fbpx
Browsing Category

Breaking News

ଡାବର ମହୁରେ ରହିଛି କ୍ୟାନସର ସୃଷ୍ଟି କରୁଥିବା କେମିକାଲ: ଲ୍ୟାବ ରିପୋର୍ଟରେ ବଡ଼ ଖୁଲାସା, ଆସିଲା କମ୍ପାନୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଅଧିକାଂଶ ଲୋକ ନିଜର ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ମୁଖ ରୋଗ ଦୂର କରିବା, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମହୁକୁ…

ନୁହ ହିଂସା ବେଳେ ଛୁଟିରେ ଥିଲେ ଜିଲ୍ଲା ଏସପି, ହୋଇଥିଲା ୬ ଲୋକଙ୍କ ମୃତ୍ୟୁ, ଏବେ ହେଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ହରିଆଣାରେ କିଛିଦିନ ହେଲାଣି ହିଂସା ଜାରି ରହିଛି । ଏହି ସମୟରେ ଆଇପିଏସ ବରୁଣ ସିଙ୍ଘଲାଙ୍କୁ ସ୍ଥାନାନ୍ତର କରାଯାଇଛି । ହରିଆଣାରେ ହିଂସା ନୁହ ଠାରେ ଆରମ୍ଭ ହୋଇଛି । ଆଇପିଏସ ବେରୁଣ ସିଙ୍ଗଲାଙ୍କୁ…

ଭାରତୀୟ ବାୟୁସେନାକୁ ମିଳିଲା ଏକ ବିପଜ୍ଜନକ ଇଶ୍ରାଏଲ ସ୍ପାଇକ କ୍ଷେପଣାସ୍ତ୍ର : ବୈଶିଷ୍ଟ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଶତ୍ରୃକୁ ଏବେ କଡା ଜବାବଦେବ ଭାରତ । ନିଜ ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବାୟୁସେନାକୁ ଏବେ ନୂଆ କ୍ଷେପଣାସ୍ତ୍ର ମିଳିଛି । ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଇଶ୍ରାଏଲ ସ୍ପାଇକ ନନ୍‌-ଲାଇନ ଆଫ…

ପଟଣା ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ଉଡାଣ ବେଳେ ବନ୍ଦ ହୋଇଗଲା ଇଞ୍ଜିନ

ପାଟଣା: ବିହାରର ପାଟନା ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଏୟାରପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପାଟଣା ଏୟାରପୋର୍ଟରେ ଶୁକ୍ରବାର ଦିନ ଯାନ୍ତ୍ରିକ…

ଆଖଣ୍ଡଳମଣିକୁ ଯୋଗାଯୋଗ ଠପ୍,ବନ୍ୟାପାଣିରେ ସ୍ଥିତି ବେହାଲ

ଭଦ୍ରକ : ବନ୍ୟାଜଳରେ ଭଦ୍ରକର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ସେଠାକାର ସ୍ଥିତି ବର୍ତ୍ତମାନ ବେହାଲ ହୋଇ ପଡିଛି । ଜିଲ୍ଲାର ଅସୁରାଳ ବଜାର ଉପରେ ଏବେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେତୁ ପ୍ରସିଦ୍ଧ…

ଚାଟରେ ମହିଳାମାନଙ୍କୁ ‘ହାର୍ଟ’ ଇମୋଜି ପଠାଇବା ହେଲା ଅପରାଧ, ମିଳିବ ଦୁଇ ବର୍ଷ ଜେଲଦଣ୍ଡ!

ସୋସିଆଲ ମିଡିଆର ଯୁଗରେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବା ସମୟରେ ଇମୋଜି ବ୍ୟବହାର କରନ୍ତି । କିଛି ଲୋକ ହସୁଥିବା ବା କାନ୍ଦୁଥିବା ଇମୋଜି ପଠାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ କୁହନ୍ତି ଯେ ସେମାନେ କିପରି…

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୩୫ ଜଣିଆ ତାଲିକା ଜାରି କଲେ ମନମୋହନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏହା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ୍…

ୟୁଜବେନ୍ଦ୍ର ଚହଲ ମ୍ୟାଚରେ ଏପରି କାମ କଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଦିନ ବ୍ରିଆନ୍ ଲାରା ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଦଳ ପ୍ରଥମ ଟି -୨୦ ମ୍ୟାଚକୁ ୪ ରନରେ ହରାଇଥିଲା। ଟିମ୍ ଇଣ୍ଡିଆ ୧୫୦…

ରେଳ ବିଭାଗରେ ଖାଲି ଅଛି ୨ ଲକ୍ଷ ୬୩ ହଜାର ପଦ: କେବେ ବାହାରିବ ନିଯୁକ୍ତି ବିଜ୍ଞାପନ

ନୂଆଦିଲ୍ଲୀ: ରେଳ ବିଭାଗରେ ୨ ଲକ୍ଷ ୬୦ ହଜାରରୁ ଅଧିକ ପଦ ଖାଲି ଅଛି । ସେଥିମଧ୍ୟରୁ ସର୍ବାଧିକ ପଦ ଉତ୍ତର ରେଳବାଇରେ ଖାଲି ଅଛି । ଗତ ୨୦୧୯ରେ ଖାଲି ପଦ ପୂରଣ ନେଇ ପ୍ରକ୍ରିୟା ପାଖାପାଖି ସମାପ୍ତ ହୋଇସାରିଥିବା ବେଳେ…

ମେକ୍ସିକୋରେ ବଡ଼ଧରଣର ବସ୍ ଦୁର୍ଘଟଣା: ୬ ଭାରତୀୟଙ୍କ ସମେତ ୪୦ ଜଣ ଥିଲେ ଯାତ୍ରୀ, ୧୭ ମୃତ

ନୂଆଦିଲ୍ଲୀ: ପଶ୍ଚିମ ମେକ୍ସିକୋର ଏକ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଅନ୍ୟ ୨୨ ଜଣ ଆହତ ହୋଇଥିବା ଜଣାପଡିଛି। ରାଜ୍ୟ…