Browsing Category

Breaking News

ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିବ 5 ହଜାର

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଥର ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ଜୟପୁରରୁ ସୁଭଦ୍ରା- ଆସନ୍ତା 9 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ…

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍, ୫ ଶହ ପଏଣ୍ଟ ଖସିଲା ସେନସେକ୍ସ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟିକସ ଘୋଷଣା ପରେ ବଜାରରେ ସୃଷ୍ଟି ହୋଇଛି ଆତଙ୍କ । ଭାରତ ଉପରେ ଆମେରିକାର 25 ପ୍ରତିଶତ ଶୁଳ୍କ ଲାଗୁ ପରେ ଖସିଲା ସେୟାର ବଜାର । 550 ପଏଣ୍ଟରୁ ଅଧିକ ହ୍ରାସ ପାଇ ଖୋଲିଲା ସେନସେକ୍ସ ।…

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ ଫାଇନ୍ ଦେଲେ ବସ୍ ମାଲିକ

କଟକ: ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଏକ ଘରୋଇ ବସ୍‌ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ RTO । ଗାଡିର ନଥିଲା ପରମିଟ୍ ଓ ଫିଟ୍‌ନେସ୍ ସାର୍ଟିଫିକେଟ୍ । ଶିବଶଙ୍କର ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ…

Malegaon Blast Case: ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ 7 ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ କୌଣସି ପ୍ରମାଣ ମିଳିଲା ନାହିଁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ମସିହାରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର 17 ବର୍ଷ ପରେ ରାୟ ଆସିଛି । ଏହି ମାମଲାରେ, NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ…

ଚିକିତ୍ସାଳୟରେ ଚରମ ଅବହେଳା, ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକସନ

ବଣାଇ:  ଚିକିତ୍ସାଳୟରେ ଚରମ ଅବହେଳା । ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜଣେ ୪ ବର୍ଷର ଶିଶୁକୁ ଜ୍ବର…

ବଢ଼ିବାରେ ଲାଗିଛି ବୈତରଣୀ ଜଳସ୍ତର, ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

ଭୁବନେଶ୍ବର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଲାଗି ବୈତରଣୀରେ ଲଗାତର ଜଳସ୍ତର ବଢିବାରେ ଲାଗିଛି ।  ସତର୍କ ସଙ୍କେତ ଉପରେ  ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା ଆନିକଟ ନିକଟରେ ୧୮.୧୨ ମିଟରରେ ବନ୍ୟାଜଳ…

ଆମେରିକାର ଘାତକ ଲଢ଼ୁଆ ବିମାନ F-35 ଦୁର୍ଘଟଣାଗ୍ରସ୍ତ; ନିଆଁ ପିଣ୍ଡୁଳା ହୋଇ ଖସିଲା ବିମାନ, ଦେଖନ୍ତୁ ଦୁର୍ଘଟଣାର ଭିଡିଓ

ୱାଶିଂଟନ: ଆମେରିକା ସବୁଠାରୁ ଘାତକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଫାଇଟର ଜେଟ୍ F-35 ଦୁର୍ଘଟଣାଗ୍ରସ୍ତ । କାଲିଫର୍ଣ୍ଣିଆ ନାଭାଲ୍ ଏୟାର ଷ୍ଟେସନ୍ ଲେମୁର୍ ନିକଟରେ ଏହି ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏହି…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା; CSK ଖେଳାଳି ବନିଲେ କ୍ୟାପ୍ଟେନ; ଏହି ଖେଳାଳିଙ୍କୁ ମିଳିଛି ସ୍ଥାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତୀୟ ଅଣ୍ଡର-19 ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଯାଉଛି । ଇଂଲଣ୍ଡ ଗସ୍ତରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଏହି ଭାରତୀୟ ଦଳ ।…

କଟକରେ ଗର୍ଭବତୀଙ୍କୁ ହତ୍ୟା, ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ କଲେ ପରିବାର ଲୋକେ

କଟକ: ଦିନକୁ ଦିନ ମହିଳାଙ୍କ ହତ୍ୟା ମାମଲା ବଢ଼ିବାରେ ଲାଗିଛି । କେବେ ନବବଧୂର ଜୀବନ ଯାଉଛି ତ ଆଉ କେବେ ଗର୍ଭବତୀଙ୍କୁ ହତ୍ୟା କରାଯାଉଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଏପରି ଏକ ମାମଲା କଟକରୁ…

ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ମେ’ 1ରୁ ଥିଲା ବନ୍ଦ

ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକଙ୍କୁ ସ୍ଵାଗତ କରିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ  ଗତ…