fbpx
Browsing Category

Breaking News

ଘରେ ବସି ୟୁଟ୍ୟୁବରେ ରୋଜଗାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ, କେବେ ବି ଚଢଉ କରିପାରେ ଆୟକର ବିଭାଗ

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ୟୁଟ୍ୟୁବରେ ରୋଜଗାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ୟୁଟ୍ୟୁବରେ ରୋଜଗାରର ପୁରା ହିସାବ ଆୟକର ବିଭାଗକୁ ଦେବା ସମୟରେ ଟିକସ ପଇଠ କରିବାକୁ ହେବ । ଏହା ସହିତ ୟୁଟ୍ୟୁବରେ ପଇସା…

ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ନୂଆଦିଲ୍ଲୀଠାରେ ଆୟୋଜିତ ସମ୍ମିଳନୀରେ ଓଡ଼ିଶାକୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଓଡ଼ିଶା ଭାସ୍କର: ନୂଆଦିଲ୍ଲୀଠାରେ ଆଜି ଭାରତୀୟ ବଣିକ ଓ ଶିଳ୍ପ ମହାସଂଘ (ଫିକି) ତରଫରୁ ସଡ଼କ ସୁରକ୍ଷାରେ କର୍ପୋରେଟ୍‍ ମାନଙ୍କ ଭୂମିକା ସମ୍ପର୍କିତ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଯୋଗୀ ରାଜ୍ୟଭାବେ…

(Video) ATM ରୁ ଟଙ୍କା କାଢିବା ବେଳେ ସାବଧାନ୍: ନୋଟ୍ ବଦଳରେ ବାହାରୁଛି ବିଷଧର ସାପ

ନୂଆଦିଲ୍ଲୀ: ଏଟିଏମ ମେସିନରୁ ଟଙ୍କା କାଢିବା ବେଳେ ସାବଧାନ୍ ରୁହନ୍ତୁ । ନଚେତ୍ ଟଙ୍କା ପାଇବା ତ ଦୂରର କଥା ଆପଣ ନିଜ ଜୀବନ ହରାଇ ପାରନ୍ତି । କାରଣ ଏବେ ଏଟିଏମରୁ ଟଙ୍କା ବାହାରିବା ଜାଗାରେ ବାହାରୁଛନ୍ତି ବିଷଧର ସାପ ।…

Youtube ରୁ କେମିତି ହେବ ରୋଜଗାର? ୧୦୦୦ Views ହେଲେ ମିଳିଥାଏ ଏତିକି ଟଙ୍କା, ଜାଣନ୍ତୁ ହିସାବ

ନୂଆଦିଲ୍ଲୀ: ଆଜିକାଲି ଟଙ୍କା ରୋଜଗାର କରିବା ପାଇଁ ଅନେକ ଗୁଡିଏ ମାଧ୍ୟମ ଖୋଲିସାରିଛି । ବିଶେଷ କରି ଡିଜିଟାଲ ପ୍ଲାଟଫର୍ମରୁ ରୋଜଗାର କରିବାର ଉପାୟ ଏବେ ଟ୍ରେଣ୍ଡରେ ରହିଛି । ତେବେ ଏଥିମଧ୍ୟରେ ସବୁଠୁ ଆଗରେ ରହିଛି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା,୧୮ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆସନ୍ତା ପାଞ୍ଚ ଦିନ ଧରି…

ସଡ଼କ ସୁରକ୍ଷା ପାଇଁ ଓଡ଼ିଶାକୁ ମିଳିଲା ଜୁରି ପୁରସ୍କାର

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱରେ ମଙ୍ଗଳବାର ଅନେକ ବିରୋଧୀ ଦଳଙ୍କ ବୈଠକ ବେଙ୍ଗାଲୁର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମିଳିତ ପ୍ରଗତିଶୀଳ ଗଠବନ୍ଧନ(ୟୁପିଏ)ର ନାମ ବଦଳାଯାଇ ନୂଆ ନାମ ଦିଆଯାଇଛି। ୨୦୨୪ ନିର୍ବାଚନ…

ପତ୍ନୀ ଠାରୁ ମୁକ୍ତି ପାଇବାକୁ ଚାହୁଁଛିି ପତି, ମୋତେ ମେସେଜ୍ କରୁଥିଲା, ବଲିଉଡ୍ ଦମ୍ପତିଙ୍କ ସଂପର୍କକୁ ନେଇ ଏପରି କିଛି କହିଲେ କଙ୍ଗନା

ମୁମ୍ବାଇ: କଙ୍ଗନା ନିଜର ଏକ ଲାଟେଷ୍ଟ ପୋଷ୍ଟରେ ବଲିଉଡ୍ କପଲ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦୁଇ ଜଣଙ୍କ ବିବାହ ନକଲି ଓ ଏବେ ପତି ପତ୍ନୀଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛିି ।…

ମଦ ବୋତଲର କ୍ୟୁଆର କୋଡ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ : ଜନ୍ମଦିନରେ ମୃତ୍ୟୁ ସାମ୍ନାକୁ ଠେଲି ଦେଲା ସାଙ୍ଗ

ନୂଆଦିଲ୍ଲୀ: ଜନ୍ମ ଦିନରେ ସାଙ୍ଗକୁ ଡାକି ନେଇ ହତ୍ୟା କରିଛି ସାଙ୍ଗ। ଏଭଳି ଏକ ଆଶ୍ଚର‌୍ୟ୍ୟଜନକ ଖବର ମଧ୍ୟପ୍ରଦେଶର ବରେଲୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ରୋହିତ ତାଙ୍କ ୨ଜଣ ସାଙ୍ଗ ସହ ମିଶି ନିଜ ଜନ୍ମ ଦିନ ସେଲିବ୍ରେଟ…

କଂଗ୍ରେସର କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ଲୋଭ ନାହିଁ, ମହାମେଳିକୁ ନେଇ ଉତ୍ତର ରଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ବିରୋଧୀ ଦଳଙ୍କ ମହା ବୈଠକ ଜାରି ରହିଛି । ଆଜି ବୈଠକର ଦ୍ୱିତୀୟ ତଥା ଶେଷ ଦିନ । ଏହି ବୈଠକରେ ଭାଗ ନେବା ଲାଗି ୨୬ ଦଳର ନେତା ପହଞ୍ଚିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ…

Big Breaking: ଲୁପ୍ ଲାଇନରେ ପଶିଲା ମେମୁ ଟ୍ରେନ!

ବାଲେଶ୍ୱର:ବାଲେଶ୍ୱରରେ ପୁଣି ଏକ ଟ୍ରେନ ଦୁର୍ଘଟଣା ସଂପର୍କୀୟ ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାରୁ ମେମୁ ଟ୍ରେନ ଅଳ୍ପକେ ବର୍ତ୍ତିଛି ବୋଲି ଜଣାପଡିଛି । ଏହି ଟ୍ରେନଟି ଭଦ୍ରକରୁ ବାଲେଶ୍ୱରକୁ ଆସୁଥିବାର ଜଣାପଡିଛି ।…