Browsing Category

Breaking News

ହଜିଯାଇଛି କି ଆପଣଙ୍କ ଆଧାର କାର୍ଡ ଆଉ ଭୁଲି ଯାଇଛନ୍ତି କି ନମ୍ବର, ଜାଣନ୍ତୁ କ’ଣ କରିବେ?

ନୂଆଦିଲ୍ଲୀ: ଆଧାର ହେଉଛି ବ୍ୟକ୍ତିର ସବୁଠାରୁ ବଡ ପରିଚୟ ପ୍ରମାଣପତ୍ର । ଏହା ହଜିଗଲେ ଆପଣଙ୍କ ବହୁ ଜରୁରୀ କାମ ଅଟକି ଯାଇପାରେ । ତେଣୁ ଯଦି ଆପଣଙ୍କ ଆଧାର କାର୍ଡ ହଜିଯାଇଛି ଆଉ ଆପଣଙ୍କର ନିଜ ଆଧାର ନମ୍ବର ମନେ ନାହିଁ…

ବିଶ୍ୱକପ ଦେଇଗଲା ୮ଟି ବଡ଼ ଶିକ୍ଷା: ଆପଣ ବି ଜଣେ ଯୋଦ୍ଧା ହୋଇ ପାରିବେ, ଆପଣ ବି ଜୀବନରେ ଜିତିପାରିବେ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତ ୧୯ ତାରିଖରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ଏବେ ବି କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । କ୍ରମାଗତ ୧୦ଟି ମ୍ୟାଚରେ ଜବରଦସ୍ତ…

୩୫୦ ଟଙ୍କା ପାଇଁ ନାବାଳକଙ୍କୁ ୬୦ ଥର ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ: ଆକ୍ରମଣକାରୀ ଗିରଫ

ନୂଆଦିଲ୍ଲୀ: ଜଣେ ନାବାଳକ ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଏକାଧିକ ଥର ଛୁରୀମାଡ଼ କରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଉତ୍ତରପୂର୍ବ ଭାଗରେ ଥିବା…

ମୁମ୍ବାଇରେ ବଡ ଧରଣର ଅଗ୍ନିକାଣ୍ଡ, ୨୪ ମହଲା କୋଠାରେ ଲାଗିଲା ନିଆଁ

ମୁମ୍ବାଇ: ଗୁରୁବାର ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ୨୪ ମହଲା ବିଶିଷ୍ଟ ବଡ କୋଠାରେ ନିଆଁ ଲାଗିଯାଇଛି । ଏହି ସମୟରେ କୋଠାରେ ୧୩୫ରୁ ଅଧିକ ଲୋକ ଫସି ରହିଥିଲେ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ…

କ୍ରୀଡ଼ା ଜଗତର ବଡ଼ ଖବର: ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ପୂର୍ବତନ କ୍ରିକେଟରଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ICC

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ବି କୋଟି କୋଟି ପ୍ରଶଂସକ ନିରାଶା ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ପୁଣି ଏକ ବଡ଼ ଖବର । ୩୦୦ରୁ ଅଧିକ ଦିନିକିଆ…

ଜୀବନ ହାରିଦେଲେ ବିଟେକ୍ ଛାତ୍ର, ସଙ୍ଗୀତ ପ୍ରତି ରୁଚି ଥିଲା କିନ୍ତୁ ପିତାମାତା ଚାହୁଁଥିଲେ ପୁୁଅ ଇଂଜିନିୟର ହେବ

ଗ୍ରେଟର ନୋଏଡା: କ୍ୟାରିୟରକୁ ନେଇ ବହୁ ପିତାମାତା ସେମାନଙ୍କ ପିଲାମାନଙ୍କ ଉପରେ ଚାପ ପକାଇଥାନ୍ତି । ପିଲାର ଇଚ୍ଛା କ’ଣ ରହିଛି ନ ବୁଝି ସେମାନେ ନିଜ ଇଚ୍ଛାକୁ ପିଲା ଉପରେ ଲଦି ଦେଇଥାନ୍ତି । ଏପରି କରିବା ଦ୍ୱାରା…

(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ…

ଆଗକୁ ଖାଲି ଛୁଟିର ବର୍ଷା: ହରତାଳ ଓ ଛୁଟି କାରଣରୁ ଡିସେମ୍ବର ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନିଜର ପରିବାରକୁ ଅଧିକ ସମୟ ଦେବା ଓ ବ୍ୟକ୍ତିଗତ କାର୍ଯ୍ୟ କରିବା ପାଇଁ ଅଧିକ ଛୁଟିର ଆବଶ୍ୟକତା ପଡ଼ିଥାଏ । ଅନେକ ସମୟରେ ଛୁଟି ନ ମିଳିବା କାରଣରୁ ଅନେକ କର୍ମଚାରୀ ବିତସ୍ପୃହ ହୋଇପଡ଼ିଥାନ୍ତି । ତେବେ…

Big Breaking: ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ, ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ତେବେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିରାଧୀଙ୍କ ହୋହଲ୍ଲା କାରଣରୁ ଗୃହକୁ ୪ଟା ଯାଏଁ ମୁଲତବି ରଖାଯାଇଛି । ଆଜି ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ…

ଦ୍ରାବିଡଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟକୁ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି । ଏବେ ଆଲୋଚନା ହେଉଛି କି କିଛି ବରିଷ୍ଠ ଖେଳାଳୀଙ୍କ ଏହା ଶେଷ ବିଶ୍ୱକପ୍ ଥିଲା । ଏହା…