Browsing Category
Breaking News
(Video) ନାଇଜେରିଆ ପରେ ବ୍ରାଜିଲରେ ପହଞ୍ଚିଲେ ପିଏମ ମୋଦୀ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ସୋମବାର ବ୍ରାଜିଲର ରିୟୋ ଡି ଜେନେରିଆ ପହଞ୍ଚିଛନ୍ତି। ଏହା ପିଏମଙ୍କର ତିନୋଟି ଦେଶ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ, ଏଥିରେ…
IPL-2025; ୨୦୪ ଖେଳାଳିଙ୍କ ଉପରେ ବର୍ଷିବ ୬୪୧ କୋଟି: ଏହିସବୁ ଖେଳାଳିଙ୍କ ଉପରେ ରହିବ ସବୁ ଦଳର ନଜର
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଆସନ୍ତା ୨୪-୨୫ ତାରିଖରେ ହେବ ମେଗା ଅକ୍ସନ । ଏଥିପାଇଁ ୧୫୭୪ ଜଣ ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ୧୦୦୦ ଜଣ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ତେଣୁ ମେଗା…
ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ଦ୍ୱିତୀୟ ଥର ଆକ୍ରମଣ, ଜାଣନ୍ତୁ କେମିତି ଅଛନ୍ତି ପିଏମ
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ପୁଣି ଆକ୍ରମଣ ଖବର ସାମ୍ନାକୁ ଆସିଛି। ଟାଇମ୍ସ ଅଫ ଇସ୍ରାଏଲ ଅନୁସାରେ, ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସିଜେରିୟା ସ୍ଥିତ ଘର ଉପରେ…
‘ସାଉଥ ସୁନ୍ଦରୀ’ଙ୍କୁ ଗିରଫ କଲା ପୋଲିସ: ବିବାଦୀୟ ବୟାନ ଦେଇ ଥିଲେ ଚର୍ଚ୍ଚାରେ
ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ସିନେ ଦୁନିଆର ସୁନ୍ଦରୀ ହିରୋଇନ୍ ଏବେ ପୋଲିସ କବଜାରେ । ବିବାଦୀୟ ବୟାନ ଦେବା ପରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି । ତେଲୁଗୁ କମ୍ୟୁନିଟି ବିପକ୍ଷରେ ବୟାନ ଦେବା ପରେ ଏହାକୁ…
(Video) ଲୁଚି ଲୁଚି ବାହା ହୋଇଗଲେ ଏଲିନା ସାମନ୍ତରାୟ, ଓଲିଉଡ଼ ଅଭିନେତ୍ରୀଙ୍କର ବାଜିଲା ସାହାନାଇ
ଭୁବନେଶ୍ୱର: ଓଲିଉଡ଼ ଜଗତ ପାଇଁ ବଡ଼ ଖବର। ବିବାହ କଲେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଏହା ଶୁଣି ଲୋକେ ତଥା ଓଲିଉଡ଼ ଜଗତ ଆଶ୍ଚର୍ଯ୍ୟ ହୋଇଛି। ଅଭିନେତ୍ରୀ ରିଲ୍ ନୁହେଁ ରିୟଲ ଲାଇଫରେ ବିବାହ କରିଛନ୍ତି। ସେ ବିବାହ…
ପେନସନ ଭୋଗୀଙ୍କ ପାଇଁ ନୂଆ ନିୟମ: ଏଣିକି କରିବାକୁ ପଡ଼ିବ ଏହି କାମ, ନଚେତ୍ ମିଳିବନି ଟଙ୍କା
ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରୀ ଅଫିସରମାନଙ୍କ ପାଇଁ ବଡ଼ ଖବର । ପେନସନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ପେନସନ ପାଇବା ପୂର୍ବରୁ ଆଉ ଏକ ବଡ଼ କାମ କରିବାକୁ ହେବ । ନଚେତ୍ ଟଙ୍କା ପାଇବାରୁ ବଞ୍ଚିତ ହେବେ…
ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ, ୩୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଇସ୍ରାଏଲର ହମାସ ବିରୋଧରେ ଯୁଦ୍ଧ ସବୁଠୁ ଅଧିକ ଗାଜାବାସୀମାନଙ୍କୁ କ୍ଷତି ପହଞ୍ଚାଇଛି। ଉତ୍ତର ଗାଜାର ବେତ ଲୋହିୟାରେ ରବିବାର ଇସ୍ରାଏଲ ଆକ୍ରମଣରେ ୩୦ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ହସ୍ପିଟାଲ ନିର୍ଦ୍ଦେଶକ…
ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଅଚାନକ ଚଢାଉ କରିଛି ଭିଜିଲାନ୍ସ । ଢେଙ୍କାନାଳ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ରେଡ୍ ଆରମ୍ଭ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…
ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଜଲେଶ୍ୱର: ଜଳେଶ୍ୱର ଥାନା ଏନଏଚ୍ ୧୬ ଲକ୍ଷ୍ମଣାନାଥ ଟୋଲଗେଟ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ଯାତ୍ରୀବାହୀ ବସ୍ । ତେବେ ଏହି ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ…
Captain ରୋହିତ ଖେଳିବେନି ପ୍ରଥମ ଟେଷ୍ଟ, ବୁମରାହ ନେବେ ନେତୃତ୍ୱ: ଏହି ଖେଳାଳି କରିପାରନ୍ତି ଓପନିଙ୍ଗ
ନୂଆଦିଲ୍ଲୀ: ଅଷ୍ଟେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଅଦିନାୟକ ରୋହିତ ଶର୍ମା । ଏ ନେଇ ସେ ବିସିସିଆଇକୁ ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟ ଥର ପିତା ହୋଇଥିବା ବେଳେ ସେ ଏହି ସମୟରେ ପରିବାର ସହ ରହିବାକୁ ସ୍ଥିର…