Browsing Category

Breaking News

ଚୀନ-ତାଇୱାନର କଳହର ମୂଳ କାରଣ କ’ଣ: କେବେଠାରୁ ଓ କାହିଁକି ଦୁଇ ଦେଶ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀ: ଗତ ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ-ଋଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସାରା ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଏହା ମଧ୍ୟରେ ପୁଣି ଏକ ଯୁଦ୍ଧର ସମ୍ଭାବନା ଦେଖାଦେଇଛି । ଚୀନ-ତାଇୱାନ…

ମାତ୍ର ୪୦ ହଜାର ଟଙ୍କାରେ ମିଳୁଛି ୧୦ ଗ୍ରାମ ସୁନା: କିନ୍ତୁ ମାନିବାକୁ ୩ଟି ବଡ଼ ସର୍ତ୍ତ

ନୂଆଦିଲ୍ଲୀ: ଗରିବ ଠାରୁ ଆରମ୍ଭ କରି ଧନୀ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ମହିଳାମାନେ ଅତ୍ୟଧିକ ମାତ୍ରାରେ ସୁନାପ୍ରିୟ ହୋଇଥାନ୍ତି । ସୁନା ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା…

ଲଦାଖରେ ନଦୀକୁ ଖସିଲା ସେନା ଗାଡ଼ି, ୯ ଯବାନ ସହିଦ

ନୂଆଦିଲ୍ଲୀ: ସୀମା ରାଜ୍ୟ ଲଦାଖରେ ସେନା ଭାରତୀୟ ସୈନିକଙ୍କ ସହିତ ବଡ଼ ଦୁର୍ଘଟଣା ଘଟି ଯାଇଛି। ଶନିବାର ସନ୍ଧ୍ୟା ୬ ଟା ୩୦ ମିନିଟ ସମୟରେ ଲଦାଖରେ ସୈନ୍ୟବାହିନୀର ଏକ ଗାଡ଼ି ନଦୀକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ…

ଗିରଫ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ଗତ ୫ ତାରିଖରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଶଖାନା ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା ।…

OPTCL ରେ ୪୧୨ ଜଣଙ୍କୁ ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ, ଦେଲେ ଏପରି ଗୁରୁମନ୍ତ୍ର

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନି OPTCL ରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି । ୪୧୨ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଗୁରୁମନ୍ତ୍ର ଦେଇ…

ଛତିଶଗଡ଼ ନିର୍ବାଚନ ଆଗରୁ ଜନତାଙ୍କୁ କେଜ୍ରିୱାଲଙ୍କ ଅଫର…

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଦିଲ୍ଲୀ, ପଞ୍ଜାବ ପରେ ଏବେ ଛତିଶଗଡ଼ ଉପରେ ନଜର ରଖିଛି ଆମ ଆଦମୀ ପାର୍ଟି । ଭୋଟରଙ୍କୁ ଆକୃଷ୍ଟ…

କଂଗ୍ରେସ ବିଧାୟକ ସସପେଣ୍ଡ: AICCର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ । ଏହି ପରିପ୍ରେକ୍ଷୀରେ ଦଳମାନେ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ସଂଗଠନରେ ନୂଆ…

ବିଶ୍ୱ ମଶା ଦିବସ : ଗୋଟିଏ ମଶା ପାଇଁ କେତେ ପ୍ରକାର ରୋଗ ହୋଇଥାଏ

ଦୁନିଆ ସାରା ମଶାମାନେ ଯେଉଁ ପରିମାଣର ରୋଗ ବୃଦ୍ଧି କରୁଛନ୍ତି ତାହା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ ମଶା ଦିବସ ପାଳନ କରାଯାଏ । ତେବେ ଆମକୁ ବୁଝିବାକୁ ପଡିବ କାହିଁ ମଶା ଯୋଗୁଁ ଅନେକ ଲୋକ ରୋଗରେ ପଢୁଛନ୍ତି…

ମାନବିକତାର ସୀମା ପାର କଲେ ମହିଳା: କୁକୁର ଉପରକୁ କଲେ ଏସିଡ ମାଡ଼

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇରେ ଏକ ଲଜ୍ୟାଜନକ ଘଟଣା ଘଟିଛି । ଏଠାରେ ଜଣେ ମହିଳା ପୋଷା କୁକୁର ଉପରେ ଏସିଡ ପକାଇଥିଲେ । ଯାହା ଦ୍ୱାରା କୁକୁରଟି ଗୁତ୍ତର ହୋଇଥିଲା । ତେବେ ଏସିଡ ପକାଇଥିବା ମହିଳାଙ୍କ ବିରୋଧରେ…

ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ, ରପ୍ତାନୀ ଉପରେ ଲାଗିବ ୪୦% କର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପନିପରିବାର ଦର ଆକାଶ ଛୁଆଁ ଥିବା ବେଳେ ପିଆଜ ଦର ବଢିବା ଆରମ୍ଭ ହୋଇଛି। ଆଶଙ୍କା କରାଯାଉଛି ଯେ, ଆଗକୁ ସେପ୍ଟେମ୍ବର ମାସରେ ଏହା ଆହୁରି ବୃଦ୍ଧି ପାଇ କିଲୋ ପିଛା ୧୦୦ ଟଙ୍କା ଛୁଇଁ ପାରେ।…