Browsing Category

ରାଜ୍ୟ

ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ପ୍ଲାଣ୍ଟ ଯାଉଥିବା ଭ୍ୟାନ୍‌, ୨ ମୃତ, ୪ ଗୁରୁତର

କୋଇଡ଼ା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା କୋଇଡ଼ାରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଯାହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର, ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ

ପୁରୀ: ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ବିଦେଶୀ ପକ୍ଷୀ ଓ ଅଲିଭ ରିଡଲେଙ୍କ ସୁରକ୍ଷାକୁ…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ସନ୍ଧ୍ୟା 6 ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ଆଜି ଶୋଧ ହେବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ସନ୍ଧ୍ଯା 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ । ସେପଟେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ନନ୍ଦିଘୋଷ ରଥକୁ…

ଏଣିକି କମ୍ ପିଲା ଥିଲେ ବନ୍ଦ ହେବ କଲେଜ, ଆକ୍ସନ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଖରାପ ପ୍ରଦର୍ଶନ କରୁଥିବା କଲେଜ ଏବଂ ଯେଉଁ କଲେଜରେ କମ ପିଲା ଥିବେ ସେହି କଲେଜଗୁଡିକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନୁଦାନପ୍ରାପ୍ତ, ଘରୋଇ,…

ରତ୍ନାକର ସାହୁଙ୍କୁ ବିଧା-ଗୋଇଠା ଘଟଣା: ଆତ୍ମସମର୍ପଣ ପରେ ଜଗନ୍ନାଥ ପ୍ରଧାନ ଗିରଫ, ଲାଗିଛି ୧୧ଟି ଦଫା

ଭୁବନେଶ୍ବର: ଜୁନ୍ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ରତ୍ନାକର…

ଝଟକା ପବନ ସହ ଘଡ଼ଘଡ଼ିରେ କମ୍ପିବ ଏହି ଜିଲ୍ଲା, ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂଲଗ୍ନ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି…

BMC ଅଫିସରେ ମାଡ଼ ଘଟଣା, ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, OAS ସଂଘର ଦାବି ମାନିନେଲେ ସରକାର

ଭୁବନେଶ୍ୱର: ଗିରଫ ହେଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ବିଜେପି ନେତା ଜଗନ୍ନାଥଙ୍କୁ ଗିରଫ କଲା ପୋଲିସ। ଶେଷରେ OAS ସଂଘର ଦାବିକୁ ମାନିନେଲେ ସରକାର। ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ଶେଷରେ ପୋଲିସ ହାତରେ…

ରତ୍ନାକର ସାହୁଙ୍କୁ ବିଧା-ଗୋଇଠା ଘଟଣା: ଡିିସିପି ଅଫିସରେ ଜଗନ୍ନାଥ ପ୍ରଧାନ, ବାଣୀବିହାରରେ ରାସ୍ତା ରୋକ୍ କଲେ ଜଗାଙ୍କ ସମର୍ଥକ

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା । ଆଜି ଡିସିପି ଅଫିସରେ ପହଞ୍ଚିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବର୍ତ୍ତମାନ ପୋଲିସ ସହିତ…

୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଖୋର୍ଦ୍ଧା ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି…

ଆଦିବାସୀ ସମାଜ ପାଇଁ ମୁଁ ମୋର ସର୍ବଶକ୍ତି ଲଗାଇବି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ 'ଶବରୀ…