Browsing Category

Breaking News

ବିଧାନସଭାରେ ଆଳୁ ପ୍ରଶ୍ନ: ପୂର୍ବ ସରକାରଙ୍କ ମିଶନ ଫେଲ୍‌ କହିଲେ ଉପମୁଖ୍ୟମନ୍ତ୍ରୀ, ଚାଷ ପାଇଁ ମୋଟ ଖର୍ଚ୍ଚ 64 କୋଟି

ଭୁବନେଶ୍ବର: ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ…

ଭୁବନେଶ୍ୱର: ଦୁଇ ପୃଥକ ସ୍ଥାନରେ ହତ୍ୟାକାଣ୍ଡ ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର- ବୁଧବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଥାନା ଅଧୀନ ବୀରବନ୍ଧ ଗାଁ ଦାଣ୍ଡରେ ଏକ ଶବ ପଡିଥିବା ଦେଖିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।…

UGC NET 2024 ପଞ୍ଜୀକରଣ ଓ ଆପ୍ଲିକେସନ ଫର୍ମ ସଂଶୋଧନ ତାରିଖ ବଢ଼ିଲା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୟୁଜିସି ନେଟ ୨୦୨୪ ପଞ୍ଜୀକରଣ ଓ ଆପ୍ଲିକେସନ ଫର୍ମ ସଂଶୋଧନ ତାରିଖ ବୃଦ୍ଧି କରାଯାଇଛି । ୟୁଜିସି ନେଟର ରେଜିଷ୍ଟ୍ରେସନର ଅନ୍ତିମ ତାରିଖ ଡିସେମ୍ବର ୧୦…

ପୋଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା, ଜାରି କଲେ ମାଓ ପୋଷ୍ଟର

ଭୁବନେଶ୍ବର: ପୁଣି ନିଜର ଦବଦବା ଜାହିର କରିଛନ୍ତି ମାଓବାଦୀ । ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଛତିଶଗଡ ବିଜାପୁରରେ ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି । ତେବେ ହତ୍ୟା…

ପ୍ରଜନନ ହାର ବୃଦ୍ଧି ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ସପ୍ତାହକୁ ୩ ଦିନ ଛୁଟି ମିଳିବ, ୪ ଦିନ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ସରକାରୀ କର୍ମଚାରୀମାନେ ସପ୍ତାହକୁ ୩ ଦିନ ଛୁଟି ପାଇବେ । କର୍ମଚାରୀଙ୍କୁ ସପ୍ତାହରେ କେବଳ ୪ ଦିନ କାମ କରିବାକୁ ପଡ଼ିବ । ଜନସଂଖ୍ୟା ହ୍ରାସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଛନ୍ତି ଏଭଳି ଏକ ବଡ଼…

ବିଲକୁ ଯିବା ବେଳେ ହାତୀ ହାବୁଡରେ ପଡିଗଲେ ମନ୍ଦୋଦରୀ, ଶୁଣ୍ଢରେ ଟେକି କଚାଡି ମାରିଦେଲା…

ଭୁବନେଶ୍ବର: ଅନୁଗୁଳରେ ଥମିବାର ନାଁ ନେଉନାହିଁ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା । ପୁଣି ଜଣେ ମହିଳାଙ୍କର ଜୀବନ ନେଲା ହାତୀ । ବିଲକୁ ଯାଉଥିବା ବେଳେ ଟେକି ଛେଚି ଦେଲା ଦନ୍ତା । ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା…

ଡିସେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଅଙ୍ଗନବାଡ଼ି ୱାର୍କର ଓ ହେଲପର ଆବେଦନର ସମୟସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୂରଣ ହେବାକୁ ଥିବା ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୋଟ ୨୫୪୫ଟି ପଦ ପୂରଣ ପାଇଁ ଗତ ଗତ ଜୁଲାଇ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅକସ୍ମାତ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଏହା ହୃଦଘାତ ସହିତ ଅନେକ ରୋଗର କାରଣ ବୋଲି ଅନେକ ଦାବି କରିଛନ୍ତି । ଅନ୍ୟପଟେ ଯୁବପିଢିଙ୍କର ଅକସ୍ମାତ ମୃତ୍ୟୁ ହେଉଥିବା ବେଳେ ଏହା ପାଇଁ ମଧ୍ୟ କରୋନା…

ଡିସେମ୍ବର ୧୪ରେ ସରିଯିବ ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା: ଜରୁରୀ କାମ ଏବେ ନ ସାରିଲେ ପରେ ସମସ୍ୟାରେ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ମାଗଣାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟ ଜାରି ରହିଛି । ଆଧାର କାର୍ଯ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ…

Budget 2025: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି, ବଢିବ ଆୟକର ଛାଡ ସୀମା!

ନୂଆଦିଲ୍ଲୀ: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି । ବଢିପାରେ ଆୟକର ଛାଡ ସୀମା । ଆସନ୍ତା ବର୍ଷ ଫେବୃାଆରୀ 1 ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟରେ କମ୍ ଆୟ ବର୍ଗର ଟିକସଦାତାଙ୍କୁ ବଡ ଆଶ୍ବସ୍ତି ମିଳିବାର…