CHARIDHAM
Browsing Category

Breaking News

ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ ଉପହାର, ମହଙ୍ଗା ଭତ୍ତା ସହିତ ୩ ମାସର ଏରିଅର

ନୂଆଦିଲ୍ଲୀ: ଗଣେଶ ପୂଜା ସହିତ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର କୋଟି କୋଟି କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଲାଗି ଅପେକ୍ଷା କରି ରହିଛନ୍ତି । ଗତ କିଛି ବର୍ଷର ପାଟର୍ନକୁ ଦେଖିଲେ…

ମାଛ ଧରି ଫେରୁଥିବାବେଳେ ଘଟିଲା ଅଘଟଣ; ମୁହାଣ ନିକଟରେ ଓଲଟି ପଡ଼ିଲା ଡଙ୍ଗା

ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ, ହେଲେ ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାଟି…

ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ଟି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି BIS: ‘ମାନକ କକ୍ଷ’ ପାଇଁ ୧ ଲକ୍ଷ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ / ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଘୋଷଣା କରିଛି ଯେ ଏହା ଦେଶର ସ୍କୁଲ ଏବଂ କଲେଜରେ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି । ବିଆଇଏସ୍ ଅନୁଯାୟୀ, ସମାଜର…

ବଙ୍ଗୋପସାଗରରେ ସୃଷ୍ଟିହେଲା ଆଉ ଏକ ଲଘୁଚାପ କ୍ଷେତ୍ର; ଅତିପ୍ରବଳ ବର୍ଷା ହେବାନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା…

ବର୍ଷା କାରଣରୁ କେନାଲକୁ ଖସିଲା ଯାତ୍ରୀବାହୀ ବସ୍: ୫ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ବହୁ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ପରିବାର ବର୍ବାଦ ହୋଇଯାଇଥାଏ । ଏଥିସହିତ କିଛି ଲୋକ ଆହତ ହୋଇ…

ମନ୍ଦିରରେ ବସିଥିଲେ ଯୁବକ ଯୁବତୀ, ଲଭ୍ ଜିହାଦ କହି ଧୁମ୍ ପିଟିଲେ ଦୁବୃର୍ତ୍ତ, video ଭାଇରାଲ୍‌

ବରେଲୀ: ଉତ୍ତରପ୍ରଦେଶ ବରେଲୀରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି କିଛି ଲୋକ ମନ୍ଦିରରେ ବସିଥିବା ଯୁବକ ଓ ଯୁବତୀଙ୍କୁ ଗାଳି ଦେବା ସହ ପିଟୁଥିବାର ନଜର ଆସୁଛନ୍ତି…

ଇଞ୍ଜିନିୟରଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ: ଦରମା ୧.୧୭ ଲକ୍ଷ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଇଞ୍ଜିନିୟରମାନଙ୍କ ପାଇଁ ଖୁସି ଖବର । ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ) ଡିପ୍ଲୋମା ଟ୍ରେନିଂ ପଦ ପାଇଁ ନିଯୁକ୍ତି କରିବାକୁ ଯାଉଛି । ଏହି…

OSSSCରେ ପୁଣି ନିଯୁକ୍ତି ସୁଯୋଗ: ୯୦୦ରୁ ଅଧିକ ପଦ ପାଇଁ ବାହାରିଲା ବିଜ୍ଞାପନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ୩୦୦ରୁ ଅଧିକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଥିବା ବେଳେ ଆଜି ପୁଣି ୯୦୦ରୁ ଅଧିକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ…

ଏନକାଉଣ୍ଟରରେ ନିହତ ହେଲା ଲସ୍କର ଆତଙ୍କବାଦୀ ଉଜେର ଖାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ଲସ୍କର-ଇ-ତୋଏବା ଆତଙ୍କବାଦୀ ଉଜେର ଖାନଙ୍କୁ ନିପାତ କରିଛି ସୁରକ୍ଷାବାହିନୀ। କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ଅନନ୍ତନାଗରେ…

ଆସିଲା NTA ପରୀକ୍ଷା ସମୟସୂଚୀ, କେଉଁ ତାରିଖରେ କେଉଁ ପରୀକ୍ଷା ଆୟୋଜିତ ହେବ ବିସ୍ତୃତ ଭାବରେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ NTA ଆଗାମୀ ବର୍ଷ ହେବାକୁ ଯାଉଥିବା ପରୀକ୍ଷା ଲାଗି ଏହାର ସମୟସୂଚୀ ଜାରି କରି ଦେଇଛନ୍ତି । ଜେଇଇ ମେନ୍ ୨୦୨୪ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ…