Browsing Category
Breaking News
ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବ୍ୟାପକ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ମଦ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ରାଜଧାନୀ…
Asian Games 2023: ଧୋନୀଙ୍କ ଶିଷ୍ୟ ଋତୁରାଜ ଗାଏକ୍ୱାଡଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ଯଶସ୍ୱୀ ଜୈସ୍ୱାଲ ମଧ୍ୟ ଦଳରେ ସାମିଲ
ନୂଆଦିଲ୍ଲୀ: ଚୀନ୍ର ଆୟୋଜିତ ହେବାକୁଥିବା ଏସିଅନ୍ ଗେମ୍ସ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ବିସିସିଆଇ ଶୁକ୍ରବାର ମହିଳା ଏବଂ ପୁରୁଷ ଟିମ୍ର ଘୋଷଣା କରିଛି । ମହିଳା ଟିମ୍ରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ…
ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ: ପୁଣି ଏକ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ…
ବାଲେଶ୍ୱର: ଗତ ଦେଢ ମାସରୁ ବାଲେଶ୍ୱର ସହର ଏବଂ ଟ୍ରେନ ଅଘଟଣ ଘଟଣା ବାରମ୍ବାର ଘଟିଚାଲିଛି । ଜୁନ ୨ ତାରିଖରେ ବାହାନଗାର ଭୟାନକ ଦୁର୍ଘଟଣା ପରେ ପୁଣି ଏକ ଟ୍ରେନରେ ଆଜି ଅଘଟଣ ଘଟିଯାଇଛି । ଖଡଗପୁରରୁ ଭଦ୍ରକ ଅଭିମୁଖେ…
(Video) ଅଦ୍ଭୁତ ସଂଯୋଗ! ଏଠାରେ ରହସ୍ୟ ଭାବରେ ଏକାଠି ହୋଇଛନ୍ତି ସମୁଦ୍ର ଓ ମରୁଭୂମି
ଆମ ଚାରି ପାଖରେ ଏମିତି ଅନେକ ଜିନିଷ ରହିଛି, ଯାହାକୁ ଆମେ କେବେ ଜାଣିବାକୁ ଚେଷ୍ଟା କରିନଥାଉ । ସେହିପରି ପୃଥିବୀରେ ହଜାର ହଜାର କଥା ଲୁଚି ରହିଛି, ଯାହା ବିଷୟରେ ଜାଣିଲେ ସାରା ମଣିଷ ଜାତି ଅବାକ୍ ହୋଇଯିବ । କୁହାଯାଏ…
(Video) ପିଲାଙ୍କ ପାଇଁ ପୋଷ୍ଟ ଅଫିସର ଦମଦାର ସ୍କିମ୍: ମାତ୍ର ୬ ଟଙ୍କା ଜମା କରି ପାଇପାରିବେ ଲକ୍ଷାଧିକ ଟଙ୍କାର ସୁବିଧା
ଆଜିକାଲି ସମୟରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତିତ ଥାନ୍ତି ପିତାମାତା ଏବଂ ପରିବାରର ସଦସ୍ୟ । ତେବେ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ପୋଷ୍ଟ ଅଫିସ୍ ନେଇ ଆସିଛି ଆପଣଙ୍କ ପିଲା ପାଇଁ ନୂଆ ସ୍କିମ୍ ।…
IPL-2024ରେ ଭାଙ୍ଗିଯିବ କି ରାହୁଲ-ଗମ୍ଭୀର ଯୋଡ଼ି? ଲକ୍ଷ୍ନୌ ଟିମ୍ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ବିପଦ ସୃଷ୍ଟି ହୋଇଛି । ଆଇପିଏଲ-୨୦୨୪ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ନେଇଛି ଏକ ବଡ…
କୋଟି କୋଟି ଗ୍ରାହକଙ୍କୁ ଖରାପ ଖବର ଶୁଣାଇଲା SBI: କାଲିଠୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଆସନ୍ତାକାଲି ଠାରୁ ବ୍ୟାଙ୍କ ୧୫ ଜୁଲାଇରୁ ଏକ ବିଶେଷ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ବ୍ୟାଙ୍କ ଗ୍ରାହକଙ୍କ…
ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ପ୍ରଯୁକ୍ତିବିଦ୍ୟା ଏବଂ କୋଡିଂ: ଓଡ଼ିଶା ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୌଶଳୀ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଦିଆଯିବ । ସେମାନଙ୍କୁ ଶିକ୍ଷାଦାନ କରିବା ଲାଗି…
ବନ୍ଦେ ଭାରତ v/s ମିନି ବନ୍ଦେ ଭାରତ: ଉଭୟ ଏକ୍ସପ୍ରେସ ମଧ୍ୟରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ସଫଳତାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଶର ଅନେକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଯୋଗାଇ ଦିଆଯାଇଥିବା ବେଳେ ଅନେକ ରୁଟରେ ମିନି…
ୱେଷ୍ଟଇଣ୍ଡିଜ ଗସ୍ତ ଭିତରେ ବଡ଼ ଘୋଷଣା କଲା BCCI: ଅଚାନକ ଏହି ସିରିଜ ଉପରେ ନେଲା ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ପ୍ରଥମ ଟେଷ୍ଟ ଜାରି ରହିଥିବା ବେଳେ ଏହାପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । କିନ୍ତୁ…