fbpx
Browsing Category

Breaking News

RINLରେ ଅନେକ ପଦ ଖାଲି: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ ଟ୍ରେନି (ଜିଏଟି), ଟେକ୍ନିସିଆନ ଆପ୍ରେଣ୍ଟିସ ଟ୍ରେନି…

ଦ୍ୱିତୀୟ ବିବାହ ରୋକିବାକୁ ଆରମ୍ଭ ହେଉଛି ପ୍ରୟାସ: ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦ୍ୱିତୀୟ ବିବାହ ମାମଲା ଉପରେ ରୋକ ଲାଗି ପାରେ । ପ୍ରଥମ ବିବାହ ରଦ୍ଦ ହେବା ପୂର୍ବରୁ ଅନ୍ୟ ଏକ ବିବାହ କରିବା ଦ୍ୱାରା ଆଇନ ଅନୁସାରେ ମିଳିପାରେ ଦଣ୍ଡ । ପ୍ରଥମ ପତି ବା ପତ୍ନୀ ଥିଲେ…

ସାମ୍ନାକୁ ଆସିଲା MERS କରୋନା ଭାଇରସର ନୂଆ ମାମଲା: WHO ଦେଲା ସୂଚନା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୋମବାର ଆବୁଧାବିରେ ମିଡିଲ ଇଷ୍ଟ ରେସପିରେଟରି ସିଣ୍ଡ୍ରୋମ କରୋନା ଭାଇରସର ଏକ ମାମଲା ଚିହ୍ନଟ କରିଛି । ଖବର ଅନୁଯାୟୀ, ଗତ ମାସରେ ଅଲ ଆଇନ୍ ସହରର ଏକ…

୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟର କୃଷକଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କୃଷି ସାମଗ୍ରୀକୁ ଜାତୀୟ ଓ…

କାରର ଇନସ୍ୟୁରାନ୍ସ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ଅନଲାଇନରେ ୬ଟି ମୁଖ୍ୟ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖେ କାର ଅଛି ତେବେ ଏହାର ଏକ ବୈଧ ବୀମା ପଲିସି ଥିବା ଆବଶ୍ୟକ । ଏହା ଗାଡ଼ି ଖରାପ ବା ଦୁର୍ଘଟଣା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ଲାଗି ଆର୍ଥିକ ସୁବିଧା ଯୋଗାଇଥାଏ । ପୂର୍ବ ଅପେକ୍ଷା କାର…

ପଶ୍ଚିମବଙ୍ଗ ଲୋକେ ମମତା ବାନାର୍ଜୀଙ୍କୁ କାହିଁକି ଦେବେ ଝଟକା? ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ NDAକୁ ମିଳିବ ଏତିକି ଆସନ: ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି । ଏନଡିଏର ମିଳିତତା ମଞ୍ଚ ପ୍ରତିଯୋଗୀତାକୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଏଥର ନୂଆ ଫର୍ମୁଲା ‘ଇଣ୍ଡିଆ’ ମିଳିତତା ସହିତ…

ପାରିବାରିକ କଳହର କରୁଣ ପରିଣତି : ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଲା ପିଶାଚ ବାପା

ନୂଆପଡା : ପିଶାଚ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ଘଟିଛି ଏପରି ଅଘଟଣା । ଏମିତି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅର…

କରଦାତାଙ୍କ ପାଇଁ ଖୁସିଖବର! ଏବେ ଫୋନପେରେ ଭରି ପାରିବେ ଇନକମ ଟ୍ୟାକ୍ସ, ଜାଣିନିଅନ୍ତୁ ପୁରା ପ୍ରୋସେସ

ନୂଆଦିଲ୍ଲୀ : ଗତବର୍ଷ ୨୦୨୨-୨୦୨୩ ଏବଂ ମୂଲ୍ୟଙ୍କନ ବର୍ଷ ୨୦୨୩-୨୦୨୪ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ପାଖେଇ ଆସିଲାଣି । ଇନକମ ଟ୍ୟାକ୍ସ ବିଭାଗ ବାରମ୍ବାର ଲୋକଙ୍କୁ ଡେଡଲାଇନ ଭିତରେ ଆଇଟୀଆର…

ଆୟକର ବିଭାଗ ଏହି କାରଣରୁ ଦେଇସାରିଲାଣି ୧ଲକ୍ଷ ଲୋକଙ୍କୁ ନୋଟିସ୍, ଅର୍ଥ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସୂଚନା ଦେଇଛନ୍ତି ଯେ, ଆୟକର ବିଭାଗ ଏକ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ଆୟକର ନୋଟିସ ଜାରି କରିଛି। ଆଇଟିଆର ଦାଖଲ ନକରିବା ଏବଂ ଭୁଲ ଆୟ ସୂଚନା ପ୍ରଦାନ ହେତୁ…

ଥମୁନି ମାର୍କେଟ ବିଲ୍ଡିଂ ବିବାଦ : ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ

ଭୁବନେଶ୍ୱର : ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ…