fbpx
Browsing Category

Breaking News

ଏହି ଚାକିରିରେ ମିଳୁଛି ୬୦ ହଜାର ଦରମା ଓ ରହିବାକୁ ମାଗଣା ଘର: କିନ୍ତୁ ସର୍ତ୍ତ ଶୁଣିବା ପରେ ପଳାୟନ କରୁଛନ୍ତି ଲୋକେ !

ନୂଆଦିଲ୍ଲୀ: ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଚାକିରି କିମ୍ବା ଛୋଟ-ବଡ ବ୍ୟବସାୟ କରନ୍ତି । କରୋନା ସମୟରେ ଅନେକ ଲୋକ ସାରା ବିଶ୍ୱରେ ଚାକିରି ହରାଇଛନ୍ତି । ଅବଶ୍ୟ କିଛି ଲୋକ ନୂଆ ଷ୍ଟାର୍ଟଅପ୍…

କର୍ମଚାରୀଙ୍କର ବସ୍ ଙ୍କୁ ଜବାବ, ଆପଣ ତ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି ମୁଁ କାହିଁକି ଆସିବି

ଜୟପୁର:ସରକାରୀ ବିଭାଗର ତଳସ୍ତରର କର୍ମଚାରୀଙ୍କୁ ଯଦି ବଡ ଅଫିସର କାରଣ ଦର୍ଶାଅ ନୋଟିସ୍ ଦିଅନ୍ତି ତେବେ କର୍ମଚାରୀଙ୍କୁ ଏହାର ଜବାବ ରଖିବା ଭାରି ପଡିଯାଏ । କିନ୍ତୁ ଜୟପୁର ଡିସକମ୍ କୋଟାରେ ଏହାର ଓଲଟା ଘଟଣା ସମାନାକୁ…

ରାହୁଲ ଗାନ୍ଧୀ ମାନହାନି ମାମଲା: ୨୧ ଜୁଲାଇରେ ଶୁଣାଣି କରିବେ ସୁପ୍ରିମକୋର୍ଟ, ମୋଦୀ ସରନେମକୁ ନେଇ ମିଳିଥିଲା ଦଣ୍ଡ

ନୂଆଦିଲ୍ଲୀ: ମୋଦୀ ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ରାଜି…

ବିରୋଧୀଙ୍କ ମହାମେଳିକୁ ମୋଦୀଙ୍କ ଟାର୍ଗେଟ୍; କହିଲେ ବିରୋଧୀଙ୍କ ଦୋକାନର ଲେବୁଲ ଗୋଟିଏ କିନ୍ତୁ ମାଲ ରହିଛି କିଛି ଅଲଗା

ନୂଆଦିଲ୍ଲୀ:ବେଙ୍ଗାଲୁରରେ ହେଉଥିବା ବିରୋଧୀ ଦଳଙ୍କ ମହାମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ୍ କରିଛନ୍ତି । ସେ ଏହି ବୈଠକକୁ ଭ୍ରଷ୍ଟାଚାରୀଙ୍କ ସମ୍ମିଳନୀ ବୋଲି କହିଛନ୍ତି । ସେ କହିଛନ୍ତି ସ୍ୱାଧୀନତାର ୭୫…

ବିରୋଧୀଦଳଙ୍କ ମେଗା ଶୋ;୨ ବର୍ଷ ପରେ ପରସ୍ପରକୁ ଭେଟିଲେ ସୋନିଆ-ମମତା, କ’ଣ ଆଲୋଚନା କଲେ ଦୁଇ ନେତ୍ରୀ

ବେଙ୍ଗାଲୁର:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୁଦ୍ଧରେ ବେଙ୍ଗାଲୁରରେ ବିରୋଧୀଦଳମାନଙ୍କର ମହାଗଠବନ୍ଧନ ନେଇ ମେଗା ଶୋ' ଆରମ୍ଭ ହୋଇଛି । କଂଗ୍ରେସ ସମସ୍ତ ବିରୋଧୀ ଦଳମାନଙ୍କର ଏହି ବୈଠକ ଡକାଇଛି । ଏହି…

ନକଲି ପୁରୋହିତଙ୍କ ଦ୍ୱାରା ପ୍ରେରିତ ହୋଇ ଅନାହାରରେ ୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ, ଦେଖାଇଥିଲେ ଈଶ୍ୱରଙ୍କୁ ପାଇବାର ସ୍ଵପ୍ନ

ନୂଆଦିଲ୍ଲୀ: କେନିଆରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନୁଗାମୀମାନଙ୍କ ମୃତଦେହକୁ ଭେଟିବା ପ୍ରକ୍ରିୟା ବନ୍ଦ ହେବା ପରି ମନେ ହେଉନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୋମବାର ଦିନ ଖ୍ରୀଷ୍ଟିଆନ ଧର୍ମର ଆଉ ୧୨ ଜଣଙ୍କ…

Today’s gold rate : ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, କିଣିବା ପୂର୍ବରୁ ନଜର ପକାନ୍ତୁ ଆଜିର ଦାମ ଉପରେ

ଭୁବନେଶ୍ୱର : ମହିଳାଙ୍କ ସୌନ୍ଦର୍ଯ୍ୟକୁ ପୂର୍ଣ୍ଣ କରେ ସୁନାର ଗହଣା । ପ୍ରତ୍ୟେକ ମହିଳା ଗହଣା ପିନ୍ଧିବା ପାଇଁ ଭଲ ପାଇଥାନ୍ତି । ତେଣୁ ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର । ଆଜି ଭାରତୀୟ…

ସକାଳୁ ସକାଳୁ ମଦ ପିଇବା ଲୋକଙ୍କୁ ମଦ୍ୟପ କହିବା ଉଚିତ୍ ନୁହେଁ, ଏହି ମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି କଲା ଟାର୍ଗେଟ

ନୂଆଦିଲ୍ଲୀ: ତାମିଲନାଡୁ ସରକାରର ଜଣେ ମନ୍ତ୍ରୀ ମୁଥୁସାମି ଏକ ବିବୃତ୍ତି ଦେଇ ଏକ ବଡ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ସକାଳେ ମଦ୍ୟପାନ କରନ୍ତି ସେମାନେ ଅସୁସ୍ଥ କହିବା ଉଚିତ୍ ନୁହେଁ ଏବଂ ଯଦି…

ଭାରତୀୟ ସେନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ, ତିନୋଟି ଗ୍ରେନେଡ଼ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସିନ୍ଧ୍ରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୋମବାର ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…

ଏବେ ଚୀନ-ପାକିସ୍ତାନକୁ ରକ୍ଷା ନାହିଁ! ଭାରତ ପାଖେ ରହିବ ୯୭ ଡ୍ରୋନ, ୧୦ ହଜାର କୋଟିରେ ହୋଇଛି ଡିଲ୍!

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ସୀମା ଉପରେ ନଜର ରଖିବା ପାଇଁ ଭାରତ ଏହାର ନୀରିକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରିବା ଲାଗି ମଜବୁତ କରିବାକୁ ଯାଉଛି। ସୋମବାର ଦିନ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚୀନ୍ ଏବଂ…