Browsing Category

ରାଜ୍ୟ

OCAର ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌, ପ୍ରତି ଦଳରେ ରହିବେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌। ଟି-୨୦ ଲିଗରେ ଭାଗ ନେବେ ୬ଟି ଟିମ୍‌। ଟିମ୍ ଫ୍ରାଞ୍ଚାଇଜ୍ ପାଇଁ ଓସିଏ ସହ ସମ୍ପର୍କ କରିପାରିବେ। ପ୍ରତି ଦଳରେ କେବଳ ଓଡ଼ିଆ ଖେଳାଳି ରହିବେ। ଟି-୨୦…

ସାବଧାନ! ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସ୍ଥାନରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୨ରୁ ୩ ଦିନ ଯାଏଁ ଝାଡ଼ଖଣ୍ଡ ଓ…

ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ, OAS ଅଫିସରଙ୍କୁ କଲେ ଟାର୍ଗେଟ୍

ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ କଲେ । OAS ଅଫିସରଙ୍କ ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ  …

ଭୁଶୁଡିଲା କାନ୍ଥ, ୨ ମୃତ, ଜଣେ ଆହତ

ନୂଆପଡ଼ା: ବର୍ଷା ଯୋଗୁଁ ଭୁଶୁଡି ପଡିଲା କୁକୁଡ଼ା ଫାର୍ମ କାନ୍ଥ, ଯେଉଁଥିପାଇଁ ଚାଲିଗଲା 2 ଜଣଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ାର ପଟପରପାଲି ଅଞ୍ଚଳରେ। ଏଠାରେ ଦିବାକର ସବର ସରକାରୀ ସବସିଡି ଋଣ…

ଆମେରିକାରେ 56ତମ OSA ବାର୍ଷିକ ସମ୍ମିଳନୀ, ଉଦବୋଧନ ଦେଲେ ପ୍ରଖ୍ୟାତ ବୈଜ୍ଞାନିକ ଏବଂ ସମାଜସେବୀ ଡକ୍ଟର ଏସ.କେ. ଦାଶ

ଭୁବନେଶ୍ୱର:ଆମେରିକାରେ ଡାଲାସରେ 56ତମ OSA ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କର ସର୍ବବୃହତ ଏବଂ ସଂରଚିତ ସଂଗଠନ ହେଉଛି ଓଡ଼ିଶା ସୋସାଇଟି ଅଫ ଦି ଆମେରିକା (OSA) । ତେବେ…

ଆଜି ପୁରୀ ଆସିବେ ୧୫ ଲକ୍ଷ ଶ୍ରଦ୍ଧାଳୁ, ସୁନାବେଶକୁ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ। ନିଜର ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଏହି ସୁନାବେଶ ଦେଖିବା ଲାଗି ପୁରୀରେ ଆଜି ଜନସମୁଦ୍ର ଦେଖିବାକୁ ମିଳିବ। ସୁନାବେଶକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା…

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି; 7ରେ ନାମାଙ୍କନ, 8ରେ ଫଳାଫଳ

ଭୁବନେଶ୍ବର: ଜୁଲାଇ 8ରେ ଓଡ଼ିଶା ବିଜେପି ପାଇବ ନୂଆ ମୁଖିଆ । ଘୋଷଣା ହେବ କିଏ ହେବେ ବିଜେପି ସଭାପତି । ଏନେଇ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ନିର୍ବାଚନ ପାଇଁ…

ସୋସିଆଲ ମିଡିଆରେ ଭ୍ୟୁଜ୍ କ୍ରେଜ୍: ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ, ଆଉ ତା’ପରେ…

ବୌଦ୍ଧ: ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁଜ୍ ନିଶାରେ ଏବେ ଯୁବପୀଢୀ । ଫେମସ ହେବାର ନିଶା ଯେ କେତେ ଭୟଙ୍କର ହୋଇପାରେ ତାର ଆଶ୍ଚର୍ଯ୍ୟଜନକ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ତିନି ଜଣ ନାବାଳକ ଏକ…

ପୁଣି ଦେଖାଦେଲା ହଇଜା ଆତଙ୍କ, ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି: ହଇଜା ଆତଙ୍କ! ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଦେଖାଦେଇଛି ହଇଜା ଆତଙ୍କ। ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ…

ରକ୍ତରେ ରହିଛି କି ଏହି ବିଷାକ୍ତ ପଦାର୍ଥ? କିଡନୀ-ଲିଭର ହୋଇଯିବ ଡ୍ୟାମେଜ

ଉତ୍ତରପ୍ରଦେଶ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ। 409 ଜଣଙ୍କ ରକ୍ତରେ ରହିଛି ଏହି ଦୁଇଟି ବିଷାକ୍ତ ପଦାର୍ଥ, ଯାହାଦ୍ୱାରା କିଡନୀ ଏବଂ ଲିଭର ଡ୍ୟାମେଜ ହୋଇଯିବାର ସମ୍ଭାବନା ରହିଛି।…