Browsing Category
ରାଜ୍ୟ
ଲଘୁଚାପ ନଥିଲେ ବି ପ୍ରବଳ ଛେଚିବ!
ଭୁବନେଶ୍ୱର,୧୯/୬(ଓଡିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସକ୍ରିୟ ରହିଛି। ଏଣିକି ଲଘୁଚାପ ହେବାର ପ୍ରଶ୍ନ ନ ଉଠିଲେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ…
ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଶେଷ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବେ ରାଜ୍ୟ ସରକାର । ଚଳିତବର୍ଷ…
ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର
ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ…
ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୧୮।୬(ଓଡ଼ିଶା ଭାସ୍କର): ରାଜ୍ୟରେ ଅଜି ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୧୪୪କୁ ବୃଦ୍ଧି…
୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଥିଲା ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି
ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା…
ରଥଯାତ୍ରା ବନ୍ଦକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା
ପୁରୀ, ୧୮ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ…
ଭୁବନେଶ୍ୱରରୁ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୮ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ ।…
ବଡ଼ ଖବର : ଚଳିତବର୍ଷ ହେବନି ରଥଯାତ୍ରା
ନୂଆଦିଲ୍ଲୀ, ୧୮ା୬: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା…
ରାଜ୍ୟରେ ୨ ଦିନ ପ୍ରବଳ ଛେଚିବ!
ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷିବ ତ ଆସନ୍ତାକାଲି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ…
ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ସ୍ମୃତିରଞ୍ଜନ
ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ସ୍ମୃତିରଞ୍ଜନ ଲେଙ୍କା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି । ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି । ସ୍ମୃତିରଞ୍ଜନଙ୍କୁ…