Browsing Category

Breaking News

ଗୋପରେ ଦେଖିବାକୁ ମିଳିଲା ବିଚିତ୍ର ଘଟଣା! ପାଣିରେ ଭାସି ଭାସି ଆସିଲା ୧୫ କେଜିର ଏକ ପଥର, ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପାଖପାଖରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯାହାକୁ କେହି ସହଜରେ ଗ୍ରହଣ କରିନଥାନ୍ତି । ସାଧାରଣ ଭାବେ ପଥର ପାଣିରେ ବୁଡ଼ିଯାଏ । ମାତ୍ର ଯଦି ଆପଣଙ୍କୁ କିଏ କହିବ…

IND vs WI ଦ୍ୱିତୀୟ ଦିନିକିଆରେ ହେବ କି ‘ସୂର୍ଯ୍ୟ’ ଅସ୍ତ? ଦଳରେ ୨ଟି ପରିବର୍ତ୍ତନ କରିପାରନ୍ତି ରୋହିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଉଭୟ ଦଳ । ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ କବଜା କରିବାକୁ ଚେଷ୍ଟା…

BJP ଘୋଷଣା କଲା ନୂଆ ଟିମ୍: ୩୮ ଜଣ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନର ମହାଲଢ଼େଇ । ଏହାକୁ ନେଇ ବିରୋଧୀ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ରଣହୁଙ୍ଗାର ଆରମ୍ଭ କରିଦେଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ…

ବିପଦରେ ‘ବ୍ରହ୍ମୋସ’ର ରିପୋର୍ଟ! ହନିଟ୍ରାପ ଜାଲରେ ଫସି DRDO ବୈଜ୍ଞାନିକ ନେଇଥିଲେ ଭୁଲ ନିଷ୍ପତ୍ତି, ATSର ଖୁଲାସା

ନୂଆଦିଲ୍ଲୀ: ଭାରତର ଶକ୍ତିଶାଳୀ 'ବ୍ରହ୍ମୋସ ମିସାଇଲ'ର ରିପୋର୍ଟକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ବ୍ରହ୍ମୋସ ମିସାଇଲ ପ୍ରୋଜେକ୍ଟର ଏକ ସିକ୍ରେଟ ରିପୋର୍ଟ ସେୟାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଡିଆରଡିଓର ଜଣେ…

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ପାଉଡର ଖାଉଥିଲେ ସାବଧାନ: କିଡନୀ ଅକାମୀ, ହୃଦଘାତ ଓ ବ୍ରେନ ଷ୍ଟ୍ରୋକ ନେଇ ସତର୍କ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପୀଢ଼ି ପ୍ରୋଟିନ ପାଉଡର ଜାଲରେ ପଡ଼ିଛନ୍ତି । ଦିନକୁ ଦିନ ଜିମର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ପ୍ରୋଟିନ ଖାଇ ନିଜ ଶରୀରକୁ ବଳିଷ୍ଠ, ଶକ୍ତିଶାଳୀ କରିବାକୁ ଯୁବକମାନେ କଠିନ ପରିଶ୍ରମ…

ମଣିପୁର ହିଂସା ପଛରେ ବିଦେଶୀ ଷଡ଼ଯନ୍ତ! ପୂର୍ବ-ଉତ୍ତର ଭାରତରେ ଅସ୍ଥିରତାକୁ ନେଇ ଚେତାବନୀ ଦେଲେ ପୂର୍ବତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଗତ କିଛିମାସ ଧରି ମଣିପୁର ଜଳୁଛି । ହିଂସାକାଣ୍ଡରେ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଲୋକ ବାହହରା ହୋଇଯାଇଛନ୍ତି । ଏଥିସହିତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବ୍ୟାହତ ହେବା ସହିତ ରାଜ୍ୟରେ…

ତେଲେଙ୍ଗାନାରେ ଥମୁନି ବର୍ଷା : ଉଦ୍ଧାର ହେଲା ୧୪ ମୃତଦେହ

ତେଲେଙ୍ଗାନାରେ : ଲଗାଣ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟାର ପରିସ୍ଥିତି ଉପୁଜୁଛି । ତେଲେଙ୍ଗାନାରେ ବର୍ଷାର ବିତ୍ପତି, ୧୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେଲେଙ୍ଗାର ମୁଲୁଗୁ…

ଜୁନ୍ ୪ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ ୨୦୨୪: କେଉଁଠି ଖେଳାଯିବ ମେଗା ଟୁର୍ଣ୍ଣାମେଣ୍ଟ?

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପର ନବମ ସଂସ୍କରଣ । ଏହି ମେଗା ଇଭେଣ୍ଟ ପାଇଁ ଘୋଷଣା ହୋଇଯାଇଛି ତାରିଖ । ରିପୋର୍ଟ ଅନୁସାରେ ଆସନ୍ତାବର୍ଷ ଜୁନ୍ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦…

୩୧ ତାରିଖରୁ ପ୍ରବଳ ବର୍ଷିବ: ରାଜ୍ୟରେ ଆଗକୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ସକ୍ରିୟ ରହିଛି ମୌସୂମୀ । ଏହାସହିତ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ଆଗାମୀ ଦିନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି ।…

ଗାଇ କ୍ଷୀର ଠାରୁ ଅଧିକ ଫାଇଦା ଛେଳୀ କ୍ଷୀର : ଜାଣିନିଅନ୍ତୁ ଏହାର ଉପକାରିତା

ଭୁବନେଶ୍ୱର : ଶରୀରକୁ ସୁସ୍ଥ ରଖିବା ପାଇଁ କ୍ଷୀର ନିତ୍ୟନ୍ତ ଆବଶ୍ୟକ । କିନ୍ତୁ ଆପଣ ଜାଣି ଛନ୍ତି କି ଗାଇ କ୍ଷୀର ଅପେକ୍ଷା ଛେଳି କ୍ଷୀରତ ଅତ୍ୟନ୍ତ ଫାଇଦା ହୋଥାଏ । ଏଥିରେ ଶାରୀରିକ ଏବଂ ମାନସୀକ ଅବସ୍ଥାରେ ସୁଧାର…