Browsing Category

Breaking News

ପୂର୍ବ ଭାରତୀୟ ଦିଗ୍ଗଜ ସ୍ପିନର ଦିଲୀପ ଦୋଷୀଙ୍କର ଲଣ୍ଡନରେ ଦେହାନ୍ତ, ୭୭ ବର୍ଷ ବୟସରେ କହିଲେ ଅଲବିଦା

ଲଣ୍ଡନ: ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୂର୍ବ ଭାରତୀୟ ଦିଗ୍ଗଜ ବାମହାତୀ ସ୍ପିନର ଦିଲୀପ ଦୋଷୀଙ୍କର ଲଣ୍ଡନରେ ଦେହାନ୍ତ ହୋଇଛି। ୭୭ ବର୍ଷ ବୟସରେ ସେ ହୃଦଘାତ ଯୋଗୁଁ ସୋମବାର, ୨୩ ଜୁନ…

ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, ମଧ୍ୟପ୍ରାଚ୍ୟକୁ AI ବିମାନ ଉଡାଣ ବନ୍ଦ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ। ତେହେରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି।…

ଆଜିଠୁ ବଢିବ ବର୍ଷାର ପ୍ରଭାବ: ୫ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଜାରି ରହିଥିବା ଗୁଳୁଗୁଳି ସ୍ଥିତି ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ଜିନିତ…

ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ସମାପ୍ତ: ଟ୍ରମ୍ପଙ୍କ ଘୋଷଣା

ୱାଶିଂଟନ୍‌: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ୧୨ ଦିନିଆ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଉଭୟ ଦେଶ ଏକ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା…

କାତାର ଏବଂ ଇରାକରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ନୂଆଦିଲ୍ଲୀ: ଇରାନ କତାର ଏବଂ ଇରାକରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଛି । ଦୋହାରେ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରାଯାଇଛି । କତାରର ରାଜଧାନୀ ଦୋହାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଥିବା…

Yamunotri Dham Landslide: ହଠାତ୍ ପାହାଡ଼ରୁ ଖସିଲା ପଥର, ଚାପିହୋଇ ଚାଲିଗଲା 2ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଯମୁନୋତ୍ରୀ ଧାମ ଫୁଟପାଥରେ ନୌକାଇଞ୍ଚି ନିକଟରେ ପାଗରେ ହଠାତ୍ ପରିବର୍ତ୍ତନ ହୋଇ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । 2ଜଣ…

‘ସେ ମୋତେ ରୋକିଲେ, ଜବରଦସ୍ତ ଛୁଇଁଲେ, ଆଉ ତା’ପରେ..’. ଦିନ ଦ୍ୱିପ୍ରହରେ ମହିଳାଙ୍କ ସହ ଅଶ୍ଳୀଳତା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ପାଖରେ ରେଣୁକା ୟେଲଲମା ଲେଆଉଟରେ ରବିବାର ଦିନ ଜଣେ ମହିଳାଙ୍କ ସହ ଦିନ ଦ୍ୱିପ୍ରହରରେ ଅସଦାଚରଣ ଏବଂ ମାରପିଟ କରିବାର ମାମଲା ସାମ୍ନାକୁ ଆସିଛି। ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି।…

ଉଭୟ ଇନିଂସରେ ଋଷଭ ପନ୍ତଙ୍କ ଡବଲ୍ ସେଞ୍ଚୁରୀ, ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଋଷଭ ପନ୍ତ ଇଂରେଜଙ୍କୁ ଧୋଇଛନ୍ତି। ଭାରତ ଏବଂ ଇଲଣ୍ଡ ସିରିଜ ପୂର୍ବରୁ ମ୍ୟାଚରେ ଋଷଭ ପନ୍ତ ପ୍ରଥମ ଇନିଂସରେ ଶତକ ମାରିଛନ୍ତି ଏବଂ ଅନ୍ୟ ଇନିଂସରେ ମଧ୍ୟ ଦ୍ୱିତୀୟ ଶତକ ମାରିଛନ୍ତି। ଋଷଭ ପନ୍ତ ଏପରି…

ଲିଡ୍ସ ଟେଷ୍ଟରେ କେଏଲ ରାହୁଲଙ୍କ ଦମଦାର ଶତକ, କ୍ୟାରିୟରରେ ପ୍ରଥମ ଥର ପାଇଁ ଭାଙ୍ଗିଲେ ରେକର୍ଡ

ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ ନକରିଥିବା କେଏଲ ରାହୁଲ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତର ଏହି ପ୍ରତିଭାଶାଳୀ ବ୍ୟାଟସମ୍ୟାନ ଦ୍ୱିତୀୟ ଇନିଂସରେ ଏକ ଚମତ୍କାର ଶତକ…

“ମୁଁ ରାଜ୍ୟସଭା ଯିବିନି..”, ଲୁଧିଆନା ଉପନିର୍ବାଚନରେ AAPର ବିଜୟ ପରେ ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ କହିଛନ୍ତି ଯେ, ସେ ରାଜ୍ୟସଭା ଯିବେ ନାହିଁ। ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦଳର…