fbpx
Browsing Category

Breaking News

ପୂର୍ବ ସରକାର ଯେଉଁ କଳଙ୍କ ଲଗାଇଥିଲା ତାହା ଆମେ ଲିଭାଇବାକୁ ଚେଷ୍ଟା କରୁଛୁ; ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଆଣିଥିବା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ଭବନରେ ବିବୃତି ରଖିବା ବେଳେ ବିରୋଧୀଙ୍କୁ ନେଇ କଡା କଟାକ୍ଷ ମଧ୍ୟ କରିଛନ୍ତି ।…

ସାନ ଭଉଣୀ ମୁହଁକୁ ଗୁଳି ମାରିଲା ବଡ଼ ଭଉଣୀ, ସ୍ୱାମୀଙ୍କ ସହ ସଂପର୍କ ଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ମହିଳା ନିଜ ସାନ ଭଉଣୀର ମୁହଁକୁ ଗୁଳି ମାରିବା ଖବର ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ଅପରାଧୀ…

(Video) ଗୋଟିଏ ଚଳନ୍ତା ବାଇକରେ ୭ ଜଣ, ଯାଗା ନ ହେବାରୁ କାନ୍ଧରେ ବସିଲା ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ପ୍ରତିଦିନ ନୂତନ ଏବଂ କଠୋର ଟ୍ରାଫିକ ନିୟମ ଲାଗୁ କରୁଛନ୍ତି। ଏସବୁ ସତ୍ତ୍ୱେ ଗାଁର ଲୋକମାନେ ସମସ୍ତ ନିୟମକୁ ଅତିକ୍ରମ କରି ଗାଡି ଚଳାଉଛନ୍ତି। କେବଳ ଗାଁ ରେ ନୁହେଁ…

INDIA ଏକ ଘମଣ୍ଡିଆ ମେଣ୍ଟ,ଏନଡିଏରେ ଦୁଇଟି ‘ଆଇ’ ଯୋଡି ଦେଇ ମେଣ୍ଟ ଗଢିଛନ୍ତି ବିରୋଧୀ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଆଜି ଗୃହରେ ବିରୋଧୀ ମେଣ୍ଟକୁ କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଏହା ଇଣ୍ଡିଆ ମେଣ୍ଟ ନୁହେଁ ଏକ ଘମଣ୍ଡିଆ ମେଣ୍ଟ । ଏହା…

‘ବିରୋଧୀଙ୍କୁ ଗୋପନ ବରଦାନ ମିଳିଛି, ସେମାନେ ଯେଉଁମାନଙ୍କର ଅମଙ୍ଗଳ ଚାହୁଁଛନ୍ତି, ସେମାନଙ୍କର ମଙ୍ଗଳ ହେଉଛି’: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନର ଶେଷ ସପ୍ତାହରେ ଅନାସ୍ଥା ପ୍ରସ୍ତାବ ଉପରେ ଜୋରଦାର ଆଲୋଚନା ଚାଲିଛି । ବିରୋଧୀ ଦଳ ମାନଙ୍କର ଇଣ୍ଡିଆ ଗୋଷ୍ଠି ପକ୍ଷରୁ ଆଗତ ହୋଇଥିବା ଅନସ୍ତା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ…

ବିରୋଧୀଙ୍କ ଉଦ୍ଦେଶ୍ୟରେ ଚୁଟକୀ ଲଗାଇଲେ ପ୍ରଧାନମନ୍ତ୍ରୀ, କହିଲେ ଗୁଡକୁ ଗୋବର କରିବାରେ ବେଶ୍ ମାହିର ଅଧୀର

ନୂଆଦିଲ୍ଲୀ: ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚାକୁ ନେଇ ଲୋକସଭାରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଏକ ମଜାଦାର ମନ୍ତବ୍ୟ ରଖିଛନ୍ତି ।…

WhatsAppକୁ ଟକ୍କର ଦେବା ପାଇଁ ପାକିସ୍ତାନ ଲଞ୍ଚ କଲା Beep ଆପ୍, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନ ଏକ ନୂତନ ବିପ୍ ଆପ୍ ଲଞ୍ଚ କରିଛି। ବର୍ତ୍ତମାନ, ଏହି ଆପ୍ କେବଳ ଅଳ୍ପ ଲୋକଙ୍କ ପାଇଁ ଲଞ୍ଚ ହୋଇଛି। ଏହି ଆପ୍ ହ୍ଵାଟ୍ସଆପ୍ ପରି ଉପଭୋକ୍ତାଙ୍କୁ…

”ବିରୋଧୀ ନୋ-ବଲ୍ ପରେ ନୋ-ବଲ୍ କରୁଛନ୍ତି, ଆଉ ଏପଟେ ସେଞ୍ଚୁରୀ ଉଡୁଛି”, ମୁଁ ୨୦୧୮ ରେ କହିଥିଲି …’, ବିରୋଧୀଙ୍କୁ…

ନୂଆଦିଲ୍ଲୀ: ସଂସଦର ମୌସୁମି ଅଧିବେଶନର ଶେଷ ସପ୍ତାହରେ ଅନାସ୍ଥା ପ୍ରସ୍ତାବ ଉପରେ ଜୋରଦାର ଆଲୋଚନା ଚାଲିଛି । ବିରୋଧୀ ଦଳ ମାନଙ୍କର ଇଣ୍ଡିଆ ଗୋଷ୍ଠି ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ…

‘ଜୟଲଳିତାଙ୍କ ଶାଢ଼ୀ ଟଣା’କୁ ନେଇ ବର୍ଷିଲେ ଅର୍ଥମନ୍ତ୍ରୀ, DMKକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ସେ ସରକାରଙ୍କ ଉପରେ ଆକ୍ରମଣ କରୁଥିବା ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ଏହି…

ଅନାସ୍ଥା ପ୍ରସ୍ତାବ ଉପରେ ପ୍ରତିଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ: ବିରୋଧୀଙ୍କ ଉପରେ କ୍ଷମତା ଭୁତ ଚଢିଛି, କହିଲେ- ପ୍ରସ୍ତୁତି କରି କାହିଁକି…

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ବିପକ୍ଷରେ ଅସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଜାରି ରହିଛି । ବିରୋଧି ଏବଂ ସରକାରୀ ସାଂସଦ ମାନଙ୍କର ଆରୋପ ପ୍ରତ୍ୟାରୋପ ପରେ ଲୋକସଭାରେ ପ୍ରତିଜବାବ ରଖିଛନ୍ତି…