fbpx
Browsing Category

Breaking News

୧.୭୦ ଲକ୍ଷ ଶିକ୍ଷକ ପଦବୀରେ ଆବେଦନ କାରିବାର ଆଜି ଶେଷ ସୁଯୋଗ, ଏଠାରେ ଭରନ୍ତୁ ଫର୍ମ

ନୂଆଦିଲ୍ଲୀ: ବିହାର ଜନସେବା ଆୟୋଗ କିଛି ସମୟ ପୂର୍ବରୁ ଶିକ୍ଷକଙ୍କ ବମ୍ପର ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ କରିଥିଲେ। ଏହି ପୋଷ୍ଟଗୁଡିକ ପାଇଁ ପଞ୍ଜୀକରଣ ଦୀର୍ଘ ସମୟ ଧରି ଚାଲିଛି ଏବଂ ବର୍ତ୍ତମାନ…

ଦେଶର ୬ଟି ବ୍ୟାଙ୍କର ବଡ଼ ଘୋଷଣା: Fixed Deposit ଉପରେ ଏଣିକି ନିବେଶକଙ୍କୁ ମିଳିବ ୯ ପ୍ରତିଶତରୁ ଅଧିକ ସୁଧ

ନୂଆଦିଲ୍ଲୀ: କେଉଁଠୁ ଅଧିକ ଅର୍ଥ ମିଳିବ ସେନେଇ ଗ୍ରାହକମାନେ ସର୍ବଦା ପ୍ରୟାସ କରିଥାନ୍ତି । ବ୍ୟାଙ୍କମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଅନେକ ନିବେଶ…

୨୦୦୦ ଟଙ୍କିଆ ନୋଟ ଫେରସ୍ତ: ଜମା ବୃଦ୍ଧି ପାଇଲା ୧୯୧.୬ ଲକ୍ଷ କୋଟି ଟଙ୍କା, ଭାଙ୍ଗିଲା ୬ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୯ ମଇ ୨୦୨୩ ରେ ସର୍କୁଲାରରୁ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ​​ଏବଂ ଏହା ପରେ ସିଷ୍ଟମରୁ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରୁଛି। ଏହାର ପ୍ରଭାବ…

ଘରର ଭିତରକୁ ସୂର୍ଯ୍ୟ କିରଣ ପଡିବା ଭଲ କି ନାହିଁ : ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବାସ୍ତୁଶାସ୍ତ୍ରୀ

ଭୁବନେଶ୍ୱର : ମଣିଷକୁ ରହିବା ପାଇଁ ଖଣ୍ଡିଏ ବାସଗୃହର ଆବଶ୍ୟକ ରହିଛି । ଏହି ବାସଗୃହ ବାସ୍ତୁ ନିୟମରେ ହୋଇଥିଲେ ଆମକୁ ବହୁତ ଶୁଭଫଳ ମିଳିଥାଏ । ବାସ୍ତୁରେ ଅନେକ ନିୟମ ରହିଛି, ସେଥିରେ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ…

ଦିଲ୍ଲୀବାସୀଙ୍କ ପାଇଁ ଏବେ ନୂଆ ଟେନସନ୍! ଘରୁ ବାହାରୁଛନ୍ତି ନାଗ ସାପ, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ଜଳର ଅବନତି ସମୟରେ ସାପ ଦେଖିବାର ଘଟଣା ବୃଦ୍ଧି ପାଇବା ପରେ ସରକାର ମଙ୍ଗଳବାର ଏହି ପରିସ୍ଥିତିର ମୁକାବିଲା ପାଇଁ ଶୀଘ୍ର ପ୍ରତିକ୍ରିୟା ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଣେ…

ଇଚ୍ଛାମୃତ୍ୟୁ ପାଇଁ ରାଜ୍ୟରେ ଗଠନ ହେବ ଦୁଇଟି ମେଡିକାଲ ବୋର୍ଡ: କାର୍ଯ୍ୟକାରୀ ହେବ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରୋଗୀମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ସେମାନଙ୍କର ଜୀବନ ଯାଇ ନଥାଏ । ଏଭଳି ସ୍ଥିତିରେ ରୋଗୀମାନେ ବାଧ୍ୟହୋଇ ଜିଲ୍ଲାପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ…

ସୃଷ୍ଟି ହେଇଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ଲାଗି ରହିବ ବର୍ଷା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବଢିବ ବର୍ଷା । ୨୨ ତାରିଖ ପର୍ଯ୍ୟନ୍ତ…

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ବୌଦ୍ଧର ଉପଜିଲ୍ଲାପାଳ : ମିଳିଲା ସମ୍ମାନଜନକ ‘ଭୂମି ସମ୍ମାନ’

ବୌଦ୍ଧ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ବୌଦ୍ଧଜିଲ୍ଲାର ଉପଜିଲ୍ଲାପଳ ରବିନ୍ଦ୍ରନାଥ କହଁର ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ବୌଦ୍ଧ ଜିଲ୍ଲାକୁ ସମ୍ମାନଜନକ ‘ଭୂମି…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଛାତ: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା ହେଉଛି । ବର୍ଷା କାରଣରୁ ପୂର୍ବରୁ ଅନେକ ଧନଜୀବନ ହାନୀ ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ପୁଣି ଏକ ବଡ଼ ଘଟଣା । ଭୀଷଣ ବର୍ଷା ପରେ ଗୋଟିଏ…

CPIM ବିଧାୟକଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ…