fbpx
Browsing Category

Breaking News

ମହାବିନାଶ ପରେ ତୁର୍କୀରେ ପୁଣି କମ୍ପିଲା ଭୂମି, ଜାପାନରେ ମଧ୍ୟ ଦେଖାଦେଲା ଭୂମିକମ୍ପ, ଜାଣନ୍ତୁ କେଉଁଠି କେତେ ଝଟକା

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ଦେଇ ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର କହିଛି ଯେ, ପୂର୍ବ ତୁର୍କୀରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଥି ସହିତ ଜାପାନର…

୪୭ ବର୍ଷ ମଧ୍ୟରେ ପ୍ରଥମ ଥର ଚନ୍ଦ୍ର ଯାତ୍ରାରେ ଋଷ, ଲଞ୍ଚ କଲା ଲୁନା-୨୫ମିଶନ

ନୂଆଦିଲ୍ଲୀ: ଭାରତ ଖୁବ୍‌ଶୀଘ୍ର ଚନ୍ଦ୍ରରେ ଏହାର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିବାକୁ ଯାଉଛି। ଏହାରି ମଧ୍ୟରେ ଭାରତର ଘନିଷ୍ଠ ବନ୍ଧୁ ଋଷ ଦୀର୍ଘ ୪୭ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ବାହାରିଛି। ଶୁକ୍ରବାର…

ରକ୍ତଦାନ କରିବା ନେଇ ଟ୍ରାନ୍ସଜେଣ୍ଡରଙ୍କୁ ରୋକାଗଲା, ବହୁ ସଂଗଠନ କଲେ ବିରୋଧ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: କଲିକତାରେ ଟ୍ରାନ୍ସଜେଣ୍ଡର ସମାଜର କିଛି ଲୋକଙ୍କୁ ରକ୍ତଦାନ କରିବାକୁ ଦିଆନଯିବା ଘଟଣା ସାମ୍ନାକୁ ଆସିଛି । ଏନେଇ ସେଠାରେ ଅନେକ ଯୁକ୍ତି ତର୍କ କରାଯାଇଥିଲା । ଏହାପରେ ହେଲ୍ଥ ୱାର୍କର ବାଧ୍ୟ ହୋଇ ତାଙ୍କୁ…

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ଘରେ ଘରେ ଉଡ଼ିବ ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେି ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ…

ଆଜି ରାଜ୍ୟ କ୍ୟାବିନେଟ୍‍: ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‍ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । କେତୋଟି ବିଭାଗର କ୍ୟାଡର ପୁନର୍ଗଠନ, କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ…

ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ମୋବାଇଲ୍ ଫୋନକୁ ମନା, ଛାତ୍ରଛାତ୍ରୀ ସମେତ ଏହି ମାନଙ୍କ ଉପରେ ମଧ୍ୟ ଲାଗିଲା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ ବିଦ୍ୟାଳୟରେ ଏକ ନିର୍ଦ୍ଦେଶନାମା ଜାରି କରି ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଅରବିନ୍ଦ କେଜ୍ରିୱାଲ ସରକାରୀ ଅନ୍ତର୍ଗତ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ତରଫରୁ…

ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି: ଆସାମ ରାଇଫଲ୍ସ ଫେରାଇ ଆଣିବାକୁ ହେଉଛି ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁରରୁ ଏକ ଚିଠି ପଠାଯାଇଛି । ମଣିପୁର ବିଧାୟକମାନେ ମୋଦୀଙ୍କୁ ଏହି ଚିଠି ଲେଖିଛନ୍ତି । ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବା ପାଇଁ ଚିଠି ଲେଖିଛନ୍ତି…

ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ପୁରୁଷଙ୍କ ଉପରେ ଦୁଷ୍କର୍ମର ମିଥ୍ୟା ଅଭିଯୋଗ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଜଣେ ପୁରୁଷଙ୍କ ଉପରେ ଦୁଷ୍କର୍ମର ମିଥ୍ୟା ଅଭିଯୋଗ ସେତିକି ଭୟାବହ ଓ ଯନ୍ତ୍ରଣାଦାୟକ ଯେପରିକି ଜଣେ ମହିଳାଙ୍କ ପ୍ରତି…

ନିର୍ବାଚନ କମିଶନର ନିଯୁକ୍ତିରେ ହେବ ପରିବର୍ତ୍ତନ: ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ବିଲ୍ ଆଗତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଏକ ୩ଜଣିଆ ସଦସ୍ୟ ବିଶିଷ୍ଟ କମିଟି ରହିଛି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା ଓ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି…

ଲୋକସଭାରୁ କାହିଁକି ସସ୍‌ପେଣ୍ଡ ହେଲେ ଅଧୀର ରଞ୍ଜନ ? ଜାଣନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…