fbpx
Browsing Category

Breaking News

Asia Cup-2023; ସଞ୍ଜୁ ସାମସନଙ୍କୁ ମିଳିବନି ଏସିଆ କପ୍ ଟିକେଟ! ଏହି ଖେଳାଳିଙ୍କୁ ମିଳିପାରେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟର ପ୍ରଭାବ ଭାରତୀୟ ଦଳ ଏବଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷ କରି ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଉପରେ…

ପ୍ରୋପଲ୍ସନ ମଡ୍ୟୁଲ୍‌ ଠାରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ୍‌, ଆଗାମୀ ୬ ଦିନ ଗୁରୁତ୍ୱପୁର୍ଣ୍ଣ

ନୂଆଦିଲ୍ଲୀ: ଲ୍ୟାଣ୍ଡର ବିକ୍ରମ୍ ଠାରୁ ସଫଳତାପୁର୍ଣ୍ଣ ଅଲଗା ହୋଇଛି । ଆଗକୁ ଚନ୍ଦ୍ର ଯାଏଁ ବାକି ୧୦୦ କିଲୋମିଟର ରସ୍ତା ଲ୍ୟାଣ୍ଡର ବିକ୍ରମ୍‌କୁ ନିଜେ ଅତିକ୍ରମ କରିବ । ଏଥିପାଇଁ ବିକ୍ରମ୍ ନିଜର ଇଞ୍ଜିନ୍ ବା…

‘ଭାରତରେ ହିନ୍ଦୁଧର୍ମ ପ୍ରାଚୀନ କାଳରୁ ରହି ଆସିଛି, ମୁସଲମାନ କେବଳ ଧର୍ମ ପରିବର୍ତ୍ତର ଫଳ’: ଗୁଲାମ ନବୀ ଆଜାଦ

ନୁଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ହୋଇ ଜନ୍ମ ହୋଇଥିଲେ । ପରେ ମୁସଲମାନମାନେ ବାହାରୁ ଆସି ଏହି ମହାନ ଦେଶରେ ବସବାସ କରୁଛନ୍ତି । ଯଦି ଭାରତରେ ଆଜି କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ…

Betting app scam, ୧,୪୦୦ କୋଟି ଟଙ୍କା ଠକି ନେଲା Betting App: ୧୨୦୦ ଲୋକ ଶୀକାର

ନୂଆଦିଲ୍ଲୀ: ବିଭିନ୍ନ ସନ୍ଦିଗ୍ଧ ଚୀନର ମୋବାଇଲ ଆପ୍ ବ୍ୟବହାର କରିବା ସମୟରେ ସଜାଗ ରହିବା ସହ ସଚେତନ ରହିବା ପାଇଁ ଲଗାତାର ସୂଚନା ଦେଉଛନ୍ତି ଭାରତ ସରକାର । ଦେଶରେ ଅନଲାଇନ ବେଟିଂ ଆପ୍ ବୃଦ୍ଧି ପାଉଥିବା ବେଳେ ଏହାର…

(Video) ସାବଧାନ! ସାରା ବିଶ୍ୱରେ ବ୍ୟାପୁଛି ଗାଜର ଘାସ: ଭୟଙ୍କର ରୋଗ ଆଣି ଆସୁଛି ପାର୍ଥେନିନ୍

ସାରା ବିଶ୍ୱରେ ବର୍ତ୍ତମାନ ଗାଜର ଘାସ ବ୍ୟାପିବାରେ ଲାଗିଛି । ଗାଜର ଘାସ ବା "ପାର୍ଥେନିୟମ ୱାଇଡ଼’ । ଏହି ଗାଜର ଘାସରେ ପ୍ରଚୁର ପରିମାଣର ଫୁଲ ଫୁଟେ । ଏବେ ସେହି ଫୁଲ ବାୟୁମଣ୍ଡଳକୁ ବ୍ୟାପିଯାଏ । ଏହି ଗାଜର ଘାସ…

ଅଗଷ୍ଟରେ ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଦେଲା ବଡ଼ ଝଟକା: ମହଙ୍ଗା କଲେ ଲୋନ୍, ବଢ଼ିଲା ମାସିକ କିସ୍ତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଲୋନ୍ ନେଉଥିବା ଗ୍ରାହକମାନଙ୍କୁ ଶୀର୍ଷ ବ୍ୟାଙ୍କଗୁଡିକ ଏକ ବଡ଼ ଝଟକା ଦେଇଛନ୍ତି । ଏହି ବ୍ୟାଙ୍କଗୁଡ଼ିକ ପାଣ୍ଠି ଭିତ୍ତିକ ଋଣ ହାରର ସାମାନ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି । ରେପୋ ରେଟ୍ ଉପରେ…

Mid Day Mealରେ ସାମିଲ ହେଲା ଏହି ଖାଦ୍ୟ: ସପ୍ତାହରେ ଗୋଟିଏ ଦିନ ମିଳିବ ସ୍ପେଶାଲ ଆଇଟମ୍

ନୂଆଦିଲ୍ଲୀ: ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି । ଏବେ ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ୪ ଦିନ ଡାଲିଜାତୀୟ ଖାଦ୍ୟ ସହିତ…

ବଡ଼ ଖବର… ୧୫ଟି ଭାଷାରେ ପରୀକ୍ଷା ଆୟୋଜନ କରିବେ ସରକାର: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ…

ବୃଦ୍ଧି ପାଇବ ଭାରତୀୟ ନୌସେନାର ଶକ୍ତି: ୨୦ ହଜାର କୋଟି ଟଙ୍କାରେ ନିର୍ମାଣ ହେବ ୫ ଟି ଜାହାଜ, ମିଳିଲା କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଁ ଏକ ବଡ ପଦକ୍ଷେପ ନେଇ କେନ୍ଦ୍ର ସରକାର ୨୦,୦୦୦କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ 'ମେକ୍ ଇନ୍…

Sex Invitation ନୁହେଁ ମହିଳାଙ୍କ ଆଧୁନିକ ଡ୍ରେସ: ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେକ୍ସକୁ ନେଇ ମହିଳାଙ୍କ ଇଚ୍ଛାକୁ ସମର୍ଥନ କରିବା ଉଚିତ । ଯଦି ଜଣେ ମହିଳା ଏଥିପାଇଁ ମନା କରୁଛନ୍ତି, ତେବେ ଏହାକୁ ନା ବୋଲି ଗ୍ରହଣ କରାଯାଉ । ପାରମ୍ପରିକ ଡ୍ରେସ ନ ପିନ୍ଧିବା କିମ୍ବା ମଡର୍ଣ୍ଣ ଡ୍ରେସ…