fbpx
Browsing Category

Breaking News

ବିଶ୍ୱର ୫୧ ତମ ବିଚିତ୍ର କେସ୍ , ବ୍ରଶ କରୁ କରୁ ଗିଳିଦେଲେ ୧୨ ସେଣ୍ଟିମିଟର ଲମ୍ବର ଟୁଥବ୍ରଶ, ବିନା ଅସ୍ତ୍ରୋପଚାରରେ ପାଟିପଟେ କାଢିଲେ ଡାକ୍ତର

ଉଦୟପୁର: ଆପଣ ଜାଣିଥିବେ କି ଛୋଟ ପିଲାମାନେ ବହୁ ସମୟରେ କଏନ୍, ହାତ ମୁଦି ସହିତ ଛୋଟ ଛୋଟ ଜିନିଷ ଗିଳି ପକାଇଥାନ୍ତି । କିଛି ଜିନିଷ ଗଳାରେ ଅଟକିଯାଏ ତ ଆଉ କିଛି ଜିନିଷ ପେଟ ପର୍ଯ୍ୟନ୍ତ ପହଞ୍ଚିଯାଏ । କିନ୍ତୁ…

ମଣିପୁର ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ପ୍ରସଙ୍ଗରେ ସରକାର କାର୍ଯ୍ୟାନୁଷ୍ଠାନ ନକଲେ ଆମେ କରିବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାର ସଜ୍ଞାନ ନେଇଛନ୍ତି ସୁପ୍ରିମକୋର୍ଟ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ବ୍ୟଥିତ କରିଥିବା ବେଳେ କୌଣସି ସାମ୍ବିଧାନିକ ଗଣତାନ୍ତ୍ରରେ…

ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୦ ହଜାର ଲୋକଙ୍କୁ ଫାଇଦା

ଭୁବନେଶ୍ୱର: ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି…

ଓଡ଼ିଶା ଅଗ୍ନିଶମ ବିଭାଗରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିମଧ୍ୟରେ ତିନୋଟି ଷ୍ଟେସନ୍‍ ଅଫିସର ପଦବୀ ଥିବାବେଳେ ତିନୋଟି ଲିଡିଂ…

(Video) ଓଲଟି ପଡ଼ିଛି ଟ୍ୟାଙ୍କର, କାନ୍ଦୁଛି ଡ୍ରାଇଭର… ହେଲେ ଲିଟର ଲିଟର ତେଲ ବୋହି ନେଉଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି । ତେବେ ଦୈନନ୍ଦିନ ଜୀବନରେ ଯାତ୍ରୀବାହୀ ଯାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଅନେକ ସମୟରେ ମାଲବାହୀ ଗାଡ଼ି ମଧ୍ୟ ଓଲଟି…

PNB ଶସ୍ତାରେ ବିକ୍ରି କରୁଛି ୧୨,୦୦୦ ରୁ ଅଧିକ ଘର, ମାର୍କେଟ ଠାରୁ କମ ରେଟରେ ମିଳିବ ସଂପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ଚଳିତ ବର୍ଷ ଘର କିଣିବାକୁ ଯୋଜନା କରିଛନ୍ତି, ତେବେ ଦେଶର ସରକାରୀ ବ୍ୟାଙ୍କ PNB ଆପଣଙ୍କୁ ଏହି ସୁଯୋଗ ଦେଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି ମେଗା ଇ-ନିଲାମ) ଏ ବିଷୟରେ ଟ୍ୱିଟ କରି…

ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ ଆସିଲା କରେଣ୍ଟ , ଯୁବ ଇଂଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ କରେଣ୍ଟ ଆସିବାରୁ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସାରା ସହରରେ ଆତଙ୍କ ଖେଳିଯାଇଛି ।…

ଆସନ୍ତା ୨୩ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ବନ୍ୟାଜଳ: ଜନସାଧାରଣଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୀରାକୁଦ ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢ଼ି ଚାଲିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ି ଚାଲିଥିଲା । ତେଣୁ ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ଜଳ ଛଡ଼ାଯାଇ ପାରେ…

ଉଡୁଥିବା ବିଶାଳ ଅସରପା: ମରିଯିବା ଭୟରେ ଚୀନର ଏହି ଯୁବତୀ ଛାଡିଲେ ଏକ ଲକ୍ଷ ଟଙ୍କାର ଚାକିରି

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀ ଅସରପା ଭୟରେ ଏକ ଲକ୍ଷ ଟଙ୍କାର ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଯୁବତୀ କିଛି ସମୟ ପାଇଁ କାମ ନ କରି ଘରେ ବସିଛନ୍ତି । ସୋସିଆଲ ମିଡିଆରେ ଏହି ଯୁବତୀ ଦାବି…

ଆଶ୍ଚର୍ଯ୍ୟଜନକ ଘଟଣା: ୬୮ ବର୍ଷୀୟା ମହିଳାଙ୍କ ପେଟରୁ ବାହାରିଲା ବାହାରିଲା ୧୬ କେଜିର ଟ୍ୟୁମର

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ସର୍ଜରୀ ମାଧ୍ୟମରେ…