Browsing Category

Breaking News

ଶେଷ ହେଲା ବିଧାନସଭା ଶୀତ ଅଧିବେଶନ, ୧୬ଟି କାର୍ଯ୍ୟଦିବସ ପୂର୍ବରୁ ହେଲା ବନ୍ଦ

ଭୁବନେଶ୍ୱର: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ୧୨ ଡିସେମ୍ବରରେ ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ…

ଜାନୁଆରୀ ୧ରୁ ଆରମ୍ଭ ହେବ ୱାନ୍ ନେସନ୍, ଓ୍ଵାନ୍ ସବ୍‌ସ୍କ୍ରିପ୍ସନ୍‌; ଉପକୃତ ହେବେ ୧.୮ କୋଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସରକାରଙ୍କ 'ୱାନ୍ ନେସନ୍, ୱାନ୍ ସବ୍‌ସ୍କ୍ରିପ୍ସନ୍‌' ଅଭିଯାନ ଅଧୀନରେ ଜାନୁଆରି ପହିଲାରୁ ବିଶ୍ୱବିଦ୍ୟାଳୟ ଓ ଆଇଆଇଟି ସମେତ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ନୁଷ୍ଠାନର ପ୍ରାୟ ୧.୮ କୋଟି…

ବାଂଲାଦେଶରେ ପହଞ୍ଚିଲେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ହିନ୍ଦୁମାନଙ୍କୁ ଆକ୍ରମଣ ପ୍ରସଙ୍ଗ ଉପରେ କଲେ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାରଦିନ ବାଂଲାଦେଶରେ ପହଞ୍ଚିଛନ୍ତି। ଅଗଷ୍ଟରେ ବାଂଲାଦେଶୀ ପିଏମ ହସିନାଙ୍କ ସରକାର ପରେ କୌଣସି ସିନିୟର ଭାରତୀୟ ଅଧିକାରୀଙ୍କ ଏହା ପ୍ରଥମ ଗସ୍ତ। ତାଙ୍କର ଏହି…

(Video) ବିଶ୍ୱକୁ ଘାରିଲା ନୂଆ Virus ଆତଙ୍କ! ଲ୍ୟାବରୁ ଚୋରି ହୋଇଗଲା Sample, କେତେ ଭୟଙ୍କର ଏହି ଭାଇରସ?

ଓଡ଼ିଶା ଭାସ୍କର: ମହାମାରୀ କରୋନା ଭଳି ପୁଣି ମୃତ୍ୟୁର ତାଣ୍ଡବ ରଚିବ ଆଉ ଏକ ଭାଇରସ । ସାରା ବିଶ୍ୱରେ ବଢିବାରେ ଲାଗିଛି ଏହି ନୂଆ ଘାତକ ଭାଇରସର ଭୟ । ଏକ ଲ୍ୟାବରୁ ଭାଇରସର ନମୁନା ଗାଏବ ହେବା ପରେ ଏହାକୁ ନେଇ ଆହୁରି ଭୟ…

ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଲା ନୂତନ ସିନେମା ହଲ୍: ଏଣିକି ଜେଲ ଭିତରେ ଫିଲ୍ମ ଦେଖିପାରିବେ କଏଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ତଥା ରାଜ୍ୟ କଏଦୀ କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୋଲିଛି ନୂତନ ସିନେମା ହଲ୍ । ଫଳରେ ଏଣିକି ଜେଲ ଭିତରେ…

Big News- ଘରୋଇ ହିଂସା ଆଇନର ଦୁରୁପଯୋଗକୁ ନେଇ ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ

ନୂଆଦିଲ୍ଲୀ- ମହିଳାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଲାଗୁ ହୋଇଥିବା ଘରୋଇ ହିଂସା ଆଇନର ଦୁରୁପଯୋଗ ଉପରେ ସୁପ୍ରିମ କୋର୍ଟ ଦେଲେ ବଡ ରାୟ । ଏହି ଆଇନରେ ପରିବର୍ତ୍ତନ ଆଣିବାର ସମୟ ଅନୁଭବ କଲେ କୋର୍ଟ । ଆଇନର ଦୁରୁପଯୋଗ…

ଡବଲ୍ ଧମାକା: ସରକାରୀ କର୍ମଚାରୀଙ୍କ ପାଇଁ ନର୍ସିଂ ଭତ୍ତା ଓ ଡ୍ରେସ୍ ଭତ୍ତା ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିଲେ । ସରକାରୀ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ହେବା ଫଳରେ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଏହା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର ୩୧ରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ଏସସି-ଏସଟି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଆସନ୍ତା ୩୧ ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ପ୍ରଦାନ କରାଯିବ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛତ୍ରଛାତ୍ରୀଙ୍କୁ ଏହି ହାତ ଖର୍ଚ୍ଚ…

(Breaking) ଶ୍ରୀମନ୍ଦିର ଜଗିବାକୁ ହେବ ସ୍ପେଶାଲ ବାଟାଲିୟନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରିବେ କାମ

ଭୁବନେଶ୍ୱର - ଶ୍ରୀମନ୍ଦିର ପ୍ରତି ଓଡିଆଙ୍କ ପରିଚୟ । ଏହାର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସଏସଏମଏସଭି) । ଏନେଇ ସରକାର ନିଷ୍ପତ୍ତି ନେଉଛନ୍ତି । ତେବେ ଏହି ସ୍ୱତନ୍ତ୍ର…

(Video) ନିଆଁ ଗ୍ରାସରେ ୧୪ ଭୋଗ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଘଟଗାଁ- କେନ୍ଦୁଝରର ପ୍ରଖ୍ୟାତ ଠାକୁରାଣୀ ମା ତାରିଣୀଙ୍କ ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୪ଟି ଭୋଗ ସାମଗ୍ରୀ ଦୋକାନ ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର…