Browsing Category

ରାଜ୍ୟ

ସତର୍କତା ଓ ଦକ୍ଷତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡିଆଇଜି ଓ ଏସପିଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଜିଲ୍ଲା ସ୍ତରରେ କରୋନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ…

ବରକୁ ୫୨ ତ କନ୍ୟାକୁ ୨୫! ଅସଂଯତ ଅବସ୍ଥାରେ ଧରାପଡିବାରୁ ଗାଁ ଦାଣ୍ଡରେ ହେଲା ବାହାଘର

ସରକାରୀ ବାବୁଙ୍କୁ ଭାରି ପଡିଲା ଚୋରା ପୀରତି । ଅସଂଯତ ଅବସ୍ଥାରେ ଯୁବତୀଙ୍କ ସହ ଧରାପଡିବାରୁ ଗାଁ ଦାଣ୍ଡରେ ଦୁହିଁଙ୍କ ବାହାଘର କରାଇଲେ ଗ୍ରାମବାସୀ । ଅନ୍ୟପଟେ ଝିଅକୁ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ବରକୁ ୫୨ ବର୍ଷ ।…

ଗଞ୍ଜାମରେ ରଜ ମହୋତ୍ସବ ପାଳନ ଉପରେ କଟକଣା

ଗଞ୍ଜାମ, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସତର୍କତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରଜ ମହୋତ୍ସବ ପାଳନ ଉପରେ କଟକଣା ଲାଗୁ କରାଯାଇଛି ।…

ଡଙ୍ଗା ବୁଡ଼ି ୨ ମୃତ

ପାରାଦୀପ, ୧୨ା୬(ଓଡ଼ିଶା ଭାସ୍କର): ମହାନଦୀ ମୁହାଣରେ ଏକ ମାଛଧରା ଡ଼ଙ୍ଗା ଓଲଟି ପଡ଼ିଛି । ଯାହାଫଳରେ ସେଥିରେ ଥିବା ୨ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ୧୩ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି ।…

ପୋଲିସ କର୍ମଚାରୀଙ୍କୁ କରୋନା, ଥାନା ସିଲ୍

ମାଲକାନଗିରି, ୧୨ା୬(ଓଡ଼ିଶା ଭାସ୍କର): ମାଲକାନଗିରିରେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଥିସହିତ…

ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁପରେ ସଡ଼ ଦୁର୍ଘଟଣା କମିଛି । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ କମିଛି । ସଡ଼କ ଦୁର୍ଘଟଣା ହ୍ରାସ ନେଇ ପରିବହନ ମନ୍ତ୍ରୀ…

ବର୍ଷାରେ ଫିକା ପଡ଼ିବ କି ରଜ !

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁବା ସହ ବର୍ଷା ହୋଇଛି । ଏହାସହ ରାଜ୍ୟର…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି…

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି । ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଡମଣା ଭୋଇସାହି ଅଞ୍ଚଳରେ ପିଟିପିଟି ଯୁବକଙ୍କୁ ହତ୍ୟା…