Browsing Category

Breaking News

BIG BREAKING: ରାହୁଲ ଗାନ୍ଧୀଙ୍କୁ ଇସି ନୋଟିସ, ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ(ଇସି)ଙ୍କ ନୋଟିସ। ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି "ପନୌତି" ଶବ୍ଦ ବ୍ୟବହାର…

ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ; ୨ ଆହତ

ଓଡିଶା ଭାସ୍କର; ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ। ତମାଣ୍ଡୋ ପଞ୍ଚାୟତ ଅଫିସ ପାଖରେ ଥିବା ଏହି କଲେଜରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ତେବେ ସର୍ଟସର୍କିଟ ଯୋଗୁ…

ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କର ପରଲୋକ, ୯୬ ବର୍ଷରେ ବୁଜିଲେ ଆଖି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ଫତିମା ବେଭିଙ୍କର ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ପ୍ରାଣତ୍ୟାଗ ବେଳେ ଫତିମାଙ୍କୁ ୯୬ ବର୍ଷ…

ବୈଷୟିକ ସମସ୍ୟା କାରଣରୁ ରେଳବାଇ ଟିକେଟ ବୁକିଂ ସର୍ଭିସ ଡାଉନ

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ରେ ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି । ଏହି ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ସମ୍ପୂର୍ଣ୍ଣ…

ରଣବୀରଙ୍କ ‘ଆନିମଲ’ ଅବତାର, ଟ୍ରେଲର ରିଲିଜ୍

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ରିଲିଜ୍ ହେବା ପରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ଆସିବାରେ ଲାଗିଛି । ଫିଲ୍ମରେ ରଣବୀର କପୁର ସବୁଠାରୁ ଭୟଙ୍କର ଭୂମିକାରେ ନଜର…

ଏହି ଜିଲ୍ଲାମାନଙ୍କରେ ୫ ଦିନ ବନ୍ଦ ରହିବ ବିଦ୍ୟାଳୟ, ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁ କଲା ପାଣିପାଗ ବିଭାଗ

ତାମିଲନାଡୁ: କେରଳ ଏବଂ ତାମିଲନାଡୁର କିଛି ଅଞ୍ଚଳରେ ବୁଧବାର ଦିନ ପ୍ରବଳ ବର୍ଷା ହୋଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି । ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳ ଗତ ୨୪ ଘଣ୍ଟା…

ବେଡ୍ ପାର୍ଟନର ଲାଗି ଯୁବତୀ ଇଣ୍ଟରନେଟ୍‌ରେ ଦେଲେ ବିଜ୍ଞାପନ, videoରେ ଦେଖନ୍ତୁ କ’ଣ କହୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜ ପାଇଁ ବେଡ୍ ପାର୍ଟନର ନିମନ୍ତେ ବିଜ୍ଞାପନ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସେ ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଦାବୀ କରିଛନ୍ତି । ଏହା ସହିତ ତାଙ୍କର ଆଉ କିଛି…

ଡିପ୍ ଫେକ୍ ପାଇଁ ହେବ ରେଗୁଲେସନ: ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଗଣତନ୍ତ୍ର ପାଇଁ ଏକ ନୂଆ ବିପଦ ଭାବରେ ‘ଡିପ୍ ଫେକ୍’ ଉଭା ହୋଇଛି। ଭାରତ ସରକାରଙ୍କ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ ଗୁରୁବାର ଦିନ ସୋସିଆଲ ମିଡିଆ…

NMC ଦେଲା ବଡ଼ ଆଶ୍ୱସ୍ତି: NEET UG ପରୀକ୍ଷା ପାଇଁ ଯୋଗ୍ୟତା ନିୟମ ବଦଳିଲା

ନୂଆଦିଲ୍ଲୀ: ଏମବିବିଏସ, ବିଡିଏସ ଓ ବିଏଏସଏମ ପରି ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)…

ପ୍ରଥମେ ସାଙ୍ଗର ସ୍ତ୍ରୀ ଗାଧଉଥିବା ବେଳେ କଲେ ଭିଡିଓ, ପରେ ବ୍ଲାକମେଲ କରି ବାରମ୍ବାର କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କ ସମେତ ତିନି ଜଣଙ୍କୁ ଅଶ୍ଳୀଳ ଭିଡିଓ କରିବା ନେଇ ଅଭିଯୋଗ କରିଛନ୍ତି। ସେ କାର୍ଯ୍ୟାନୁଷ୍ଠାନ ଦାବିରେ ବୁଧବାର ଏସପିଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ବର୍ତ୍ତମାନ…