Browsing Category

Breaking News

ସମାନ ଲିଙ୍ଗର ଲୋକମାନେ ପରସ୍ପରକୁ ବିବାହ କରିବେ କି? ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଆଜି ଆସିବ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ପାଶ୍ଚାତ୍ୟର କେତେକ ଦେଶ ପରି ସମଲିଙ୍ଗୀ, ଲେସବିୟାନ୍ ଏବଂ ଟ୍ରାନ୍ସଜେଣ୍ଡରଙ୍କ ବିବାହକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯିବ। ଦେଶରେ…

୨୨ରେ ଆସୁଛି ଲଘୁଚାପ, ଭିଜିବ ପୂଜା ବଜାର!

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପଳାଇଯିବା ପରେ ଏବେ ପ୍ରଚଣ୍ଡଗ୍ରୀଷ୍ମପ୍ରବାହ ଲାଗି ରହିଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଓ ସୁନା ଦର, ଆଗକୁ ଆହୁରି ଦର ବଢିବ

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା ହମାସ। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି…

ରିସର୍ଚ୍ଚରୁ ମହା ଖୁଲାସା! ମସ୍ତିଷ୍କରେ ଲୁଚି ରହୁଛି ଭୟଙ୍କର ସ୍ମୃତି: ଶାରୀରିକ-ମାନସିକ ରୋଗର ସୃଷ୍ଟି କରୁଛି

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ତଥା ବିରଳ ଜୀବ । ମଣିଷକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ…

Breaking ଭିକାରିମୁକ୍ତ ହେବ ଭୁବନେଶ୍ଵର; ରାସ୍ତା କଡ଼ରେ ଭିକାରି ଦେଖିଲେ ଉଠାଇନେବ BMC ସ୍କ୍ୱାର୍ଡ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ହେଉଛି ପ୍ରସ୍ତୁତି । ଏଣିକି ଭୁବନେଶ୍ବର ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିପାରିବେନି ଭିକାରି । ସେଥିଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବ…

ବାହାରକୁ ବାହାରି ଆସୁଛି ଯୁବକଙ୍କ ଆଖି ଡୋଳା: Gunniess Book of World Recordରେ ସ୍ଥାନ ଦେଲା ଟାଲେଣ୍ଟ

ନୂଆଦିଲ୍ଲୀ: ଦୁନିଆରେ ନାଁ କମାଇବା କିମ୍ବା ରେକର୍ଡ ସୃଷ୍ଟି କରିବା ସେତେଟା ସହଜ ନୁହେଁ । ଏହା ଭିତରେ ବିଶ୍ୱ ରେକର୍ଡ କରିବା ଏବେ ଆହୁରି ମୁସ୍କିଲ ହୋଇଯାଉଛି । କାରଣ ବିଶ୍ୱରେ ଏବେ ଅନେକ ଟାଲେଣ୍ଟ ଏବଂ ଅଦ୍ଭୁତ କଳାରେ…

ଦାରିଙ୍ଗବାଡ଼ିରେ ଶୀତର ପହିଲି ଛୁଆଁ ; ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ

ଦାରିଙ୍ଗବାଡି; ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଯାଇଛି ଶୀତ । ଶୀତର ପ୍ରଥମ ସ୍ପର୍ଶରେ ଧରାପୃଷ୍ଠ ପୁଲକିତ । ପହିଲି ଶୀତର ଆଗମନରେ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ସୋମବାର ବା ଆଜି…

ମହିଳାମାନଙ୍କୁ ଦିଆଯିବ ୨ ଲକ୍ଷ ନୂଆ ଫ୍ରି ଗ୍ୟାସ କନେକସନ୍, ଜାଣନ୍ତୁ କାହାକୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପାଞ୍ଚ ହଜାର ଯୋଗ୍ୟ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ନୂତନ ଏଲପିଜି କନେକସନ ଦିଆଯିବ। ଏଥିପାଇଁ ସୋମବାର ଡିଏମଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ…

Same Sex Marriageକୁ ମାନ୍ୟତା ଦେବେ କି ସୁପ୍ରିମକୋର୍ଟ? ମଙ୍ଗଳବାର ଶୁଣାଣୀ କରିବେ ଅଦାଲତ

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ନିଷ୍ପତ୍ତି ଶୁଣାଇବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ବିବାହକୁ ଆଇନଗତ ଅଧିକାର ମିଳିବ କି ନାହିଁ, ମଙ୍ଗଳବାର ଅଦାଲତ ଏହାର ରାୟ ଶୁଣାଇବେ । ମୁଖ୍ୟ ବିଚାରପତି…

‘ଆପଣ କାହାକୁ ସବୁଦିନ ପାଇଁ ଜେଲରେ ରଖିପାରିବେ ନାହିଁ’, ସିସୋଦିଆଙ୍କ ମାମଲାରେ ଇଡିକୁ SCଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ କଠୋର ପ୍ରଶ୍ନ ପଚାରିଛନ୍ତି। ଜାମିନ ଆବେଦନ ଶୁଣାଣି ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସଭିଏନ ଭଟ୍ଟୀଙ୍କ…