Browsing Category
ରାଜ୍ୟ
ଫେରିଲେ ବିଜୟ ମହାନ୍ତି
ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଓଲିଉଡ଼ର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ଆଜି ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ।…
ଏହି ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ କଟକଣା, ଜାଣନ୍ତୁ ଟିକ୍ ନିକ୍ ତଥ୍ୟ
ଗଞ୍ଜାମ,୧୪ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ କଡା ପଦକ୍ଷେପ ଗ୍ରହଣ…
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏନେଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି…
ସାରା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା
ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଆଜି ହେଉଛି ପହିଲି ରଜ । ସବୁ ପର୍ବପର୍ବାଣୀର ରାଣୀ ଭାବେ ରଜକୁ ପାଳନ କରାଯାଏ । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ରଜ ପର୍ବ ପୁରା ଫିକା ପଡିଯାଇଛି । ରାଜ୍ୟର ୧୧ଟି ଜିଲ୍ଲାରେ…
ବଡ ଖବର: ରାଜ୍ୟରେ ଆଉ ୧୮୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଆଜି ନୂଆ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୭୧ ଜଣ…
ଗଞ୍ଜାମରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର
ଗଂଜାମ, ୧୪/୬(ଓଡିଶା ଭାସ୍କର): ଗଞ୍ଜାମରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ଅଛନ୍ତି ୩ କୋଭିଡ଼୍ ଯୋଦ୍ଧା । ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିଟିରୁ ୨ , ଶେରଗଡ଼ରୁ…
ପୋଲିସ ଉପରକୁ ବୋମାମାଡ଼
ବାଲେଶ୍ବର, ୧୪/୬(ଓଡ଼ିଶା ଭାସ୍କର): ବାଲେଶ୍ବର ସ୍ଥିତ ରେମୁଣା ଥାନା ଶ୍ୟାମରାଇପୁର ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ବର ମହାଳିକକୁ ଗିରଫ ପାଇଁ ଯାଇଥିବା ବେଳେ ସେ…
ରଜ ଦୋଳିକୁ ନେଇ କଣ ରହିଛି ବିଏମସିର କଟକଣା?
ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ରାତି ପାହିଲେ ରଜ । କିନ୍ତୁ କରୋନା ପାଇଁ ନିରାଡମ୍ବରରେ ପାଳିତ ହେବ ରଜ ପର୍ବ । ଏନେଇ ଅନେକ ଅଞ୍ଚଳରେ କଡା କଟକଣା ଲାଗୁ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ କରୋନା…
ନବୀନ-ମିତ୍ତଲ ଆଲୋଚନା: ଜାଣନ୍ତୁ ଓଡିଶାକୁ ନେଇ କ’ଣ ନିଆଗଲା ନିଷ୍ପତ୍ତି
ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ଓଡିଶାରେ ପୁଞ୍ଜିନିବେଶକୁ ନେଇ ଶିଳ୍ପପତି ଏଲଏନ ମିତ୍ତଲଙ୍କ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସଂ ଜରିଆରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ଶେଷ…
କରୋନା କଟକଣା, ସାବର ଶ୍ରୀକ୍ଷେତ୍ରରେ ହେବନି ରଥଟଣା
ଜୟପୁର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସାବର ଶ୍ରୀକ୍ଷେତ୍ର କୋରାପୁଟରେ ପାଳନ ହେବନି ରଥଯାତ୍ରା । ରଥଯାତ୍ରା ପାଳନ ଉପରେ କଟକଣା ଲାଗୁ…