
Browsing Category
Breaking News
କାଙ୍ଗାଳ ପାକିସ୍ତାନକୁ ଝଟ୍କା; ୯କୋଟି ଗରିବ ଲୋକଙ୍କ ପାଇଁ ଆସିଲା ଖରାପ ଖବର, କ’ଣ କହିଲା ବିଶ୍ୱବ୍ୟାଙ୍କ ଜାଣିନିଅନ୍ତୁ
ନୂଆଦିଲ୍ଲୀ:ପାକିସ୍ତାନ ଏବେ ସବୁଠାରୁ ଭୟାନକ ଆର୍ଥିକ ସଂକଟ ଦେଇ ଗତି କରୁଛି ଯାହା ଦେଶ ସୃଷ୍ଟି ହେବା ପରଠାରୁ ଦେଶ କେବେ ବି ଦେଖି ନ ଥିଲା । ଦେଶରେ ଗରିବଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ବିଶ୍ୱ ବ୍ୟାଙ୍କ…
ଦେଶକୁ ମିଳିଲା ୯ଟି ବନ୍ଦେ ଭାରତ ଟ୍ରେନ: PM ମୋଦୀ କହିଲେ- ଆମ ସରକାର ନଅ ବର୍ଷରେ ଆଠ ଗୁଣ କରିଛନ୍ତି ଦେଶର ରେଳ ବଜେଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ଟି ରାଜ୍ୟରେ ୯ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ବନ୍ଦେ ଭାରତ ଟ୍ରେନ ଜରିଆରେ ରାଜ୍ୟମାନଙ୍କରେ ଯାତ୍ରା ପାଇଁ…
‘ଏ’ ଗ୍ରେଡ ମାନ୍ୟତା ମିଳିବା ଖୁସିରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉତ୍ସବ: ଛାତ୍ରଛାତ୍ରୀଙ୍କ ସହ ବାଜା ବଜାଇ ନାଚିଲେ କୁଳପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ ପକ୍ଷରୁ ‘ଏ’ ଗ୍ରେଡ୍ ମାନ୍ୟତା ମିଳିଛି । ଏହି ଅବସରରେ ଆଜି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା…
୧୫୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଜୀବନ ଜୀଇଁ ପାରିବ ମଣିଷ, ବୈଜ୍ଞାନିକ କହିଲେ ଏହା କେମିତି ସମ୍ଭବ
ନୂଆଦିଲ୍ଲୀ: ଉନବିଂଶ ଶତାବ୍ଦୀ ପର ଠାରୁ ବିଜ୍ଞାନ ଜଗତରେ ବହୁ ମହାନ୍ ଉପଲବ୍ଧି ହାସଲ ହେବା ସହ ମାନବ ଆୟୁରେ ମଧ୍ୟ ବୃଦ୍ଧି ଘଟିଛି । ଆଧୁନିକ ଚିକିତ୍ସା ସେବା ଓ ବିଭିନ୍ନ ଟୀକାର ବିକାଶ ମାନବ ସମାଜକୁ ବିଭିନ୍ନ ରୋଗରୁ…
ଭାରତରେ ଚାଲିବ ପ୍ରଥମ ହାଇଡ୍ରୋଜେନ ବସ, ଡିଜେଲ ପେଟ୍ରୋଲର ମଧ୍ୟ ନାହିଁ ଆବଶ୍ୟକତା!
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ୨୫ ସେପ୍ଟେମ୍ବର ଦିନ ଦିଲ୍ଲୀରେ ଡ୍ୟୁଟିରେ ଥିବା ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ…
ରିପୋର୍ଟରୁ ବଡ ଖୁଲାସା: ଆମେରିକାର ଗୁପ୍ତ ସୂଚନା ପାଇ, ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଅଭିଯୋଗ ଲଗାଇଛି କାନାଡା
ନୂଆଦିଲ୍ଲୀ: ଭାରତ କାନାଡା ବିବାଦ ମଧ୍ୟରେ ହାର୍ଦ୍ଦିକ ସିଂ ନିଜାର ମାମଲାରେ ଆମେରିକା କାନାଡା ସହ ଗୁପ୍ତ ସୂଚନା ବାଣ୍ଟିଥିବା ଖବର ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ…
ପ୍ରଥମ ଦିନରେ ଭାରତକୁ ମିଳିଲା ୩ ରୌପ୍ୟ ଓ ୨ ବ୍ରୋଞ୍ଜ ମେଡାଲ, ଏବେ ସ୍ୱର୍ଣ୍ଣକୁ ସମସ୍ତଙ୍କର ଅପେକ୍ଷା
ନୂଆଦିଲ୍ଲୀ: ଚୀନ୍ର ହାଙ୍ଗଝୋଉରେ ଚାଲିଥିବା ୧୯ ତମ ଏସିଆନ ଗେମ୍ସର ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ହେଉଛି ପ୍ରଥମ ଦିନ ଓ ପ୍ରଥମ ଦିନରେ ଭାରତ ୫ ଗୋଟି ପଦକ ହାସଲ କରିଛି । ଭାରତର ପଦକ ଖାତା ତ ଖୋଲିଯାଇଛି କିନ୍ତୁ ଏବେ…
ମହିଳା ଭୋଟ ବ୍ୟାଙ୍କ ଉପରେ ସଭିଙ୍କ ନଜର: ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ, କେଉଁ ପଟକୁ ଢଳିବେ ମହିଳା ଭୋଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ କେନ୍ଦ୍ରରେ କ୍ଷମତାରେ ଥିବା…
ଫିଲ୍ମ ଠାରୁ କ୍ରୀଡ଼ା ପର୍ଯ୍ୟନ୍ତ.. ଖାଲିସ୍ତାନୀମାନେ କାନାଡାରେ ବିନିଯୋଗ କରିଛନ୍ତି ବିପୁଳ ଅର୍ଥ, NIA ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଅନୁସନ୍ଧାନ କାନାଡାରେ ରହୁଥିବା ବଡ ଖାଲିସ୍ତାନୀ ନେତା ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ହୋଇଥିବା କାରବାର ବିଷୟରେ ଏକ ବଡ଼ ଖୁଲାସା କରିଛି। ଏହି…
ପଡିଆରେ ତୋଫାନ ସୃଷ୍ଟି କରିବେ ଜୁନିୟର ଦ୍ରାବିଡ୍, ଏହି ଟିମ୍ ଲାଗି ଖେଳିବାକୁ ହୋଇଛନ୍ତି ମନୋନୀତ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଜଣେ ସୁଦକ୍ଷ ବ୍ୟାଟସମ୍ୟାନ ଭାବରେ ପ୍ରତି କ୍ରିକେଟପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । ଦ୍ରାବିଡ ଟେଷ୍ଟ ଓ ୱାନ ଡେ’ରେ କ୍ରିକେଟପ୍ରେମୀଙ୍କୁ ବହୁତ ସ୍ମରଣୀୟ…