Browsing Category
Breaking News
ଜାଲ କାଗଜ ଦେଇ ମହିଳାଙ୍କ ସହ ବିଜେଡି ବିଶ୍ୱାସଘାତକତା କରିଥିବା ଅଭିଯୋଗ କଲା ବିଜେପି
ଭୁବନେଶ୍ୱର- ବିଧାନସଭା ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଲୋୟର ପିଏମଜିରେ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର, ଏମବିକେ ପରି ୬ଟି ସଂଗଠନର ମହିଳା ସେମାନଙ୍କ ୯ ମାସର ବକେୟା ଦରମା…
ପ୍ରବାସୀ ଭାରତୀୟ ଦିବସ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ଲୋକଙ୍କ ଘରେ ରହିପାରିବେ ଅତିଥି
ଭୁବନେଶ୍ବର: ଏଥର ପ୍ରବାସୀଙ୍କ ପାଇଁ ହୋମ୍ ଷ୍ଟେ ବ୍ୟବସ୍ଥା । ଅତିଥିଙ୍କ ଘରେ ରହିବେ ପ୍ରବାସୀ । ସୁରକ୍ଷାଠୁ ନେଇ ରହିବା, ବୁଲିବା ସବୁ ଦାୟିତ୍ବ ପର୍ଯ୍ୟଟନ ବିଭାଗ ନେବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା…
ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ
ଭୁବନେଶ୍ବର: 3 ଦଫା ଦାବି ନେଇ ଲୋୟର ପିଏମଜିରେ ଅଲ ଓଡିଶା ଜିପିଏଲ ଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ତେବେ ଏହାକୁ ନେଇ ଆଜି…
ଯମୁନା ପାଣିରେ ବିଷ, ପିଇଲେ ହେବ ହୃଦରୋଗ ସାଙ୍ଗକୁ କର୍କଟ!
ନୂଆଦିଲ୍ଲୀ: ପବିତ୍ର ଯମୁନା ନଦୀକୁ ଛୁଇଁବା ମନା । ଗାଧୋଇବା ତ ଦୂରର କଥା ଜଳସେଚନ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ ଯମୁନା ପାଣି । ଏହାକୁ ପିଇବା ଦ୍ବାରା କିଡନୀ ରୋଗ, କର୍କଟ ଏବଂ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।…
ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର, ସୁଗାର କଣ୍ଟ୍ରୋଲ ପାଇଁ ନୂତନ ମେଡିସିନକୁ ଭାରତରେ ମିଳିଲା ମଞ୍ଜୁରୀ: ଶରୀରର ଚର୍ବି ଘଟାଇବାରେ ମଧ୍ୟ…
ଡାଇବେଟିସ୍ କଣ୍ଟ୍ରୋଲ କରିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କେତେକ ଗମ୍ଭୀର କ୍ଷେତ୍ରରେ ଲୋକଙ୍କୁ ଜୀବନସାରା କିଛି ମେଡିସିନ୍ ସେବନ କରିବାକୁ ପଡେ । କିନ୍ତୁ…
ସିୟୁଇଟି ୟୁଜି-ପିଜି ୨୦୨୫ ରେ ହେବ ଅନେକ ବଡ ପରିବର୍ତ୍ତନ: UGC ଚେୟାରମ୍ୟାନ ଦେଲେ ସଙ୍କେତ
ନୂଆଦିଲ୍ଲୀ: ୨୦୨୫ ମସିହାରେ ସ୍ନାତକ (ସିୟୁଇଟି-ୟୁଜି) ଏବଂ ସ୍ନାତକୋତ୍ତର (ସିୟୁଇଟି-ପିଜି) କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଖୁବ୍ ଶୀଘ୍ର ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା…
ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ମୁସଲମାନମାନେ କଲେ ପ୍ରାର୍ଥନା, ମସଜିଦରେ ଚଢାଇଲେ ‘ଚାଦର’
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଆକ୍ରମଣକୁ ନେଇ ମୁସଲମାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ଦୁଆ ମାଗିଛନ୍ତି ଏବଂ ଚାଦର ଚଢାଇଛନ୍ତି। ଉତ୍ତରାଖଣ୍ଡ ୱାକ୍ଫର ଅଧ୍ୟକ୍ଷ…
ଭିଆଇପି ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ମୋହନ ମାଝୀଙ୍କୁ Z+ନବୀନଙ୍କୁ Y+ସୁରକ୍ଷା
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ନେଇ ଗୃହରେ ଉତ୍ତର ରଖିଲେ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ମିଳିଥିବା ବେଳେ…
ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ କୋର୍ଟଙ୍କ ସମନ, ଠକେଇ ମାମଲା ରୁଜୁ
ନୂଆଦିଲ୍ଲୀ: ଗରମ ଧରମ ଢ଼ାବା ସହ ଜଡିତ ଠକେଇ ମାମଲାରେ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଦ୍ୱାରା ଗରମ ଧରମ ଢ଼ାବାର ଫ୍ରାଞ୍ଚାଇଜରେ ପୁଞ୍ଜି…
ସରକାରୀ ବାବୁଙ୍କ କୁକୁଡା ନିଶା! 12 ଲକ୍ଷର ଲୋନ କରାଇବା ପାଇଁ 39 ଲକ୍ଷର ଦେଶୀ ଚିକେନ ଖାଇଦେଲେ ମ୍ୟାନେଜର
ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜରର ଦେଶୀ କୁକୁଡା ନିଶା । 12 ଲକ୍ଷ ଟଙ୍କାର ଲୋନ ପାଇଁ ଖାଇଗଲେ ପ୍ରାୟ 40 ହଜାରର କୁକୁଡା । ଲୋନ କରାଇଦେବା ପାଇଁ କହି ଖାଇଦେଲେ 39 ହଜାର ଟଙ୍କାର କୁକୁଡା । ହେଲେ ମନ ଭାଙ୍ଗିଗଲା ପରେ…