Browsing Category

ଖେଳ

ଆଜି ଭାରତ-ୱଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଲଗାତାର ତୃତୀୟ ଥର ପାଇଁ ବଦଳିପାରେ ଟିମ ଇଣ୍ଡିଆର ଓପନିଙ୍ଗ ଯୋଡି

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ । ପ୍ରଥମ ଦୁଇ ମ୍ୟାଚରେ ବିଜୟ ହାସଲ କରିବା ପରେ ତୃତୀୟ ମ୍ୟାଚ ଜିତି ସିରିଜ ମୂଳବୋଛ କରିବାକୁ ଲକ୍ଷ୍ୟ ରଖିବ…

ଇଶାନ କିଶାନଙ୍କୁ ଆହୁରି ସୁଯୋଗ ମିଳିବା ଦରକାର: ଭାରତୀୟ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତର ଯୁବ ଓପନର ଇଶାନ କିଶାନ ଦଳରେ ନିଜ ସ୍ଥାନ ପକ୍କା କରିବାରେ ଅସମର୍ଥ ହେଉଛନ୍ତି । ଟିମ ଇଣ୍ଡିଆର ସୀମିତ ଓଭର ଉପଅଧିନାୟକ ତଥା ଓପନର କେ.ଏଲ ରାହୁଲଙ୍କ ସୁନ୍ଦର ପ୍ରଦର୍ଶନ ପାଇଁ ଦଳରେ ଇଶାନ କିଶାନଙ୍କୁ…

ପଞ୍ଜାବ କିଙ୍ଗସକୁ ଲାଗିଲା ଝଟକା: IPL ମେଗା ଅକ୍ସନ ଠିକ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର କ୍ରିକେଟର, ଖୋଜିବାକୁ ପଡିବ ନୂଆ ବିକଳ୍ପ

ନୂଆଦିଲ୍ଲୀ: IPL ୨୦୨୨କୁ କ୍ରୀଡାପେମୀଙ୍କ ମନରେ ବଢିବାରେ ଲାଗିଛି ଉତ୍ସାହ । ଗୋ ଅକ୍ସନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ କେଉଁ ଖେଳାଳି ନିଜର କରିବ କେଉଁ ଦଳ ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ…

ଆଇପିଏଲ ମୋଗା ନିଲାମ: ଚେନ୍ନାଇ ସୁପର କିଙ୍ଗସ ପାଇଁ ବଡ ଭୂମିକା ନେବେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସକୁ ୪ ଥର ଆଇପିଏଲ ଟାଇଟଲ ବିଜୟୀ କରାଇ ଥିବା ଅଧିଡ଼ାୟକ ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷର ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ବଡ ଭୂମିକା ନେବେ । କାରଣ ଖେଳାଳି ଚୟନ ରିବା ଉପରେ ଦଳର…

ଆଇପିଏଲ୍‌ ଖେଳାଳି ନିଲାମ କାଉଣ୍ଟଡାଉନ୍‌ ଆରମ୍ଭ: ଶନିବାର ମଧ୍ୟାହ୍ନରୁ ଆରମ୍ଭ ହେବ ନିଲାମ, ଯୋଗ ଦେବେ ୧୦ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) କ୍ରିକେଟ ପ୍ରତିଯୋଗିତା ପାଇଁ ଆସନ୍ତା ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ମେଗା ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ।…

ଆଜି ତୃତୀୟ ଦିନିକିଆ: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ରୋହିତ୍‌ ବାହିନୀ, ସମ୍ମାନ ବଞ୍ଚାଇବାକୁ ଲଢ଼ିବେ ୱେଷ୍ଟଇଣ୍ଡିଜ ଟିମ୍

ଅହମଦାବାଦ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ନେଇଛି । ତେଣୁ ତୃତୀୟ ତଥା ଶେଷ ମ୍ୟାଚରେ ମଧ୍ୟ ଅନୁରୂପ ସଫଳତା…

ରାଜନୀତିର ଶିକାର ହୋଇ ଦଳରୁ ବାଦ ପଡୁଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ସୟଦ କିରମାନି । ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ନ୍ୟାସ ପରେ ଦଳରେ ୱିକେଟ କିପର ଦାୟିତ୍ୱ…

କୋଭିଡକୁ ହରାଇଲେ ଋତୁରାଜ ଗାଏକ୍ୱାଡ: ତୃତୀୟ ଦିନିକିଆରେ କରି ପାରନ୍ତି ଓପନିଂ

ନୂଆଦିଲ୍ଳୀ: କୋଭିଡ-୧୯ ଆକ୍ରାନ୍ତ ଥିବା ଓପନର ଋତୁରାଜ ଗାଏକ୍ୱାଡ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ସହିତ ଋତୁରାଜ ନିଜର ଓପନିଂ ସ୍ଲଟକୁ ଫେରିବାର ସମ୍ଭାବନା ରହିଛି । ତେବେ ଶିଖର ଧୱନଙ୍କୁ ପ୍ରାଧାନ୍ୟ…

ଆଇସିସି ଦିନିକିଆ ରାଙ୍କିଙ୍ଗ: ଶ୍ରେଷ୍ଠ ୧୦ରେ ସାମିଲ ହେଲେ କୋହଲି ଓ ରୋହିତ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖୁଛନ୍ତି । ବ୍ୟାଟିଂ ମାନ୍ୟତା ତାଲିକାରେ କୋହଲି ଦ୍ୱିତୀୟ ଓ ରୋହିତ ତୃତୀୟ…

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ରାଗିଗଲେ ସୁପର କୁଲ ଅଜିଙ୍କ୍ୟ ରାହାଣେ: କହିଲେ ମୋ କ୍ରେଡିଟ ନେଉଛନ୍ତି ଅନ୍ୟ ଖେଳାଳି

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଅଜିଙ୍କ୍ୟ ରାହାଣେଙ୍କର ମନେ ପଡିଛି ଅଷ୍ଟ୍ରେଲିଆ ସିରିଜ ବିଜୟ ପରର ମୁହୂର୍ତ୍ତ । ଯାହାକୁ ନେଇ ଏବେ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଅଷ୍ଟ୍ରେଲିଆ ସିରିଜ ବିଜୟର ମୁଖ୍ୟ ନାୟକ…