Browsing Category

Breaking News

ଦେଶରେ ଗଡୁଛି ଏମିତି ଟ୍ରେନ, ଯାହାର ଗତି ଲୁନାଠାରୁ ବି କମ

ନୂଆଦିଲ୍ଲୀ- ଦେଶରେ ଯାତାୟାତର ସବୁଠାରୁ ଭରସାଯୋଗ୍ୟ ଯାନ ହେଉଛି ରେଳ । ରେଳ ଯାତ୍ରାରେ ସମୟ ସହ ଅର୍ଥର ସଂଚୟ ସମ୍ଭବ । ତେଣୁ ସ୍ପିଡ ଟ୍ରେନର ଚାହିଦା ରହିଛି । ଦେଶରେ ସବୁଠାରୁ ସ୍ପିଡ ଗଡୁଥିବା ଟ୍ରେନ ହେଉଛି ବନ୍ଦେ…

Breaking: ଡିଜିପି ସମ୍ମିଳନୀ ପାଇଁ ଓଡ଼ିଶାରେ ଶାହାଙ୍କ ଦୁଇଦିନିଆ ରହଣୀ

ଭୁବନେଶ୍ୱର: ଶୁକ୍ରବାର ଦିନ ୧ଟା ୨୫ରେ ଭୁବନେଶ୍ୱର ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିମାନବନ୍ଦରରୁ ଯିବେ ଲୋକସେବା ଭବନ । ଏହାପରେ ଡିଜିପି ସମ୍ମିଳନୀରେ ଯୋଗଦେବେ ଶାହା । ରାତିରେ ଆଇପିଏସ୍ ମେସରେ…

ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଟାର୍ଗେଟରେ ସରକାର

ଭୁବନେଶ୍ୱର- ବିଧାନସଭାରେ ରାସନ କାର୍ଡ ଇକେଓା୍ୱଇସିକୁ ନେଇ ଉଦବେଗ। ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଅଶୋକ ଦାସ। ଇକେଓା୍ୱଇସି ଦିଗହରା ହୋଇଛି। ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଇକେଓା୍ୱଇସ କେବେ ସରିବ।…

Breaking: ଶୁକ୍ରବାର ଆସି ରବିବାର ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ, ରାଜଭବନରେ କରିବେ ରାତ୍ରୀଯାପନ

ଭୁବନେଶ୍ୱର: ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ । କାଲି ଦିନ ୪ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ସିଧା କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ ମୋଦି । ସନ୍ଧ୍ୟା…

ବେଆଇନ ଖଣି କାରବାର ରୋକିବାକୁ ତହସିଲ ସ୍ତରରେ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର- ଆଜି ପ୍ରଶ୍ନକାଳରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ରାଜ୍ୟ ସରକାର ଏବଂ ଖଣି ବିଭାଗ ରାଜ୍ୟରେ ହେଉଥିିବା ବେଆଇନ ଖଣି ଉତ୍ତୋଳନ ଓ ଦୁର୍ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ।…

‘ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ’, ଅରବିନ୍ଦ କେଜ୍ରୱାଲ ବଡ଼ ଦାବି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ…

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥରମାଡ଼, ଟ୍ରେନର ଭାଙ୍ଗିଲା କାଚ

ନୂଆଦିଲ୍ଲୀ: ଦେହରାଡୁନରୁ ଆନନ୍ଦ ବିବାହର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବୁଧବାର ଦିନ ପଥରମାଡ଼ କରାଯାଇଥିଲା । ଏହି ଘଟଣା ମେରଠରୁ ମୋଦୀନଗର ଆସିବା ସମୟରେ ଷ୍ଟେସନରୁ ୫କିମି ପୂର୍ବରୁ ଏହି ପଥରମାଡ଼ ହୋଇଛି ।…

ଗୁରୁବାରରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ସୁନା ମୂଲ୍ୟ ଗୁରୁବାର ଦିନ ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା ରେଡ୍ ଟାର୍ଗେଟରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଗୁରୁବାର ୫ ଫେବୃଆରୀ ୨୦୨୫ର ଡେଲିଭରୀ ସୁନା ୦.୩୧…

ସାହାରା ଇଣ୍ଡିଆ ରିଫଣ୍ଡ ଉପରେ ବଡ ଅପଡେଟ .. ଏହି ଦିନ ନିବେଶକଙ୍କ ଆକାଉଣ୍ଟକୁ ଆସିବ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି ଯାଞ୍ଚ କରିବେ Status

ନୂଆଦିଲ୍ଲୀ: ଲୋକଙ୍କ ଟଙ୍କା ଦୀର୍ଘ ସମୟ ଧରି ସାହାରା ଇଣ୍ଡିଆ କମ୍ପାନୀରେ ଅଟକି ରହିଛି । ଏଭଳି ପରିସ୍ଥିତିରେ ଆମ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ…

Breaking: ୧୬ ଘଣ୍ଟା ହେଲା ପୁଅ ଘର ସାମ୍ନାରେ ପଡ଼ିରହିଛି ନାବାଳିକା ମୃତଦେହ, ହତ୍ୟା ଅଭିଯୋଗ ଆଣି ନେଉନାହାନ୍ତି ଶବ

ଧାମନଗର: ଯାଜପୁର ଧାନମଗର ସୋରିଷଡିହରେ ନାବାଳିକା ମୃତୁ୍ୟକୁ ନେଇ ଉତ୍ତେଜନା । ୧୬ ଘଣ୍ଟା ହେଲା ପୁଅଘର ଆଗରେ ପଡ଼ି ରହିଛି ନାବାଳିକାର ମୃତଦେହ । ପୁଅ ନାଁରେ ହତ୍ୟା ଅଭିଯୋଗ ଆଣି ଝିଅର ଶବ ନେଉନାହାନ୍ତି ଝିଅଘର ଲୋକେ ।…