Browsing Category

Breaking News

କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ କଲେଜ ମାଗିଲା ୧୫ ହଜାର ଟଙ୍କା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜ ପାଠପଢ଼ା ସରିବା ପରେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କଲେଜରୁ ଏହି ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ…

OMG! ୧୦ ସେକେଣ୍ଡ ପାଇଁ ଝିଅ ସହିତ ‘ଖରାପ କାମ’ କରିବା ଅପରାଧ ନୁହେଁ! ବିଚାରପତି ଶୁଣାଇଲେ ଅଜବ ନିଷ୍ପତ୍ତି

ନୂଆଦିଲ୍ଲୀ: ଯୁବତୀ ଏବଂ ମହିଳାଙ୍କ ସହ ଯୌନ ଶୋଷଣ ଗୁରୁତର ଅପରାଧିକ ବର୍ଗରେ ଆସିଥାଏ । ଏହା ପ୍ରତ୍ୟେକ ଦେଶର ଆଇନ ଏବଂ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଏ । ଆପଣ ନିଶ୍ଚୟ ଏପରି ଅନେକ ମାମଲା ଦେଖିଥିବେ…

୭ ଦିନରେ ଦୁଇଟି ଚିତାଙ୍କର ମୃତ୍ୟୁ କେମିତି ହେଲା: ଭାରତରେ ୮ଟି ଚିତା ପ୍ରାଣ ହରାଇବା ପଛର ରହସ୍ୟ ଖୋଲିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ନାମିବିଆରୁ ଅଣାଯାଇଥିବା ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡ଼ା ଯାଇଥିଲା । ଏହାପରେ ଚଳିତ…

ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ: ହେବ କି ପୁନର୍ବିଚାର?

ନୂଆଦିଲ୍ଲୀ: ନେସନାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି ମୋଦୀ ସରନେମ ବିବାଦ । ଏହି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ପ୍ରଥମେ ସେ ହାଇକୋର୍ଟରେ ପହଞ୍ଚିଥିଲେ ।…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା: ୯ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା– ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୫ ଦଶମିକ ୮ କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆଜି ସାରା…

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଲା ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ କେବେ ?

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ନାମପଞ୍ଜୀକରଣ ଆରମ୍ଭ ହୋଇଛି । ଚଳିତବର୍ଷ ନବୀକରଣ ପଦ୍ଧତିକୁ ଉଚ୍ଛେଦ କରାଯାଇଛି । ଅର୍ଥାତ୍‍ ବିଷଦ୍‍ ବିବରଣୀ ସହ ଦସ୍ତଖତ କରି ଚାଷୀ ସମିତିରେ ନୂତନ…

ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫୦୦୦ ପ୍ରୋତ୍ସାହନ ରାଶି : ଗଞ୍ଜାମ ଜିଲ୍ଲା ପ୍ରଶାସନର ଘୋଷଣା

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ…

ଅଧିନାୟକ ହେବେ ମୀରାବାଇ ଚାନୁ : ବିଶ୍ୱ ଭାରତ ଚାମ୍ପିୟନସିପରେ କରିବେ ନେତୃତ୍ୱ

ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲମ୍ପିକରେ ରୋପ୍ୟ ପଦକ ବିଜେତା ମୀରାବାଈ ଚାନୁୁ, ସାଉଦି ଆରବରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଭାରୋତ୍ତୋଳନ ଚମ୍ପିୟନସିପରେ ଭାରତୀୟ ଦଳର ନେତୃତ୍ୱ ନେବେ । ଏନେଇ ସେ ଡ . ଏରୋଲା ହର୍ସିଗଙ୍କ…

ଥ୍ୟାଙ୍କ ୟୁ ଭଗବାନ୍! ଧିରେ ଧିରେ ଥମୁଛି ‘ଯମୁନାର’ର ଜଳସ୍ରୋତ: କିନ୍ତୁ ପାଣିରେ ବୁଡିଛି ସହର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଶାନ୍ତିରେ ନିଶ୍ୱାସ ମାରିବେ ସାଧାରଣ ଲୋକେ । ଏକ ଭୟଙ୍କର ବିପଦ ଟଳିବାକୁ ଯାଉଥିବା ଦେଖାଯାଉଛି । କାରଣ ୩ ଦିନ ପର୍ଯ୍ୟନ୍ତ ସାରା ସହରକୁ ପାଣିରେ ବୁଡାଇ ରଖିବା ପରେ ଏବେ…

ଦେଶର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୯୦ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୯୦ ଟଙ୍କା ମୂଲ୍ୟରେ ବିକ୍ରି ଆରମ୍ଭ କରିଛନ୍ତି । ଜାତୀୟ ସମବାୟ ଖାଉଟି ମହାସଂଘ ମାଧ୍ୟମରେ ରିହାତି…