fbpx
Browsing Category

Breaking News

ଲୋଭରେ ଦେଶର ଯୁବା ଜୀବନ ନଷ୍ଟ’, ଲିଭ୍-ଇନ୍ ରିଲେସନସିପର ବଢ଼ୁଥିବା ମାମଲା ଉପରେ ହାଇକୋର୍ଟଙ୍କ ଗମ୍ଭୀର ମନ୍ତବ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୁବକ ଓ ଯୁବତୀଙ୍କ ମଧ୍ୟରେ ବଢ଼ୁଥିବା ଲିଭ୍-ଇନ୍ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତର ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଲିଭ୍୍-ଇନ୍ ରିଲେସନସିପରେ ମୁକ୍ତ…

ତିନିଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ଚାଲିଛି ସୁରକ୍ଷାର ପ୍ରସ୍ତୁତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଆଜି ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜଧାନୀର ବିମାନ ବନ୍ଦରରେ ସନ୍ଧ୍ୟାରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । ଆସନ୍ତାକାଲି କଟକରେ ବିଭିନ୍ନ…

ରାଜ୍ୟରେ ପୂରଣ ହେବ ୭୨୭୬ ଡାକ୍ତର ପଦବୀ: ଆରମ୍ଭ ହେଲା ପ୍ରକ୍ରିୟା, OPSCକୁ ଚିଠ ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନା, ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏଥିସହିତ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ…

ବଡ଼ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଅଫିସ ପାଲଟିଲା ରଣକ୍ଷେତ୍ର, ୫ ସୁରକ୍ଷା କର୍ମୀ ଆହତ

ନୂଆଦିଲ୍ଲୀ: ମେଘାଳୟରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ତୁରା ସ୍ଥିତ ଅଫିସରେ କିଛି ବ୍ୟକ୍ତି ପଥର ମାଡ଼ କରିଛନ୍ତି । ଫଳରେ ଘଟଣାସ୍ଥଳରେ ୫ ଜଣ ସୁରକ୍ଷାକର୍ମୀ ଅହତ ହୋଇଛନ୍ତି । ଏହି ଆକ୍ରମଣ…

ବିଶ୍ୱରେକର୍ଡ: କିଲିଆନ ଏମବାପ୍ପେଙ୍କ ପାଇଁ ୩୦୦ ମିଲିୟନ ୟୁରୋ ବିଡ୍ ଦାଖଲ କଲା ସାଉଦି ଆରବ କ୍ଲବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫ୍ରାନ୍ସର କିଲିୟାନ ଏମବାପ୍ପେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି । ଗତ ଫିଫା ବିଶ୍ୱକପ ସମୟରେ ୨୪ ବର୍ଷୀୟ ଏମବାପ୍ପେ ଫାଇନାଲରେ ଯେଉଁଭଳି ଭାବେ ସଂଘର୍ଷ କରିଥିଲେ ତାଙ୍କ ଆଗରେ…

ଅଜିତ ପାୱାର ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟ କଲେ ଦେବେନ୍ଦ୍ର ଫଡନବୀସ

ନୂଆଦିଲ୍ଲୀ: ଗତ ୨ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଘଟିଥିଲା ଏକ ବଡ଼ ବିସ୍ଫୋରଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ହୋଇଯାଇଥିଲା ଦୁଇଭାଗ । ଦଳର ଅନ୍ୟତମ ତୁଙ୍ଗନେତା ଅଜିତ ପାୱାର କିଛି ସହଯୋଗୀ ବିଧାୟକଙ୍କ…

ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ସରକାରୀ ଓ ଘରୋଇ ବ୍ୟାଙ୍କ ଲୋନ୍ ଆଦାୟ ପାଇଁ କଠୋର ହୋଇ ପାରିବେନି

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କମାନେ ଗ୍ରାହକଙ୍କଠାରୁ ଲୋନ୍ ଆଦାୟ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିଥାନ୍ତି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି । କିଛି…

‘ପାକିସ୍ତାନ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତୁ ୫୦ ଲକ୍ଷ ଟଙ୍କା ’: କର୍ଣ୍ଣାଟକ ହାଇକୋର୍ଟ ଜଜମାନଙ୍କୁ ମିଳିଲା ଜୀବନରୁ ମାରିଦେବା ଧମକ

ବେଙ୍ଗାଲୁରୁ: ପୁଣିଥରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିମାନଙ୍କୁ ମୃତ୍ୟୁ ଧମକ ମିଳିଛି। ସୋମବାର (ଜୁଲାଇ ୨୪) କର୍ଣ୍ଣାଟକ ପୋଲିସ କହିଛି ଯେ, ସେମାନେ ହାଇକୋର୍ଟର ବିଚାରପତିଙ୍କ ଅଭିଯୋଗ ଉପରେ ଏଫ୍ଆଇଆର୍ ପଞ୍ଜୀକୃତ…

ସନ୍ଦେହଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କଲା ଉତ୍ତର କୋରିଆ: ଜାପାନର ବଡ଼ ଦାବି

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁଣି ଥରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଜାପାନ ଦାବି କରିଛି। ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି କହିଛି ଯେ, ଉତ୍ତର କୋରିଆ ଏକ ସନ୍ଦିଗ୍ଧ…

ଅଗଷ୍ଟରେ ଆରମ୍ଭ ହେବ ଅମିତାଭ ବଚନଙ୍କ ‘କୌନ ବନେଗା କରୋଡ଼ପତି-୧୫’: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ବିଗ ବି ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡ଼ପତି (କେବିସି)-୧୫’କୁ ନେଇ ଦର୍ଶକ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ପ୍ରତି ପରିବାରର ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ…