fbpx
Browsing Category

Breaking News

ଆମେରିକାରେ ସୁଟିଂ ସମୟରେ ଦୁର୍ଘଟଣାର ଶିକାର ହେଲେ ଶାହାରୁଖ ଖାନ, କରିବାକୁ ପଡିଲା ସର୍ଜରୀ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଲସ୍ ଆଞ୍ଜେଲସରେ ତାଙ୍କର ଗୋଟିଏ ଶୁଟ୍ ଚାଲିଥିବା ବେଳେ ତାଙ୍କ ନାକରେ ଆଘାତ…

ସାମାଜିକ ଚଳଣି ବିରୋଧରେ ଲିଭ୍‌-ଇନ୍ ସମ୍ପର୍କକୁ ଅନୁମତି ମିଳିବ ନାହିଁ: ଆଲ୍ଲାହବାଦ ହାଇକୋର୍ଟ

ନୂଆଦିଲ୍ଲୀ: ସାମାଜିକ ଚଳଣିକୁ ଧ୍ୟାନରେ ରଖି ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଣେ ମହିଳା ଏବଂ ତାଙ୍କ ଲିଭ୍‌-ଇନ୍ ପାର୍ଟନରଙ୍କ ଦ୍ୱାରା କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେ…

ନୂଆ ରୁପରେ ଫ୍ରାଞ୍ଚାଇଜ୍ ଲିଗ୍ ଆରମ୍ଭ କରିବ ହକି ଇଣ୍ଡିଆ, ସାମିଲ ହୋଇପାରେ ମହିଳା ଟିମ୍‌

ନୂଆଦିଲ୍ଲୀ: ସାତ ବର୍ଷର ବ୍ୟବଧାନ ପରେ ହକି ଇଣ୍ଡିଆ ପୁଣିଥରେ ଫ୍ରଞ୍ଚାଇଜ୍ ଆଧାରିତ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌) ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି । ଆସନ୍ତା ବର୍ଷ କିମ୍ବା ୨୦୨୫ରେ ଏହା ଏକ ନୂତନ ରୁପରେ ଆରମ୍ଭ…

ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ…

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂରଣ ହେବ ୧୦୦୦ ପଦବୀ, ଶେଷ ତାରିଖ ଜୁଲାଇ ୧୫

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର ସ୍କେଲ-୨ (ମେନଷ୍ଟ୍ରିମ୍) ପଦ ପାଇଁ…

ଭୀଷଣ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା କାର, ବାପ-ପୁଅ ସମେତ ୬ ମୃତ

ଆଗ୍ରା: ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ତାଜନାଗରୀ ଆଗ୍ରାର ଖେରାଗଡ ସହରର ସାଇୟା ରୋଡରେ ଥିବା ଦେନ୍ଦାୟାଲ ମାଣ୍ଡିର ନିକଟରେ ଏକ ଅଟୋ ଏବଂ କାର ମଧ୍ୟରେ ସିଧାସଳଖ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାପା…

ଜୁଲାଇ ୬ ରେ ଟ୍ୱିଟର ବିକଳ୍ପ ‘ଥ୍ରେଡସ୍‌’ ଲଞ୍ଚ କରିବ ମେଟା

ନୁଆଦିଲ୍ଲୀ: ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍‌ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତନା ଶେଷ ହୋଇସାରିଛି । ଏବେ…

ସକାଳୁ-ସକାଳୁ ଲଦାଖର କାରଗିଲରେ ଭୂ-କମ୍ପ ଝଟକା: ରେକ୍ଟର ସ୍କେଲରେ ତୀବ୍ରତା ୪.୭

ନୂଆଦିଲ୍ଲୀ: ସକାଳୁ ସକାଳୁ କେନ୍ଦ୍ର ଶଶସିତ ଅଞ୍ଚଳ ଲଦାଖର କାରଗିଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ବୋଲି କୁହାଯାଉଛି । ଏହି ଝଟକା ସକାଳ ପ୍ରାୟତଃ ୭ଟା ୩ ମିନିଟ ସମୟରେ ଅନୁଭୂତ…

ପୁଣି ଲୋକମାନଙ୍କୁ ମହଙ୍ଗା ମାଡ଼: ବୃଦ୍ଧି ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁଜ ପନିପରିବା ଦର ଆକାଶ ଛୁଇଁଥିବା ବେଳେ ଲୋକମାନଙ୍କୁ ଆଉ ଏକ ମହଙ୍ଗା ମାଡ଼ ସହିବାକୁ ପଡିଛି। ତୈଳ ବିତରଣ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା…

ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…