Browsing Category

Breaking News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିଲେ ନିଶ୍ଚୟ ଜିତିବେ, ଏହି ନେତାଙ୍କ ଦାବୀ

ନୂଆଦିଲ୍ଲୀ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ ତେବେ ନିଶ୍ଚିତ ରୂପରେ ସେ ବିଜୟ ଲାଭ କରିବେ । ଶିବସେନା ନେତା ସଞ୍ଜୟ ରାୱତ ଏହି ଦାବୀ କରିଛନ୍ତି । ସେ…

ହିମାଚଳ ପ୍ରଦେଶରେ ଆକାଶରୁ ବର୍ଷୁଛି ବିପତ୍ତି: ଭୂସ୍ଖଳନ ଏବଂ ବାଦଲ ଫଟା ବର୍ଷାରେ ୩୦ ମୃତ, ସ୍ୱାଧୀନତା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରଳୟଙ୍କକାରୀ ବର୍ଷାରେ କ୍ଷୟକ୍ଷତି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭୁସ୍ଖଳନ ଏବଂ ବାଦଲଫଟା ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୩୦ ଜଣ ପ୍ରାଣ ହରାଇ ସାରିଲେଣି ଓ…

ବିଜେପି ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକ ରାକ୍ଷସ ପ୍ରବୃତ୍ତିର; କଂଗ୍ରେସ ରାଜ୍ୟସଭା ସାଂସଦ

ଓଡିଶା ଭାସ୍କର; କଂଗ୍ରେସ ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲାଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଦେଖିବାକୁ ମିଳିଛି । ହରିୟାଣାରେ କୈଥଲରେ ଏକ ଆୟୋଜିତ ସଭାକୁ ସମ୍ବୋଧନ ଦେଉଥିଲେ ସୁରଜେୱାଲା । ଏହି…

ମୋବାଇଲ୍ ବ୍ୟବହାରକାରୀ ସାବଧାନ , ଆଣ୍ଡ୍ରଏଡ୍ ର ଏହିସବୁ ଭର୍ସନରେ ଥିବା ଦୋଷ ଦୂର୍ବଳତାକୁ ନେଇ ସତର୍କ କରାଇଲା ସିଇଆରଟି

ନୂଆଦିଲ୍ଲୀ: କମ୍ପ୍ୟୁଟର ଏମର୍ଜେନ୍ସୀ ରେସପନ୍ସ ଟିମ୍ (ସିଇଆରଟି-ଇନ୍) ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ସତର୍କ ବାଣୀ ଶୁଣାଇଛି । ବିଭିନ୍ନ ଆଣ୍ଡ୍ରଏଡ୍ ଫୋନ୍ ର ବିଭିନ୍ନ ଭର୍ସନରେ ରହିଥିବା ଦୋଷ ଦୂର୍ବଳତାକୁ ନେଇ ଏହି…

ବଳ ଗୋଟାଉଛି ଓଡିଶା କଂଗ୍ରେସ, ଘରକୁ ଫେରିବେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ!

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଜାତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି । ସାରା ଦେଶରେ କଂଗ୍ରେସ ମୋଦି ବିରୋଧୀଙ୍କୁ ନେଇ ତାର ସାମର୍ଥ୍ୟ ଯୋଗାଡ଼ିବାରେ ଲାଗି ପଡିଛି । ଏହାରି ଭିତରେ ଓଡିଶା…

୪ ଜଣ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପଦକ: ସାହସିକତା ଦେଖାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତାର ୭୭ ବର୍ଷ । ଭାରତ ସ୍ୱାଦୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଦେଶର ସାହସୀ ପୋଲିସ ଅଫିସରଙ୍କୁ ପୋଲିସ ପଦକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ…

ରାଜ୍ୟରେ ବଢିଲା ଆଗୁଆ ନିର୍ବାଚନ ଆଲୋଚନା, ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବେ ନବୀନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୪ ରାଜ୍ୟରେ ଆଗୁଆ ନିର୍ବାଚନ ଆଲୋଚନା ମଧ୍ୟରେ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରି ପାରନ୍ତି ବୋଲି ସୂଚନା ମିଳିଛି ।…

ଦେଶ ରଙ୍ଗିଲା ରଙ୍ଗିଲା, ଦେଶ ମେରା ରଙ୍ଗିଲା….ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗରେ ରଙ୍ଗୀନ ହୋଇଛି ଭାରତ: ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମେରା ଭାରତ, ମହାନ ହେ...  ସତରେ ଆମ ଭାରତ ଦେଶ କେଡ଼େ ମହାନ୍ । ପ୍ରତିଟି ଭାରତୀୟଙ୍କ ଛାତିରେ ଦେଶ ପାଇଁ ପ୍ରେମ, ଭାରତୀୟ ହେବାର ଗର୍ବ ଏବଂ ଗୌରବ ଝଳସି ଯାଉଛି । ଖାଲି ମନ ଆଉ ହୃଦୟରେ ନୁହେଁ, ଆଜି…

“କରାଚୀ ଟୁ ନୋଏଡା’ ଲାଗି ମିଳିଗଲେ ସୀମାଙ୍କ ପ୍ରତିରୂପ, ଦିଲ୍ଲୀରେ ରହୁଥିବା ଏହି ନାୟିକା କିଏ ଆସନ୍ତୁ ଜାଣିବା

ମୁମ୍ବାଇ: ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ଭାରତ ନିଜର ପ୍ରେମିକ ସଚିନ ପାଖକୁ ଚାଲି ଆସିଥିବା ସୀମା ହେଇଦରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଏବେ ସୀମା ଓ ସଚିନଙ୍କ ଉପରେ ନିର୍ମାଣ ହେବାକୁ…

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା, ଆଉ ତାପରେ କାରରେ ତାଙ୍କ…

ଓଡିଶା ଭାସ୍କର; ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ବୃନ୍ଦାବନ ସେକ୍ଟର ୧୯ ରେ କାରରୁ ଜଣେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଓଡ଼ିଆ ବୋଲି ପ୍ରଥମେ…