Browsing Category
Breaking News
ସୋସିଆଲ ମିଡ଼ିଆରେ ଆଉ ଚାଲିବ ନାହିଁ ଅଶ୍ଲୀଳ କଣ୍ଟେଣ୍ଟ: କେନ୍ଦ୍ର ସରକାର ଆଣିବେ ଆଇନ୍
ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ଅଶ୍ଲୀଳ କଣ୍ଟେଣ୍ଟ ଶେୟାର କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଅଶ୍ଲୀଳ କଣ୍ଟେଣ୍ଟର ପ୍ରଭାବ ଆମ ସମାଜ…
ରୁଷରେ ବି ଚାଲିବ ବନ୍ଦେ ଭାରତ ଟ୍ରେନ, ଏହାକୁ ହିଁ କୁହନ୍ତି ଦୁନିଆରେ ଭାରତର ଜଲୱା
ନୂଆଦିଲ୍ଲୀ: ଭାରତରେ ନିର୍ମିତ ଟ୍ରେନ ରୁଷ ଭଳି ବଡ଼ ଦେଶରେ ଚାଲିବାକୁ ଯାଉଛି। ରୁଷ ଲୋକେ ଯେତେବେଳେ ଭାରତ ନିର୍ମିତ ଟ୍ରେନରେ ଯାତ୍ରା କରିବେ, ଏହା ଭାରତ ପାଇଁ ବଡ଼ ଗର୍ବର ବିଷୟ। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ,…
ସଂଗଠନ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟିର ସଂଗଠନ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ମହାସଚିବ ସୁନୀଲ ବନସଲଙ୍କୁ ପଶ୍ଚିମବଙ୍ଗ ଓ ବିନୋଦ ତାୱଡ଼େଙ୍କୁ ବିହାର, ଉତ୍ତରପ୍ରଦେଶର…
ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।
ସାମ୍ନାକୁ ଆସିଲା ୧୦ଟି ବଡ଼ କାରଣ! ଏହି ସମସ୍ତ କାରଣରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ହେଉଛି ବିଳମ୍ବ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବହୁମତ ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି । ମେଣ୍ଟ ଦଳ ମଧ୍ୟରେ ବିଜେପି ସର୍ବାଧିକ ୧୩୨ଟି ଆସନ ଜିତିଥିବା…
ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଉଦବେଗ, ବିଜେଡିର ଆକ୍ଷେପକୁ ଖଣ୍ଡନ କଲେ KV, ଦୋଷ ସ୍ୱୀକାର ପାଇଁ ଦେଲେ ପରାମର୍ଶ
ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ…
Map ଦେଖି ବ୍ରିଜ ତଳକୁ କାର୍ ଖସିବା ମାମଲା: ସାମ୍ନାକୁ ଆସିଲା Googleର ବୟାନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲୀରେ ରବିବାର ଦିନ ଗୁଗଲ ମ୍ୟାପରେ ଭୁଲ ରାସ୍ତା ଦେଖାଯିବା ପରେ ଏକ କାର ଦୁର୍ଘଟଣା ଘଟିଥିଲା। ଏହି ମାମଲାରେ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟର ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ…
ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ…
ଭୂତ ଖାଉଥିଲେ ଚାଉଳ, ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ
ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮…
ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ
ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ…