fbpx
Browsing Category

Breaking News

ବିପଦ ସଂକେତ ଉପରେ ବହୁଛି ବୈତରଣୀ ନଦୀ: ଯାଜପୁରରେ ବଢୁଛି ବନ୍ୟା ଆଶଙ୍କା

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଯାହା ଫଳରେ ବର୍ତ୍ତମାନ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି । ବିଶେଷ କରି ଆଖୁଆପଦା ନିକଟରେ ବିପଦ ସଂକେତ…

୧୦ ବର୍ଷର ଝିଅକୁ ମାରି ଇଂଲଣ୍ଡରୁ ପାକିସ୍ତାନ ପଳାୟନ କଲା ବାପା! ଜାରି ରହିଛି ପୋଲିସର ତଦନ୍ତ

ନୂଆଦିଲ୍ଲୀ: ବ୍ରିଟିଶ ପୋଲିସ ଶୁକ୍ରବାର ଦିନ ଦକ୍ଷିଣ ପୂର୍ବ ଇଂଲଣ୍ଡର ଏକ ସହରରେ ୧୦ ବର୍ଷର ବାଳିକା ହତ୍ୟାକାଣ୍ଡର ଯାଞ୍ଚ ପାଇଁ ଏକ ଆନ୍ତର୍ଜାତୀୟ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସହ ଜଡିତ ଲୋକଙ୍କ ମଧ୍ୟରେ ପୋଲିସ…

ନିଆଁ ଭିତରୁ ଶୁଭିଲା କୁଆଁ କୁଆଁ ଶବ୍ଦ: ବାରିପଦା ମେଡିକାଲରେ ପିଲା ଜନ୍ମ

ବାରିପଦା: ବର୍ତ୍ତମାନ ଭୀଷଣ ଅଗ୍ନିକାଣ୍ଡରେ ଜଳୁଛି ବାରିପଦା ମେଡିକାଲ କଲେଜ । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁ ଭିତରେ ଜନ୍ମ ନେଇଛି ଜଣେ କୁନି ଛୁଆ । ସାରା ହସ୍ପିଟାଲରେ…

ଦୁନିଆର ପ୍ରଥମ ଘଟଣା: ଟ୍ରାନ୍ସପ୍ଲାଣ୍ଟ ପରେ ମଣିଷ ଶରୀରରେ ଠିକ୍ ଭାବେ କାମ କରୁଛି ଘୁଷୁରୀ କିଡନୀ

ନୂଆଦିଲ୍ଲୀ: କିଡନୀ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀରରୁ ମଇଳା ପଦାର୍ଥକୁ ବାହାର କରିବା, ରକ୍ତକୁ ପରଷ୍କାର ରଖିବା ଆଦି କାର୍ଯ୍ୟ କିଡନୀ ଦ୍ୱାରା ସମ୍ପାଦିତ ହୋଇଥାଏ । ତେବେ ଯଦି କୌଣସି କାରଣରୁ…

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା; ପୋଲିସକୁ କଣ କହିଲେ ଶରତ?

ଓଡିଶା ଭାସ୍କର; ୨ ମାସ ତଳର ଘଟଣା ଏବେ ସାମ୍ନାକୁ ଆସିବା ପରେ କିଏ କହୁଛି ପ୍ରେମଜନିତ ସୁଇସାଇଡ୍ ତ ଆଉ କାହାର ଆଶଙ୍କା ଅନରକିଲିଂ । ହେଲେ ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କର ମୃତ୍ୟୁ କେମିତି…

DLS Method: ପ୍ରଥମ ଟି-୨୦ରେ ୨ ରନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୨ ରନରେ ବିଜୟ ହାସଲ କରିଛି । ପ୍ରଥମ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍…

ବିରଳ ସର୍ଜରୀ! ଓଡ଼ିଶାର ଜଣେ ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୨୩ଟି ଟ୍ୟୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧୁନିକ ଯୁଗରେ ଡାକ୍ତର ହେଉଛନ୍ତି ପ୍ରକୃତ ଭଗବାନ । ଆଜି ଚିକିତ୍ସା ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ ଅନେକ ସମୟରେ ବହୁ ଭୟଙ୍କର ରୋଗରେ ପୀଡ଼ିତ ଥାଇ ଆଧୁନିକ ଅସ୍ତ୍ରୋପଚାର ସହାୟତାରେ…

(Video) ପୁଅକୁ ଝୁରିଝୁରି ଦୁନିଆ ଛାଡ଼ିଯିବା ପୂର୍ବରୁ ଶେଷଥର ପାଇଁ ଏମିତି କିଛି କହିଲେ ସହିଦ ସୁଶାନ୍ତଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ଚାଲିଯିବା ପରେ ତାଙ୍କର ପରିବାରକୁ ସତେ ଯେମିତି ଦୁଃଖର ସାଗର ମାଡ଼ିଆସିଛି । କେନ୍ଦୁଝର ଜିଲ୍ଲା…

ADR ରିପୋର୍ଟରେ ବଡ଼ ଖୁଲାସା: ରାଜ୍ୟସଭାର ୪୮ ଜଣ ସାଂସଦଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶର ସଂସଦର ଉଚ୍ଚତମ କକ୍ଷ ରାଜ୍ୟସଭାର ସାଂସଦଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ (ନ୍ୟୁ) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଏହି…

ଭାରତରୁ ପାକିସ୍ତାନ ଯାଇ ଏମିତି ଗୀତରେ ରିଲ୍ସ କଲେ ଅଞ୍ଜୁ…

ଓଡିଶା ଭାସ୍କର; ପ୍ରଥମେ ଫେସବୁକରୁ ପରିଚୟ ପରେ ପ୍ରେମ, ଆଉ ସେହି ପ୍ରେମ ଟାଣି ନେଇଥିଲା ପର ଦେଶକୁ । ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ…