Browsing Category

ଖେଳ

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିପାରନ୍ତି ଏହି ବାମହାତୀ ସ୍ପିନର, ଘରୋଇ ସର୍କିଟରେ କରିଥିଲେ ଭଳ ପ୍ରଦର୍ଶନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଉତ୍ତର ପ୍ରଦେଶର ୨୮ ବର୍ଷୀୟ ବାମହାତୀ ସ୍ପିନର ସୌରଭ କୁମାର ଟେଷ୍ଟ ଜୀବନ ଆରମ୍ଭ କରିବା ସୁଯୋଗ ପାଇବା…

ICC ରାଙ୍କିଂରେ ନମ୍ବର-୧ ସ୍ଥାନକୁ ଫେରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ପରେ ଟି-୨୦ରେ ସିରିଜ ହାତେଇଛି । ଗତକାଲି ଭାରତ ୱେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ୩-୦ରେ ସିରିଜ ବିଜୟୀ ହୋଇଛି ।…

ଶାନ୍ତନୁ ମିଶ୍ରଙ୍କ ଲଢୁଆ ଶତକ, ଓଡିଶା-ଗୋଆ ମ୍ୟାଚ ଡ୍ର

ଅହମଦାବାଦ: ଏଠାରେ ଅନୁଷ୍ଠିତ ଓଡିଶା-ଗୋଆ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଡି ଗ୍ରୁପ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇଛି । ଗୋଆ ପ୍ରଥମ ଇନିଂସରେ ୧୮୧ ରନ କରିଥିବା ବେଳେ ଓଡିଶା କରିଥିଲା ୧୮୯ ରନ । ତେବେ ଗୋଆ ଦ୍ୱିତୀୟ…

ୱେଷ୍ଟଇଣ୍ଡିଜ ପାଇଁ ଭୟଙ୍କର ହେଲା ଭେଙ୍କଟେଶଙ୍କ ଜବରଦସ୍ତ ପାଳି: ଭାରୀ ପଡିଲା ସୂର୍ଯ୍ୟଙ୍କ କିରଣ

କୋଲକାତା: ଦିନିକିଆ ପରେ ଟି-୨୦ ସିରିଜରେ ବି ମୂଳପୋଛ କରିଛି ଟିମ ଇଣ୍ଡିଆ । ୩-୦ରେ ସିରିଜ ଜିତି ୱେଷ୍ଟଇଣ୍ଡିଜ ଖାଲି ହାତରେ ବିଦା କରିଛି ମେନ ଇନ ବ୍ଲୁ । ଦିନିକିଆ ଏବଂ ଟି-୨୦ ଉଭୟ ସିରିଜକୁ ୩-୦ରେ ଜିତି ପୁରୁଣା…

ଚେନ୍ନାଇ ସୁପର କିଙ୍ଗସରେ ଧୋନୀଙ୍କ ୧୪ ବର୍ଷ: ୨୦୦୮ରେ ଆରମ୍ଭ ହୋଇଥିଲା ସମ୍ପର୍କ, ମାହିଙ୍କ ପାଇଁ ଲାଗିଥିଲା ସିଜନର ମହଙ୍ଗା ନିଲାମ

ନୂଆଦିଲ୍ଲୀ: ୨୦ ଫେବୃୟାରୀ, ମହେନ୍ଦ୍ର ସିଂହ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦିନଟି ଥିଲା ବହୁତ ଖାସ । କାରଣ ଏହି ଦିନରୁ ଧୋନୀଙ୍କର ଆରମ୍ଭ ହୋଇଥିଲା ସୁପର କିଙ୍ଗସ ସହ ସୁପର ଜର୍ଣ୍ଣି । ସିଏସକେର ପ୍ରଥମ…

ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଙ୍ଗ ନିଷ୍ପତ୍ତି: ଭାରତ ପାଇଁ ଡେବ୍ୟୁ କରିବେ ଖତରନାକ ବୋଲର

କୋଲକାତା: ଭାରତ ବିପକ୍ଷ ତୃତୀୟ ଟି-୨୦ରେ ଟସ ଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ମୂଳପୋଛ କରିବାକୁ ଚେଷ୍ଟା…

ଏହି ଦିନ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ହାର୍ଦ୍ଦିକ ପାଣ୍ଡ୍ୟା: ସୂଚନା ଦେଲେ ଭାରତୀୟ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଆହତ ଜନିତ ସମସ୍ୟା କାରଣରୁ ଟିମ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରି ପାରୁନାହାନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜରେ ମଧ୍ୟ ସେ ସ୍ଥାନ ପାଇ…

୨୦୨୨ରେ ପାଇଛି ନୂଆ ଅଧିନାୟକ: ଅଫିସିଆଲ ପେଜରେ ଭିଡିଓ ଶେୟର କରି ଫ୍ରାଞ୍ଚାଇଜି ଦେଲା ଗ୍ରୀନ ସିଗନାଲ

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଅନେକ ଦଳ ପାଇବେ ନୂଆ ନୂଆ ଅଧିନାୟକ । ପଞ୍ଜାବରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଅଧିକାଂଶ ଦଳକୁ ଦରକାର ଜଣେ ଦକ୍ଷ କ୍ୟାପଟେନ । ତେବେ ଏଥିମଧ୍ୟରୁ କୋଲକାତା ଶ୍ରେୟସ ଅୟରଙ୍କୁ ନେତୃତ୍ୱ…

Ind vs WI: ଋତୁରାଜ ଏବଂ ଅଭେଶ ଖାନଙ୍କୁ ମିଳିପାରେ ସୁଯୋଗ, ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମୁକାବିଲା କୋଲକାତାରେ ରବିବାର ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରି ସାରିଛି। ଶେଷ…

ତୁମକୁ ଆଉ ମୌକା ମିଳିବ ନାହିଁ, ଅବସର ନେଇଯାଅ: କୋଚ ଦ୍ରାବିଡ଼ ଜଣେ ଖେଳାଳିଙ୍କୁ ଏପରି କହିବା ପଛର ରହସ୍ୟ କ’ଣ?

ନୂଆଦିଲ୍ଲୀ: ସାଧାରଣ ଭାବେ ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ଙ୍କୁ ଜଣେ ଶାନ୍ତ ସ୍ୱଭାବର ଖେଳାଳି ଭାବେ ସମସ୍ତେ ଜାଣିଛନ୍ତି । ମାତ୍ର ଦ୍ରାବିଡ଼ଙ୍କୁ ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦଳରୁ ବାହାର ହେବା ପରେ ଜଣେ…