Browsing Category

Breaking News

ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ ଆସିଲା କରେଣ୍ଟ , ଯୁବ ଇଂଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ କରେଣ୍ଟ ଆସିବାରୁ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସାରା ସହରରେ ଆତଙ୍କ ଖେଳିଯାଇଛି ।…

ଆସନ୍ତା ୨୩ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ବନ୍ୟାଜଳ: ଜନସାଧାରଣଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୀରାକୁଦ ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢ଼ି ଚାଲିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ି ଚାଲିଥିଲା । ତେଣୁ ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ଜଳ ଛଡ଼ାଯାଇ ପାରେ…

ଉଡୁଥିବା ବିଶାଳ ଅସରପା: ମରିଯିବା ଭୟରେ ଚୀନର ଏହି ଯୁବତୀ ଛାଡିଲେ ଏକ ଲକ୍ଷ ଟଙ୍କାର ଚାକିରି

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀ ଅସରପା ଭୟରେ ଏକ ଲକ୍ଷ ଟଙ୍କାର ଚାକିରି ଛାଡିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଯୁବତୀ କିଛି ସମୟ ପାଇଁ କାମ ନ କରି ଘରେ ବସିଛନ୍ତି । ସୋସିଆଲ ମିଡିଆରେ ଏହି ଯୁବତୀ ଦାବି…

ଆଶ୍ଚର୍ଯ୍ୟଜନକ ଘଟଣା: ୬୮ ବର୍ଷୀୟା ମହିଳାଙ୍କ ପେଟରୁ ବାହାରିଲା ବାହାରିଲା ୧୬ କେଜିର ଟ୍ୟୁମର

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ସର୍ଜରୀ ମାଧ୍ୟମରେ…

ନେଦରଲ୍ୟାଣ୍ଡ ପିଲାମାନେ ଦୁନିଆର ସବୁଠୁ ଅଧିକ ଖୁସି କାହିଁକି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରତ୍ୟେକ ସହର ଓ ଗାଁରେ ଏହା ଏକ ଅତି ସାଧାରଣ ଦୃଶ୍ୟ ଯେ, ପିଲା ସ୍କୁଲକୁ ଯାଉନାହାଁନ୍ତି ଏବଂ ତାଙ୍କୁ ମାଡ଼ ମାରିବା ସହ ଜବରଦସ୍ତ ସ୍କୁଲକୁ ପଠାଯାଉଛି। ଯଦି ପିଲାଟି ପିତାମାତାଙ୍କ ଅନୁଯାୟୀ କୌଣସି…

ଷ୍ଟାବିଲିଟି ଏଆଇ ସିଇଓଙ୍କ ଭବିଷ୍ୟବାଣୀ, ଆଗାମୀ ୨ ବର୍ଷରେ ଚାଲିଯିବ ବହୁ ଆଇଟି ଇଂଜିନିୟରଙ୍କ ଚାକିରି

ନୂଆଦିଲ୍ଲୀ: ଭାରତରେ ଆଇଟି ସେକ୍ଟର ଅର୍ଥାତ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ କାମ କରୁଥିବା ଇଂଜିନିୟରର୍ସଙ୍କ ଲାଗି ଆଗାମୀ ଦିନ ବଡ ସମସ୍ୟାପୂର୍ଣ୍ଣ ରହିବ । ଆଗାମୀ ୨ ବର୍ଷ ମଧ୍ୟରେ ସେମାନଙ୍କ ଚାକିରି ଯିବାର…

ଦୁଇ ମହିଳାଙ୍କର ଖରାପ Video କାହିଁକି ହଟାଯାଇ ନଥିଲା: Twitter ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର?

ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ବିରୋଧରେ ହୋଇଥିବା ଅମାନୁଷିକ ନିର୍ଯାତନାକୁ ନେଇ ସାରା ଦେଶବାସୀଙ୍କ ମୁଣ୍ଡ ଲଜ୍ଜ୍ୟାରେ ନଇଁ ଯାଇଛି । ରାଜ୍ୟ ସରକାର, କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର…

ମାଲକାନଗିରି ଘାଟିରେ ଭୁସ୍କଳନ : ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୧୫ରୁ ଅଧିକ ଗ୍ରାମ

ମାଲକାନଗିରି : ମାଲକାନଗିରିର ବାୟାପଡ଼ା ଘାଟିରେ ଭୁସ୍କଳନ ହୋଇଛି । ଏହି ଭୁସ୍କଳନରେ ମାଟି ଧସି ହୋଇଯାଇଛି । ଏହାଫଳରେ ବାହ୍ୟ ଜଗତରୁ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଞ୍ଚାୟତର ୧୫ରୁ ଅଧିକ ଗ୍ରାମ ବିଚ୍ଛିନ୍ନ…

ହଙ୍ଗାମାରୁ ହିଁ ପ୍ରଥମ ଦିନର ମୌସୁମୀ ଅଧିବେଶନ ଆରମ୍ଭ, ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥଗିତ କରିଦିଆଗଲା ଦୁଇ ଗୃହର କାର୍ଯ୍ୟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପୂର୍ବ ସନ୍ଧ୍ୟାରେ ବିରୋଧୀ ଦଳଙ୍କ ଦାବୀକୁ ସରକାର ସ୍ୱୀକାର କରି ମଣିପୁର ହିଂସା ଓ ଦରଦାମ୍ ବୃଦ୍ଧି ଉପରେ ଚର୍ଚ୍ଚା ଲାଗି ସମ୍ମତି ଜଣାଇଥିଲେ…

ସାହାରାରେ ଅଟକି ଥିବା ଟଙ୍କାକୁ ପାଇବାକୁ ନିଜେ କରନ୍ତୁ ଆବେଦନ: ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ସାହାରାରେ ଫସି ରହିଥିବା ଲୋକଙ୍କ ଟଙ୍କାକୁ ଫେରସ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ୧୮ ଜୁଲାଇ ୨୦୨୩ ରେ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ ସୋସାଇଟି (ସିଆରସିଏସ)…