
ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଅକ୍ଟୋବର ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ରୁ ୫ ତାରିଖ ଯାଏଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୬ଟି…
୯ରେ ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହି ଲଘୁଚାପ ଓଡିଶା ଓ ଉତ୍ତର ଆନ୍ଧ୍ର ଆଡକୁ ମୁହାଁଇବ । ୧୦ରୁ ୧୧ ତାରିଖ ବେଳକୁ ଏହା…
୩୧ ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିବ ସ୍କୁଲ, ଜାଣନ୍ତୁ କେଉଁଠି?
ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀ ଦେଶରେ ବଢିବାରେ ଲାଗିଛି । ରାଜଧାନୀରେ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତିର କୌଣସି ସୁଧାର ହୋଇନାହିଁ । ଏଭଳି ପରିସ୍ଥିତିରେ ଘରୁ ବାହାରିବା ବିପଜ୍ଜନକ ହୋଇପଡିଛି । ତେଣୁ ୩୧ ଅକ୍ଟୋବର…
ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ
ପୁରୀ,୪ ।୧୦(ଓଡିଶା ଭାସ୍କର): ଅଲବିଦା ମହାରଥୀ । ପୁରୀର ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହୋଇଛି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କର ଶେଷକୃତ୍ୟ ସମ୍ପନ୍ନ…
ଶ୍ରମିକଙ୍କୁ ନେଇ ଗଲାବେଳେ ଓଲଟିପଡିଲା ବସ୍
ମାଲକାନଗିରି, ୪ ।୧୦(ଓଡିଶା ଭାସ୍କର) : କରୋନା ସଙ୍କଟ ମଧ୍ୟରେ ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାରି ମଧ୍ୟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମାଲକାନିଗିରିର ଜାତୀୟ ରାଜପଥ ୩୨୬ ଚମ୍ପାଖାରି ନିକଟରେ…
Sudarsan Pattnaik wishes USA President Donald Trump and Melania Trump a speedy with sand art
Puri, 4/10: Acclaimed Odia Sand Artist Sudarshan Patnaik has wished USA President Donald Trump and his wife Melania Trump a speedy recovery with a beautiful piece of sand art. He…
କାଲି ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ବିଜେଡିର ଜଣେ ଦକ୍ଷ ରାଜନୀତିଜ୍ଞ ବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଘଟିଛି । ପ୍ରଦୀପ ମହାରଥୀଙ୍କ ବିୟୋଗରେ ଗୃହରେ ଶ୍ରଦ୍ଧାଞ୍ଜଳି ଦେବା ସହ ୧ ମିନିଟ ନିରବ…
ଆଜିଠୁ ଖୋଲିଲା ନନ୍ଦନକାନନ
ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ଆଜିଠୁ ଖୋଲିଲା ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଙ୍କଟ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି ପ୍ରାଣୀଉଦ୍ୟାନ । ମାସ୍କ ବିନା ନନ୍ଦନକାନନ ମନା,…
ରାଜ୍ୟରେ ୧୫ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୪ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫…