fbpx
Browsing Category

Breaking News

‘AI’ ସାହାଯ୍ୟରେ ଶୀଘ୍ର ଚିହ୍ନଟ ହୋଇପାରିବ କ୍ୟାନ୍ସର: ନ୍ୟୁରୋ ସମ୍ବନ୍ଧୀୟ ରୋଗ ମଧ୍ୟ ତୁରନ୍ତ ଚିହ୍ନଟ ହେବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ଶୀଘ୍ର ଚିହ୍ନଟ ହୋଇପାରେ କ୍ୟାନ୍ସର । ଏହା ଆଖି ଏବଂ ନ୍ୟୁରୋ ରୋଗ ଶୀଘ୍ର ଚିହ୍ନଟ କରିବାରେ ମଧ୍ୟ ସହାୟକ ହେବ । ଆଇସିୟୁରେ ଭର୍ତ୍ତି ହୋଇଥିବା ପିଲାମାନଙ୍କ…

ଦୁନିଆର ପ୍ରଥମ ଘଟଣା: ମଣିଷର ହାର୍ଟରୁ ମିଳିଲା Microplastics, ରୋଗୀଙ୍କର ରକ୍ତରେ କିପରି ପହଞ୍ଚିଲା ପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ହାର୍ଟ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ବିଭିନ୍ନ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ହାର୍ଟ ରୋଗରେ ମୃତ୍ୟୁ ଘଟୁଛି ।…

ବାନ୍ଧିଲା ପୋଲିସ, ବାଲେଶ୍ଵରର ନବବିବାହିତା ଯୁବତୀ କରୁଥିଲେ …

ଓଡିଶା ଭାସ୍କର; ଜଣେ ମହିଳାଙ୍କୁ ନେଇ ଦେଖା ଦେଇଛି ଏକ ଲଜ୍ୟାର ବିଷୟ । ବାହାଘରକୁ ଦୁଇ ମାସ ନ ପୂରୁଣୁରୁ ଥାନାକୁ ବନ୍ଧା ହୋଇ ଯାଇଛି ବୋହୁ । ଗୋଟିଏ ପଟେ ବୋହୁ ଜେଲକୁ ଗଲା ଆଉ ଅନ୍ୟପଟେ ଏକ ସଂସାର ଉଜାଡି ଦେଇଗଲା ।…

ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା , ଆସନ୍ତାକାଲି ପାଇଁ ଏହି ସବୁ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢ଼ିବାରେ ଲାଗିଛି । ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି । ଏହାରି ମଧ୍ୟରେ ରାଜ୍ୟର ଆଜି ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।…

Eiffel Towerକୁ ବମରେ ଉଡ଼ାଇ ଦେବାକୁ ଧମକ: ସଙ୍ଗେସଙ୍ଗେ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରାଗଲା

ନୂଆଦିଲ୍ଲୀ: ପ୍ୟାରିସ ସ୍ଥିତ ଏଫିଲ ଟାୱାରକୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହାପରେ ଏଫିଲ ଟାୱାରକୁ ପୋଲିସ ପକ୍ଷରୁ ଖାଲି କରାଯାଇଥିଲା । ବିଶ୍ୱର ସବୁଠାରୁ ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଏଫିଲ ଟାୱାରକୁ ଉଡ଼ାଇ…

ମୋବାଇଲରେ କରନ୍ତୁ କେବଳ ଏହି ସେଟିଂ: ଠକେଇ ଓ ସ୍ପାମ୍ କଲରୁ ସବୁଦିନ ପାଇଁ ମୁକ୍ତି

ଆଜିକାଲି ସାଇବର ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ସ୍ପାମ୍ କଲିଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଟେଲି ମାର୍କେଟିଂ କମ୍ପାନୀଗୁଡିକ ଆପଣଙ୍କ ମୋବାଇଲ୍ ନମ୍ବରକୁ ସୋସିଆଲ୍ ମିଡିଆ କିମ୍ବା ଅନ୍ୟ କୌଣସି…

ବଡ଼ ନିଷ୍ପତ୍ତି: ଅଗଷ୍ଟ ୧୫ରେ ସମସ୍ତେ ହଲରେ ମାଗଣାରେ ଦେଖିପାରିବେ ଫିଲ୍ମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ । ତେବେ ଅଗଷ୍ଟ ୧୫ ତାରିଖକୁ ନେଇ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ଏହି ଦିନ ଅଧିକାଂଶ, ସ୍କୁଲ, ଶିକ୍ଷାନୁଷ୍ଠାନ, ଅଫିସ ଛୁଟି…

ଜେନେରିକ୍ ମେଡିସିନ ନ ଲେଖିଲେ ଡାକ୍ତରୀ ପ୍ରାକ୍ଟିସ ଲାଗି ଲାଇସେନ୍ସକୁ କରିଦିଆଯିବ ରଦ୍ଦ, NMC ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ଏବେ ଏକ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁସାରେ ସମସ୍ତ ଡାକ୍ତରଙ୍କୁ ଏଣିକି ଜେନେରିକ୍ ମେଡିସିନ ଲେଖିବାକୁ ହେବ । ଏପରି ନ କଲେ ସେମାନଙ୍କୁ ଦଣ୍ଡିତ କରାଯିବ…

ଓଡିଶା ପୋଲିସ ପାଇଁ ଗର୍ବର ବିଷୟ; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ

ଓଡିଶା ଭାସ୍କର; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ପଦକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ” ପାଇଁ ନାମ ଘୋଷଣା କରିଛି। ଏହି ମେଡାଲ-୨୦୨୩ ପାଇଁ ଦେଶର…

ମଣିପୁର ପ୍ରସଙ୍ଗରେ ଆମ ହାତ ବାନ୍ଧି ଦିଆଯାଇଛି; ବିଜେପି ସହଯୋଗୀ ଦଳର ସାଂସଦ

ଓଡିଶା ଭାସ୍କର; ମଣିପୁର ହିଂସାକାଣ୍ଡକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ବିରୋଧୀ ଦଳ । ସେହିପରି ଏବେ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ…