Browsing Category

Breaking News

କାଲିଠାରୁ ଭିଜିବ ସାରା ଓଡ଼ିଶା, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଭାଗର ନିର୍ଦ୍ଦେଶିକା ମନୋରାମା ମହାନ୍ତି କହିଛନ୍ତି, ଆସନ୍ତା କାଲି ପାଇଁ ୨୧ ଜିଲ୍ଲାକୁ…

ପୁରୁଷ ବନ୍ଧୁ କିଏ ? କାହାକୁ ହୋଇଥିଲା ଶେଷ କଲ୍ ? ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ୍

କେନ୍ଦ୍ରାପଡା: ଛାତ୍ରୀ ପୋଡ଼ିଯିବା ଘଟଣା । ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ । ପୁରୁଷ ବନ୍ଧୁ କିଏ ? ମୋବାଇଲ ଖୋଲିବ ଗୁମର । ମୋବାଇଲ କଲ ଡିଟେଲ୍ସର ଚାଲିଛି ଯାଞ୍ଚ । କାହାକୁ ହୋଇଥିଲା ଶେଷ କଲ ? ବ୍ଲାକମେଲ…

ଏଣିକି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ଏଣିକି ସପିଙ୍ଗ ମଲରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ମହିଳା ଓ…

ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୋହନ ମାଝୀ, ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି ଏବଂ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବା ପାଇଁ ଦେଲେ ପ୍ରସ୍ତାବ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ସେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା…

ୟୁଟ୍ୟୁବରୁ ଶିଖିଲେ; କାନରେ ଢାଳିଲେ ଘାଷ ମରା ଔଷଧ, ପ୍ରେମିକ ସହ ମିଶି ଏମିତି କଲେ ସ୍ବାମୀର ହତ୍ୟା…

ହାଇଦ୍ରାବାଦ: ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର କରିମନଗରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼…

ମଜୁରୀ କରି ସ୍ତ୍ରୀର କୋଚିଂ ଫି ଭରିଲା ସ୍ବାମୀ, ଶଶୂର ଜମି ବିକିଲେ…ସରକାରୀ ଶିକ୍ଷକ ହେବା ମାତ୍ରେ ସ୍ତ୍ରୀ କହିଲା- “ତମେ କିଏ” ?

ରାଜସ୍ଥାନ: ୟୁପିର ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ପରି ସମାନ ମାମଲା ପୁଣି ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ । ଏଠାରେ ଜଣେ ବ୍ୟକ୍ତି ବିବାହ ପରେ କଠିନ ପରିଶ୍ରମ କରି ତାଙ୍କ ସ୍ତ୍ରୀଙ୍କୁ ପଢାଇ ଲେଖାଇ…

ବିବାହର ମାତ୍ର 45 ଦିନ, 16 ବର୍ଷୀୟା କନିଆଁର ପସନ୍ଦ ନ ଥିଲା ବର; ଜଙ୍ଗଲକୁ ଡାକିଲା…ପ୍ରେମିକ ସହ ମିଶି କଲା ଏଭଳି କାଣ୍ଡ…

ଝାଡ଼ଖଣ୍ଡ: ବେୱାଫା ସୋନମ ରଘୁବଂଶୀଙ୍କ କାଣ୍ଡ କାରନାମା ପୂରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଆଉ ଜଣେ ବେୱାଫା ପତ୍ନୀର କାହାଣୀ ଏବେ ସମସ୍ତଙ୍କୁ ଥରାଇ ଦେଇଛି । ଜଣେ ଯୁବକ ବହୁ ଆଡ଼ମ୍ବରର ସହିତ ଜଣେ 16 ବର୍ଷୀୟା…

UPIର ନୂଆ ରେକର୍ଡ: ଗୋଟିଏ ଦିନରେ ୭୦ କୋଟି ଟ୍ରାଞ୍ଜାକ୍ସନ, ଆମେରିକାର ଜନସଂଖ୍ୟାକୁ ପକାଇଲା ପଛରେ..

ନୂଆଦିଲ୍ଲୀ: ଗୋଟିଏ ଦିନରେ, ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। 2024 ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ 341.2 ନିୟୁତ ଥିଲା, କିନ୍ତୁ ଭାରତରେ, 2 ଅଗଷ୍ଟ, 2025 ରେ,…

(Video) ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମାଳ ପିନ୍ଧାଇ ପଛରୁ ଚାପୁଡା ମାରିଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବୁଧବାର ଦିନ ଉତ୍ତର ପ୍ରଦେଶର ରାୟବରେଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ RSSPର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ…

ପୁଣି ଜଳିଗଲେ ଆଉ ଜଣେ ଯୁବତୀ; ବାପା ଆଣିଲେ ସାଂଘାତିକ ଅଭିଯୋଗ, ପୁରୁଷ ବନ୍ଧୁ କରୁଥିଲା ବ୍ଲାକମେଲିଂ

କେନ୍ଦ୍ରାପଡ଼ା: ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ଯୁବତୀ ଜଣକ ଜଳିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅବାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା…