fbpx
Browsing Category

Breaking News

ଏସିଆନ ଗେମ୍ସରେ ଭାଗ ନେବନି କି ଇଣ୍ଡିଆ ଟିମ୍? କୋଚ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଭାବପ୍ରବଣ ଆବେଦନ

ନୂଆଦିଲ୍ଲୀ: ୧୯ତମ ଏସିଆନ ଗେମ୍ସ ଚୀନର ହଙ୍ଗଜୋରେ, ୨୩ ସେପ୍ଟେମ୍ବରରେ ଆଠ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ଏହି ଖଳରେ ଭାରତୀୟ ଫୁଟବଲ ଟିମ୍ ଭାଗ ନ ନେବା ଦେଖାଯାଇଛି । ଭାରତୀୟ ଫୁଟବଲ ଟିମ୍ ଏସିଆଇ ଲେବୁଲରେ ଟପ୍-୮…

୭୯ ଜଣ BJD ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ପୁନର୍ଗଠନ କରୁଛି । ନିକଟରେ ଦଳ କିଛି ଜିଲ୍ଲାରେ…

NITI Aayog Report: ପାଞ୍ଚ ବର୍ଷ ମଧ୍ୟରେ ଗରିବୀ ସୀମା ରେଖାରୁ ହଟିଛନ୍ତି ୧୩.୫ କୋଟି ଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ମଧ୍ୟରେ ମୋଦୀ ସରକାରର ୯ ବର୍ଷର ଶାସନ ପୂରିଗଲାଣି । ମୋଦୀ ସରକାରଙ୍କ ଅବସରରେ…

(Video) ଟୋଲ ମାଗିବାରୁ ମହିଳା ଦେଖାଇଲେ ଦାଦାଗିରି, ବୁଥରେ ପଶିଯାଇ କର୍ମଚାରୀଙ୍କ ମୁହଁ-ଚୁଟି ଟାଣି ପକାଇଦେଲେ ତଳେ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଟୋଲ ପ୍ଲାଜାରେ ଜଣେ ମହିଳାଙ୍କୁ ଗାଳିଗୁଲଜ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରାଧାନ୍ୟ ବିସ୍ତାର କରୁଥିବା ମହିଳା ଲୁହାରଲି ଟୋଲ ପ୍ଲାଜାରେ ମହିଳା କର୍ମଚାରୀଙ୍କୁ…

SBIର ବଡ଼ ଘୋଷଣା: ଏଣିକି ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ YONO Appରେ ନେଣଦେଣ କରିପାରିବେ, ପ୍ରୋସେସ୍ ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣମାନେ ଏସବିଆଇର ୟୋନୋ ଆପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିକଟରେ ଦେଶର ସର୍ବବୃହତ ବ୍ୟାଙ୍କ ୟୋନୋ ଆପ ନୂଆ ଭର୍ସନ ଲଞ୍ଚ କରିଛି । ଏବେ ଏହି ଆପ…

ପୁଣି ଏକ ଛାତ୍ରର ଆତ୍ମହତ୍ୟା: ଏହି ସହରରେ ଏପର୍ଯ୍ୟନ୍ତ ୧୬ଜଣ ଛାତ୍ର ଦେଲେଣି ଜୀବନ

ଜୟପୁର: ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଆଜି ପୁଣି କୋଚାରେ ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ମାମଲା ଜବାହର ନଗର ପୋଲିସ ଷ୍ଟେସନ ଅଞ୍ଚଳର ରାଜୀବ ନଗର…

ମଣିଷ କଙ୍କାଳ ଚୋରା ଚାଲାଣ, ଜବତ କଲା FBI

ଆପଣମାନେ ପ୍ରାୟତଃ ମଣିଷ ଅଙ୍ଗ ଚୋରା ଚାଲାଣ ବିଷୟରେ ଶୁଣିଥିବେ । ବେଳେ ବେଳେ ମଣିଷର ମୃତ ଶରୀର ଚାଲାଣର ଖବର ମଧ୍ୟ ସାମ୍ନାକୁ ଆସିଥାଏ । କିନ୍ତୁ ଆପଣମାନେ କେବେ ମଣିିଷର କଙ୍କାଳ ଚାଲାଣ ବିଷୟରେ ଶୁଣିଛନ୍ତି କି ?…

ଆସନ୍ତା ୨୦୨୪ରେ ଓଡ଼ିଶାରେ BJP ସରକାର ଗଠନ କରିବ: ରାଜ୍ୟରେ ସରକାର ବଦଳିବା ନେଇ ମନମୋହନଙ୍କ ଦମ୍ଭୋକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଶ ରୋମାଞ୍ଚକର ହେବ । ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ ବିଜେପି ନିଜ ନିଜର…

ଉଡାଣ ବେଳେ ବିମାନରେ ଫାଟିଲା ମୋବାଇଲ ବ୍ୟାଟେରୀ, ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ଜୟପୁର: ରାଜସ୍ଥାନର ଉଦୟପୁରରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ଯାତ୍ରୀମାନଙ୍କୁ ନେଇ ଉଡାଣ ଆରମ୍ଭ କରିବା ବେଳେ ଏପରି ଅଘଟଣ ଘଟିବ କଥା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନକୁ ଜରୁରୀ କାଳୀନ ଅବତରଣ…

BJD ନେତ୍ରୀ ତଥା NAC ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ବିଜେଡିର ଜଣେ ନେତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ଗତ ୨୦୨୨ ମସିହାରେ ବିଜେଡି ଟିକେଟରେ ଏନଏସି ନିର୍ବାଚନରେ ବିଜୟ ଲାଭ କରିଥିବା…